ୱିମ୍ବଲଡନ୍ ଓପନ୍: ହାଲେପ୍-ସେରେନା ଫାଇନାଲ୍ ଟକ୍କର

ଲଣ୍ଡନ: ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିଅନଶିପ୍ ୱିମ୍ବଲଡନ୍ ଓପନର ମହିଳା ସିଙ୍ଗଲ୍ସ ଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ରୋମାନିଆର ସିମୋନା ହାଲେପ୍ ଓ ଆମେରିକାର ସେରେନା ୱିଲିୟମ୍ସ ଟାଇଟଲ୍ ରାଉଣ୍ଡରେ ମୁହାଁମୁହିଁ ହେବେ। ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ହାଲେପ୍ ସିଧାସଳଖ ୬-୧, ୬-୩ ସେଟରେ ୟୁକ୍ରେନର ଏଲିନା ସ୍ୱିତୋଲିନାଙ୍କୁ ହରାଇ ପ୍ରଥମ ରୋମାନିଆ ଖେଳାଳି ଭାବେ ୱିମ୍ବଲଡନ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ହାଲେପ କ୍ୱାର୍ଟରଫାଇନାଲରେ ଚୀନର ଶୁଇ ଝେଙ୍ଗଙ୍କୁ […]

halep

halep

Hemant Lenka
  • Published: Thursday, 11 July 2019
  • Updated: 11 July 2019, 10:25 PM IST

Sports

Latest News

ଲଣ୍ଡନ: ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିଅନଶିପ୍ ୱିମ୍ବଲଡନ୍ ଓପନର ମହିଳା ସିଙ୍ଗଲ୍ସ ଫାଇନାଲ୍ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। ରୋମାନିଆର ସିମୋନା ହାଲେପ୍ ଓ ଆମେରିକାର ସେରେନା ୱିଲିୟମ୍ସ ଟାଇଟଲ୍ ରାଉଣ୍ଡରେ ମୁହାଁମୁହିଁ ହେବେ।

ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ହାଲେପ୍ ସିଧାସଳଖ ୬-୧, ୬-୩ ସେଟରେ ୟୁକ୍ରେନର ଏଲିନା ସ୍ୱିତୋଲିନାଙ୍କୁ ହରାଇ ପ୍ରଥମ ରୋମାନିଆ ଖେଳାଳି ଭାବେ ୱିମ୍ବଲଡନ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ହାଲେପ କ୍ୱାର୍ଟରଫାଇନାଲରେ ଚୀନର ଶୁଇ ଝେଙ୍ଗଙ୍କୁ ୭-୬ (୭/୪), ୬-୧ ସେଟରେ ହରାଇ ସେମିରେ ପ୍ରବେଶ କରିଥିଲେ।

ସେହିପରି ଅନ୍ୟଏକ ସେମିଫାଇନାଲରେ ସେରେନା ଚେକ ଗଣରାଜ୍ୟର ବାର୍ବୋରା ଷ୍ଟ୍ରାଇକୋଭାଙ୍କୁ ସିଧାସଳଖ ୬-୧, ୬-୨ ସେଟରେ ହରାଇ ୧୧ଥର ୱିମ୍ବଲଡନ୍ ଫାଇନାଲରେ ପହଞ୍ଚିଛନ୍ତି। ସେରେନା କ୍ୱାର୍ଟରରେ ନିଜ ଦେଶର ଆଲିସନ୍ ରିସ୍କେଙ୍କୁ ୬-୪, ୪-୬, ୬-୩ ସେଟରେ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story