ଲକ୍‌ଡାଉନ୍‌ ଉଠିବା ପରେ ଏହି କାମ କରିବେ ଚହଲ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ହୋଇଛି। ଏହି ଅବଧି ଆସନ୍ତା ୧୪ ତାରିଖରେ ଶେଷ ହେବାର ଥିଲା। କିନ୍ତୁ କରୋନା ସ୍ଥିତିକୁ ଦେଖି ଲକଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଲକଡାଉନ ବେଳେ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଘର ମଧ୍ୟରେ ହିଁ ରହିଛନ୍ତି। ଲକଡାଉନ ବେଳେ ଘରେ ରହିଥିବାରୁ ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜଭେନ୍ଦର […]

dx

dx

Hemant Lenka
  • Published: Saturday, 11 April 2020
  • Updated: 11 April 2020, 05:52 PM IST

ନୂଆଦିଲ୍ଲୀ: ମହାମାରୀ କରୋନାକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ହୋଇଛି। ଏହି ଅବଧି ଆସନ୍ତା ୧୪ ତାରିଖରେ ଶେଷ ହେବାର ଥିଲା। କିନ୍ତୁ କରୋନା ସ୍ଥିତିକୁ ଦେଖି ଲକଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଲକଡାଉନ ବେଳେ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଘର ମଧ୍ୟରେ ହିଁ ରହିଛନ୍ତି।

ଲକଡାଉନ ବେଳେ ଘରେ ରହିଥିବାରୁ ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜଭେନ୍ଦର ଚହଲ କେତେବେଳେ ଟିକଟକ କରୁଛନ୍ତି ତ ଆଉ କେତେବେଳେ ସୋଶାଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଲକଡାଉନ ଯୋଗୁ ଚହଲ ଘର ମଧ୍ୟରେ ରହି ଅଣନିଃଶ୍ୱାସି ହୋଇଗଲେଣି। ଏଥିପାଇଁ ଲକଡାଉନ ସରିଲେ ସେ ଆଉ ଘରକୁ ଆସିବେ ନାହିଁ ବୋଲି ମଧ୍ୟ କହିଛନ୍ତି।

ଚହଲ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ମଜାରେ କହିଛନ୍ତି ଯେ “ମୁଁ ଲକଡାଉନ ଉଠିବା ପରେ ଘର ମଧ୍ୟରୁ ଲକଡାଉନ ହୋଇଯିବି। ମୁଁ ମୋ ଘରକୁ ଆସିବି ନାହିଁ। ଘରେ ରହି ରହି ମୁଁ ବୋର ହୋଇଗଲିଣି। ମୋ ପାଇଁ ଏତିକି ଯଥେଷ୍ଟ। ଆସନ୍ତା ୩ ବର୍ଷ ମଧ୍ୟରେ ଘରେ ଯେତିକି ରହିବା କଥା ଏହି ଲକଡାଉନ ସମୟରେ ମୁଁ ରହି ସାରିଲିଣି। ଦରକାର ପଡ଼ିଲେ ମୁଁ ଘର ପାଖ ହୋଟେଲରେ ରହିବି। କିନ୍ତୁ ଘରକୁ ଆସିବି ନାହିଁ। ଆଉ ମୁଁ ଲକଡାଉନରେ ରହିପାରିବି ନାହିଁ।”

ହରିଆଣାରେ ଜନ୍ମିତ ଚହଲ ଆହୁରି କହିଛନ୍ତି, “ଲକଡାଉନ ସରିବା ପରେ ମୁଁ ପ୍ରତିଦିନ ଗ୍ରାଉଣ୍ଡକୁ ଯାଇ କିଛି ନ ହେଲେ ବି ଗୋଟିଏ ଥର ବୋଲିଂ କରିବି। ଏହି ସମୟରେ ଅନେକ କିଛି କ୍ରିକେଟ ହେବାର ଥିଲା। ହେଲେ ସବୁ କିଛି ବନ୍ଦ ହୋଇଯାଇଛି। ଏସବୁକୁ ମୁଁ ବହୁତ ମିସ କରୁଛି।

ମୁଁ ଗ୍ରାଉଣ୍ଡକୁ ଗଲେ ସବୁ କିଛି ପାଇଥାଏ। ମୁଁ ମୋ ବୋଲିଂକୁ ବହୁତ ମିସ କରୁଛି। ମୁଁ ଆଜି ଯାହା ସେସବୁ କ୍ରିକେଟ ପାଇଁ। ତେଣୁ ଲକଡାଉନ ସରିବା ପରେ ମୁଁ ଗ୍ରାଉଣ୍ଡକୁ ଯିବି ଓ ଦିନକୁ ଅତିକମରେ ଗୋଟିଏ ଥର ବୋଲିଂ କରିବି।”

ଚହଲ ନିଜର ଲକଡାଉନ ପାର୍ଟନର ଭାବେ ରୋହିତ ଶର୍ମା ଓ ଚାଇନାମ୍ୟାନ କୁଲଦୀପ ଯାଦବଙ୍କୁ ଚୟନ କରିଛନ୍ତି। ସେମାନଙ୍କ ସହ ଚହଲ ଗୋଟିଏ ମାସ ଯାଏ ମଧ୍ୟ ଲକଡାଉନ ହୋଇ ରହିବାକୁ ରାଜି ଅଛନ୍ତି। ତେବେ ଯଶପ୍ରୀତ ବୁମ୍ରା ଅଧିକ କଥା ହେଉ ନଥିବାରୁ ଲକଡାଉନ ବେଳେ ତାଙ୍କ ସହ ଚହଲ ରହିବାକୁ ଆଦୌ ଇଚ୍ଛା ପ୍ରକାଶ କରିନାହାନ୍ତି। ଚହଲ ଭାରତ ପାଇଁ ୯୪ଟି ମ୍ୟାଚ୍‌ ଖେଳି ୧୪୬ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story