ଅବସର ସମ୍ପର୍କରେ ମୁହଁ ଖୋଲିଲେ ହରଭଜନ

ମୁମ୍ବାଇ: ଖରାପ ଫର୍ମ ଯୋଗୁ ଟିମ୍‌ ଇଣ୍ଡିଆର ଜାତୀୟ ଦଳରୁ ଦୀର୍ଘ ବର୍ଷ ହେଲାଣି ବାଦ ପଡ଼ିଥିବା ବରିଷ୍ଠ ଅପସ୍ପିନର ହରଭଜନ ସିଂହ କେବେ ବିଧିବଦ୍ଧ ଭାବେ ଅବସର ଘୋଷଣା କରିବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ହରଭଜନ ଜାତୀୟ ଟିମ୍‌ରେ ସାମିଲ ହେଉ ନଥିଲେ ହେଁ ନିୟମିତ ଭାବେ ଆଇପିଏଲ ଖେଳୁଛନ୍ତି। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ହରଭଜନ ଗତ ଦୁଇଟି ଯାକ ଆଇପିଏଲ୍‌ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। […]

q

q

Hemant Lenka
  • Published: Saturday, 05 October 2019
  • Updated: 05 October 2019, 04:45 PM IST

Sports

Latest News

ମୁମ୍ବାଇ: ଖରାପ ଫର୍ମ ଯୋଗୁ ଟିମ୍‌ ଇଣ୍ଡିଆର ଜାତୀୟ ଦଳରୁ ଦୀର୍ଘ ବର୍ଷ ହେଲାଣି ବାଦ ପଡ଼ିଥିବା ବରିଷ୍ଠ ଅପସ୍ପିନର ହରଭଜନ ସିଂହ କେବେ ବିଧିବଦ୍ଧ ଭାବେ ଅବସର ଘୋଷଣା କରିବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ହରଭଜନ ଜାତୀୟ ଟିମ୍‌ରେ ସାମିଲ ହେଉ ନଥିଲେ ହେଁ ନିୟମିତ ଭାବେ ଆଇପିଏଲ ଖେଳୁଛନ୍ତି।

ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ହରଭଜନ ଗତ ଦୁଇଟି ଯାକ ଆଇପିଏଲ୍‌ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ହେଲେ ୟୁକେରେ ଆରମ୍ଭ ହେଉଥିବା ୧୦୦ ବଲ ବିଶିଷ୍ଟ ଲିଗ୍‌ ପାଇଁ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟରେ ହରଭଜନ ସିଂହଙ୍କ ନାଁ ଥିବା ଖବର ପ୍ରକାଶ ପାଇଥିଲା। ବିସିସିଆଇର ନିୟମ ଅନୁଯାୟୀ, ବିଧିବଦ୍ଧ ଭାବେ ଅବସର ଘୋଷଣା କରି ନଥିବା ଖେଳାଳିମାନେ କୌଣସି ପ୍ରକାରର ବାହାର ଲିଗ୍‌ କରିପାରିବେ ନାହିଁ।

ଏପରି ସ୍ଥିତିରେ ହରଭଜନ କ’ଣ ଅନ୍ତର୍ଜାତୀୟ ଓ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ନିଜେ ହରଭଜନ ଏହି ଅବସର ଘୋଷଣା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ସେ କହିଛନ୍ତି, “ଯଦି ମୋ ନାଁ ୧୦୦ ବଲ ବିଶିଷ୍ଟ ଲିଗ୍‌ରେ ସାମିଲ ହୋଇଛି, ତା’ହେଲେ ମୁଁ ଏହାକୁ ପ୍ରତ୍ୟାହାର କରିବି। ମୁଁ ଆଇପିଏଲର ଗତ ଦୁଇଟି ଯାକ ସଂସ୍କରଣରେ ଚେନ୍ନାଇ ପକ୍ଷରୁ ଖେଳୁଥିଲି। ପରବର୍ତ୍ତୀ ସଂସ୍କରଣ ମଧ୍ୟ ମୁଁ ଚେନ୍ନାଇ ପକ୍ଷରୁ ଆଇପିଏଲ ଖେଳିବି। ମୋ ପାଇଁ ଆଇପିଏଲ ଓ ଚେନ୍ନାଇ ବେଶ ଗୁରୁତ୍ୱବହନ କରନ୍ତି। ମୁଁ ବିସିସିଆଇ ନିୟମ କେବେ ଭାଙ୍ଗିବି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story