ୟୁଏସ ଓପନ: ସାତଥର ଗ୍ରାଣ୍ଡସ୍ଲାମ ବିଜେତା ଭେନସ ୱିଲିୟମସ୍ ପ୍ରତିଯୋଗିତାରୁ ବିଦା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୟୁଏସ ଓପନ ମହିଳା ସିଙ୍ଗଲସ୍‌ରେ ବିପର୍ଯ୍ୟୟ। ସେମିଫାଇନାଲରେ ହାରି ଯାଇଛନ୍ତି ଭେନସ ୱିଲିୟମସ୍। ସ୍ଲୋଏନ୍ ଷ୍ଟିଫେନ୍ସ ସେମିରେ ଆମେରିକାର ଭେନସ ୱିଲିୟମସଙ୍କୁ ୬-୧, ୦-୬, ୭-୫ ସେଟରେ ପରାସ୍ତ କରିଛନ୍ତି। ସାତଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଭେନସଙ୍କ ଭଳି ଖେଳାଳିଙ୍କୁ ହରାଇବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ଷ୍ଟିଫେନ୍ସ କହିଛନ୍ତି। ଷ୍ଟିଫେନ୍ସ ଆହତ ଯୋଗୁ ୧୧ମାସ ଧରି ଆନ୍ତର୍ଜାତିକ ଟେନିସ ଖେଳୁ ନଥିଲେ। ୟୁଏସ ଓପନରେ ସଫଳତା ପରେ ଷ୍ଟିଫେନ୍ସ ବିଶ୍ୱର ଶ୍ରେଷ୍ଠ ୨୫ଜଣ ମହିଳା ଖେଳାଳିଙ୍କ ମଧ୍ୟରେ ସାମିଲ ହେବେ।

ଆହୁରି ପଢ଼ନ୍ତୁ

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା

୨୦୧୧ ବିଶ୍ୱକପ ଫାଇନାଲରେ ହୋଇଥିଲା କି ଫିକ୍ସିଂ? ତଦନ୍ତ ଆରମ୍ଭ କଲା ଶ୍ରୀଲଙ୍କା

‘ଟିମ୍ ଇଣ୍ଡିଆ କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ସୌରଭ ଗାଙ୍ଗୁଲି’