ପୂଜାରାଙ୍କ ଶତକ, ଫାଇନାଲ୍‌ର ଦ୍ୱାରଦେଶରେ ସୌରାଷ୍ଟ୍ର

ବେଙ୍ଗାଲୁରୁ: ଘରୋଇ ଦଳ କର୍ଣ୍ଣାଟକା ବିପକ୍ଷରେ ଚେତେଶ୍ୱର ପୂଜାରା ଓ ଶେଲଡନ୍‌ ଜ୍ୟାକସନ୍‌ଙ୍କ ୨୦୧ର ଅପରାଜିତ ଭାଗୀଦାରି ବଳରେ ସୌରାଷ୍ଟ୍ର ରଣଜୀ ଟ୍ରଫି ଫାଇନାଲ୍‌ର ଦ୍ୱାରଦେଶରେ ପହଞ୍ଚି ଯାଇଛି। ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରବେଶ ପାଇଁ ସୌରାଷ୍ଟ୍ରକୁ ଆଉ ୫୫ ରନ୍‌ ଦରକାର ଥିବା ବେଳେ ହାତରେ ଆଉ ୭ଟି ୱିକେଟ୍‌ ବାକି ରହିଛି। ପୂଜାରା ୧୦୮ ରନ୍‌ ଓ ଜ୍ୟାକସନ୍‌ ୯୦ ରନ୍‌ କରି ଅପରାଜିତ ରହିଛନ୍ତି। କର୍ଣ୍ଣାଟକା ଦେଇଥିବା ୨୭୯ ରନ୍‌ର ଟାର୍ଗେଟକୁ ପିଛା […]

h

h

Hemant Lenka
  • Published: Sunday, 27 January 2019
  • Updated: 27 January 2019, 08:53 PM IST

Sports

Latest News

ବେଙ୍ଗାଲୁରୁ: ଘରୋଇ ଦଳ କର୍ଣ୍ଣାଟକା ବିପକ୍ଷରେ ଚେତେଶ୍ୱର ପୂଜାରା ଓ ଶେଲଡନ୍‌ ଜ୍ୟାକସନ୍‌ଙ୍କ ୨୦୧ର ଅପରାଜିତ ଭାଗୀଦାରି ବଳରେ ସୌରାଷ୍ଟ୍ର ରଣଜୀ ଟ୍ରଫି ଫାଇନାଲ୍‌ର ଦ୍ୱାରଦେଶରେ ପହଞ୍ଚି ଯାଇଛି। ରଣଜୀ ଟ୍ରଫି ଫାଇନାଲ୍‌ରେ ପ୍ରବେଶ ପାଇଁ ସୌରାଷ୍ଟ୍ରକୁ ଆଉ ୫୫ ରନ୍‌ ଦରକାର ଥିବା ବେଳେ ହାତରେ ଆଉ ୭ଟି ୱିକେଟ୍‌ ବାକି ରହିଛି। ପୂଜାରା ୧୦୮ ରନ୍‌ ଓ ଜ୍ୟାକସନ୍‌ ୯୦ ରନ୍‌ କରି ଅପରାଜିତ ରହିଛନ୍ତି।

କର୍ଣ୍ଣାଟକା ଦେଇଥିବା ୨୭୯ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ସୌରାଷ୍ଟ୍ର ୨୩ ରନ୍‌ରେ ୩ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଅନେକ ଥର ଟିମ୍‌ ଇଣ୍ଡିଆକୁ ଏଭଳି ବିପର୍ଯ୍ୟୟରୁ ଉଦ୍ଧାର କରିଥିବା ପୂଜାରା ନିଜ ଘରୋଇ ଟିମ୍‌ ସୌରାଷ୍ଟ୍ର ପାଇଁ ମଧ୍ୟ ସଙ୍କଟମୋଚନକାରୀ ସାଜିଥିଲେ।

ତାଙ୍କୁ ଏଥିରେ ଭରପୂର ସହଯୋଗ କରିଥିଲେ ଜ୍ୟାକସନ୍‌। ଉଭୟ କର୍ଣ୍ଣାଟକା ବୋଲରଙ୍କ ମୁକାବିଲା କରି ୪ର୍ଥ ୱିକେଟ୍‌ ପାଇଁ ଅପରାଜିତ ୨୦୧ ରନ୍‌ର ଭାଗୀଦାରୀ କରି ୪ଦିନର ଷ୍ଟମ୍ପ ଅପସାରଣ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ସୌରାଷ୍ଟ୍ର ୨୨୪/୩ ସ୍କୋରରେ ଥିବା ବେଳେ ଅମ୍ପାୟାର ୪ର୍ଥ ଦିନର ଖେଳ ଶେଷ ହୋଇଥିବା ଘୋଷଣା କରିଥିଲେ। ଆସନ୍ତାକାଲି ଅନ୍ତିମ ଦିନରେ ସୌରାଷ୍ଟ୍ରକୁ ବିଜୟ ପାଇଁ ଆଉ ୫୫ ରନ୍‌ କରିବାକୁ ପଡ଼ିବ।

ଗତକାଲି ୮ ୱିକେଟ୍‌ ହରାଇ ୨୩୭ ରନ୍‌ କରିଥିବା କର୍ଣ୍ଣାଟକା ଆଜି ମାତ୍ର ୨ ରନ୍‌ରେ ୨ ୱିକେଟ୍‌ ହରାଇ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ସୌରାଷ୍ଟ୍ରକୁ ଜିତିବାକୁ ୨୭୯ ରନ୍‌ର ଟାର୍ଗେଟ ମିଳିଥିଲା।

ଏହାର ପିଛା କରିବାକୁ ଓହ୍ଲାଇଥିବା ସୌରାଷ୍ଟ୍ର ଓପନ୍‌ର ସ୍ନେଲ୍‌ ପଟେଲ ଓ ନଂରେ ବ୍ୟାଟିଂ କରିବାକୁ ଆସିଥିବା ବିଶଭରାଜ ଜାଡେଜାଙ୍କୁ ମାତ୍ର ୩ ରନ୍‌ରେ ହରାଇଥିଲା। ଏହାପରେ ଅନ୍ୟତମ ଓପନର୍‌ ହର୍ଭିକ୍‌ ଦେଶାଇ ୯ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ୨୩ ରନ୍‌ରେ ୩ ୱିକେଟ୍‌ ହରାଇଥିବା ସୌରାଷ୍ଟ୍ରକୁ ୪ର୍ଥ ୱିକେଟ୍‌ ପାଇଁ ପୂଜାରା ଓ ଜ୍ୟାକସନ୍‌ ଇନିଂସ ସମ୍ଭାଳି ସ୍କୋରକୁ ୨୨୪ରେ ପହଞ୍ଚାଇଛନ୍ତି।

କର୍ଣ୍ଣାଟକା ପକ୍ଷରୁ ବିନୟ କୁମାର ୨ଟି ୱିକେଟ୍‌ ନେଇଥିବା ବେଳେ ଅଭିମନ୍ୟୁ ମିଥୁନ୍‌ ଗୋଟିଏ ୱିକେଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story