ୟୁଏସ ଓପନ: ସାତଥର ଗ୍ରାଣ୍ଡସ୍ଲାମ ବିଜେତା ଭେନସ ୱିଲିୟମସ୍ ପ୍ରତିଯୋଗିତାରୁ ବିଦା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୟୁଏସ ଓପନ ମହିଳା ସିଙ୍ଗଲସ୍‌ରେ ବିପର୍ଯ୍ୟୟ। ସେମିଫାଇନାଲରେ ହାରି ଯାଇଛନ୍ତି ଭେନସ ୱିଲିୟମସ୍। ସ୍ଲୋଏନ୍ ଷ୍ଟିଫେନ୍ସ ସେମିରେ ଆମେରିକାର ଭେନସ ୱିଲିୟମସଙ୍କୁ ୬-୧, ୦-୬, ୭-୫ ସେଟରେ ପରାସ୍ତ କରିଛନ୍ତି। ସାତଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଭେନସଙ୍କ ଭଳି ଖେଳାଳିଙ୍କୁ ହରାଇବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ଷ୍ଟିଫେନ୍ସ କହିଛନ୍ତି। ଷ୍ଟିଫେନ୍ସ ଆହତ ଯୋଗୁ ୧୧ମାସ ଧରି ଆନ୍ତର୍ଜାତିକ ଟେନିସ ଖେଳୁ ନଥିଲେ। ୟୁଏସ ଓପନରେ ସଫଳତା ପରେ ଷ୍ଟିଫେନ୍ସ ବିଶ୍ୱର ଶ୍ରେଷ୍ଠ […]

Rakesh Mallick
  • Published: Friday, 08 September 2017
  • Updated: 08 September 2017, 08:01 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ୟୁଏସ ଓପନ ମହିଳା ସିଙ୍ଗଲସ୍‌ରେ ବିପର୍ଯ୍ୟୟ। ସେମିଫାଇନାଲରେ ହାରି ଯାଇଛନ୍ତି ଭେନସ ୱିଲିୟମସ୍। ସ୍ଲୋଏନ୍ ଷ୍ଟିଫେନ୍ସ ସେମିରେ ଆମେରିକାର ଭେନସ ୱିଲିୟମସଙ୍କୁ ୬-୧, ୦-୬, ୭-୫ ସେଟରେ ପରାସ୍ତ କରିଛନ୍ତି। ସାତଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ଭେନସଙ୍କ ଭଳି ଖେଳାଳିଙ୍କୁ ହରାଇବା ତାଙ୍କ ପାଇଁ ଗର୍ବର ବିଷୟ ବୋଲି ଷ୍ଟିଫେନ୍ସ କହିଛନ୍ତି। ଷ୍ଟିଫେନ୍ସ ଆହତ ଯୋଗୁ ୧୧ମାସ ଧରି ଆନ୍ତର୍ଜାତିକ ଟେନିସ ଖେଳୁ ନଥିଲେ। ୟୁଏସ ଓପନରେ ସଫଳତା ପରେ ଷ୍ଟିଫେନ୍ସ ବିଶ୍ୱର ଶ୍ରେଷ୍ଠ ୨୫ଜଣ ମହିଳା ଖେଳାଳିଙ୍କ ମଧ୍ୟରେ ସାମିଲ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story