୧୯୯୨ ବିଶ୍ୱକପ୍‌ର ପୁନରାବୃତ୍ତି କରିବ କି ପାକିସ୍ତାନ, ସ୍ଥିତି କହୁଛି ଏମିତି କଥା

ଲଣ୍ଡନ: ବିଶ୍ୱକପ୍‌ କ୍ରିକେଟ୍‌ ୨୦୧୯ରେ ଟ୍ରଫି ପାଇଁ ଲଢ଼େଇ ଯେତିକି ପାଖେଇ ଆସୁଛି, ପଏଣ୍ଟ ଟେବୁଲରେ ଓଲଟପାଲଟ ମଧ୍ୟ ସେତିକି ହେଉଛି। ତେବେ ସମଗ୍ର ବିଶ୍ୱରେ ୧୯୯୨ ବିଶ୍ୱକପ ଭଳି ୨୦୧୯ରେ ସ୍ଥିତି ସୃଷ୍ଟି ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପଛରେ ପାକିସ୍ତାନ ହିଁ ରହିଛି। କାରଣ ୧୯୯୨ ବିଶ୍ୱକପ୍‌ରେ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ବିଶ୍ୱ ବିଜେତା ହୋଇଥିଲା। ୧୯୯୨ ପରି ୨୦୧୯ ବିଶ୍ୱକପ୍‌ ରାଉଣ୍ଡ ରବିନ୍‌ ଫର୍ମାଟରେ ଖେଳା ଯାଉଛି। ଅର୍ଥାତ ପ୍ରତ୍ୟେକ […]

waq

waq

Hemant Lenka
  • Published: Thursday, 27 June 2019
  • Updated: 27 June 2019, 11:28 AM IST

Sports

Latest News

ଲଣ୍ଡନ: ବିଶ୍ୱକପ୍‌ କ୍ରିକେଟ୍‌ ୨୦୧୯ରେ ଟ୍ରଫି ପାଇଁ ଲଢ଼େଇ ଯେତିକି ପାଖେଇ ଆସୁଛି, ପଏଣ୍ଟ ଟେବୁଲରେ ଓଲଟପାଲଟ ମଧ୍ୟ ସେତିକି ହେଉଛି। ତେବେ ସମଗ୍ର ବିଶ୍ୱରେ ୧୯୯୨ ବିଶ୍ୱକପ ଭଳି ୨୦୧୯ରେ ସ୍ଥିତି ସୃଷ୍ଟି ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପଛରେ ପାକିସ୍ତାନ ହିଁ ରହିଛି। କାରଣ ୧୯୯୨ ବିଶ୍ୱକପ୍‌ରେ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ବିଶ୍ୱ ବିଜେତା ହୋଇଥିଲା।

୧୯୯୨ ପରି ୨୦୧୯ ବିଶ୍ୱକପ୍‌ ରାଉଣ୍ଡ ରବିନ୍‌ ଫର୍ମାଟରେ ଖେଳା ଯାଉଛି। ଅର୍ଥାତ ପ୍ରତ୍ୟେକ ଟିମ୍‌ ତା’ର ପ୍ରତିପିକ୍ଷ ଦଳ ସହ ଗୋଟିଏ ଲେଖାଏ ଲିଗ୍‌ ମ୍ୟାଚ୍‌ ଖେଳିବେ। ଚଳିତ ବିଶ୍ୱକପ୍‌ରେ ଭାରତକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଦଳ ଅନୂନ୍ୟ ଗୋଟିଏ ଲେଖାଏ ମ୍ୟାଚ୍‌ ହାରିଛନ୍ତି। ଏବେ ଆସିବା ପାକିସ୍ତାନ କାହିଁକି ୧୯୯୨ ବିଶ୍ୱକପର ପୁନରାବୃତ୍ତି କରିବ ବୋଲି କୁହାଯାଉଛି।

୧୯୯୨ରେ ପାକିସ୍ତାନ ଯେଉଁ ସବୁ ସ୍ଥିତର ସମ୍ମୁଖୀନ ହୋଇ ବିଶ୍ୱବିଜେତା ହୋଇଥିଲା। ୨୦୧୯ରେ ସର୍ଫରାଜ ଅହମ୍ମଦଙ୍କ ଦଳ ସହ ଅନୁରୂପ ଘଟଣା ଘଟିଛି। ଏହାକୁ ଆପଣ ଏକ ସଂଯୋଗ କହିପାରନ୍ତି। ହେଲେ କ୍ରିକେଟରେ ଯେ ସବୁ ସମ୍ଭବ ଏକଥାକୁ ମଧ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ।

୧୯୯୨ରେ ପାକିସ୍ତାନ ପ୍ରଥମ ମ୍ୟାଚ୍‌ ହାରିଥିଲା ଏବଂ ଦ୍ୱିତୀୟ ମ୍ୟାଚ୍‌ ଜିତିଥିଲା। ସେହିପରି ବର୍ଷା ଯୋଗୁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ବାତିଲ ହୋଇଯାଇଥିଲା। ୨୦୧୯ରେ ମଧ୍ୟ ପାକିସ୍ତାନ ସହ ପ୍ରଥମ ୩ଟି ମ୍ୟାଚ୍‌ରେ ଅନୁରୂପ ଘଟଣା ଘଟିଥିଲା। ୧୯୯୨ରେ ପାକିସ୍ତାନ ପ୍ରଥମ ମ୍ୟାଚ୍‌ ୱେଷ୍ଟଇଣ୍ଡିଜଠାରୁ ହାରିଥିଲା। ୨୦୧୯ ବିଶ୍ୱକପରେ ମଧ୍ୟ ପାକିସ୍ତାନ ପ୍ରଥମ ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ଠାରୁ ହାରିଛି। ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଜିମ୍ବାୱେକୁ ୫୩ରେ ହରାଇଥିଲା। ୨୦୧୯ରେ ପାକିସ୍ତାନ ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୪ ରନ୍‌ରେ ହରାଇଛି।

ସେହିପରି ପାକିସ୍ତାନର ତୃତୀୟ ମ୍ୟାଚ୍‌ ୧୯୯୨ ପରି ୨୦୧୯ରେ ବର୍ଷା ଯୋଗୁ ବାତିଲ ହୋଇଛି।

ଏହାପରେ ପାକିସ୍ତାନ ଲଗାତର ଦୁଇଟି ମ୍ୟାଚ୍‌ ହାରି ୧୯୯୨ ବିଶ୍ୱକପରୁ ବାଦ୍‌ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଥିଲା। ୨୦୧୯ରେ ମଧ୍ୟ ପାକିସ୍ତାନ ଲଗାତର ଦୁଇଟି ମ୍ୟାଚ୍‌ ହାରିଛି। ଏହାପରେ ପାକିସ୍ତାନ ସମସ୍ତ ମ୍ୟାଚ୍‌ ଜିତି ଫାଇନାଲ୍‌ ଯାଇଥିଲା। ଫାଇନାଲ୍‌ରେ ଇଂଲଣ୍ଡକୁ ହରାଇ ବିଶ୍ୱବିଜେତା ହୋଇଥିଲା।

୨୦୧୯ରେ ମଧ୍ୟ ପାକିସ୍ତାନ ଦୁଇଟି ମ୍ୟାଚ୍‌ ହାରିବା ପରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ସେମି ଫାଇନାଲ ଖେଳିବା ରେସ୍‌ ରହିଛି। ପାକିସ୍ତାନ ତା’ର ପରବର୍ତ୍ତୀ ଦୁଇଟି ଲିଗ୍‌ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ଓ ବାଂଲାଦେଶକୁ ଭେଟିବ।

ଦଳ ଯଦି ଦୁଇଟି ଯାକ ମ୍ୟାଚ୍‌ ଜିତି ନେବ, ତା’ହେଲେ ସେମି ଫାଇନାଲ୍‌ରେ ପ୍ରବେଶ କରିବ। ୧୯୯୨ରେ ମଧ୍ୟ ପାକିସ୍ତାନ ଅନୁରୂପ ସ୍ଥିତର ସମ୍ମୁଖୀନ ହୋଇ ବିଶ୍ୱ ବିଜେତା ହୋଇଥିଲା। ତେଣୁ ଏଥର ମଧ୍ୟ ଦଳ ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story