ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେଲା ମହିଳା କ୍ରିକେଟ

ଦୁବାଇ: ମହିଳା କ୍ରିକେଟ ପାଇଁ ଖୁସି ଖବର। ପ୍ରଥମଥର ପାଇଁ ମହିଳା କ୍ରିକେଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବ। ଆଜି ଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି। ଆସନ୍ତାବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନୁଷ୍ଠିତ ହେବ। ଆଜି ଆଇସିସି ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଜିଏଫ) ନଭେମ୍ବର ୮ରେ ଯୋଗ୍ୟତା ପର୍ଯ୍ୟାୟ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି କ୍ରୀଡ଼ା ମହାକୁମ୍ଭରେ ୮ଟି ଟିମ୍‌ ସାମିଲ ହୋଇଥିଲେ। ୨୦୨୨ ଜୁଲାଇ ୨୮ରୁ ଅଗଷ୍ଟ ୮ ଯାଏ ଇଂଲଣ୍ଡରେ ବର୍ମିଂହାମରେ ଏହା […]

gcdf

gcdf

Hemant Lenka
  • Published: Wednesday, 18 November 2020
  • Updated: 18 November 2020, 09:21 PM IST

Sports

Latest News

ଦୁବାଇ: ମହିଳା କ୍ରିକେଟ ପାଇଁ ଖୁସି ଖବର। ପ୍ରଥମଥର ପାଇଁ ମହିଳା କ୍ରିକେଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବ। ଆଜି ଆଇସିସି ପକ୍ଷରୁ ଏହି ଘୋଷଣା କରାଯାଇଛି। ଆସନ୍ତାବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନୁଷ୍ଠିତ ହେବ। ଆଜି ଆଇସିସି ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଜିଏଫ) ନଭେମ୍ବର ୮ରେ ଯୋଗ୍ୟତା ପର୍ଯ୍ୟାୟ ସମ୍ପର୍କରେ ଘୋଷଣା କରିଛନ୍ତି।

ଏହି କ୍ରୀଡ଼ା ମହାକୁମ୍ଭରେ ୮ଟି ଟିମ୍‌ ସାମିଲ ହୋଇଥିଲେ। ୨୦୨୨ ଜୁଲାଇ ୨୮ରୁ ଅଗଷ୍ଟ ୮ ଯାଏ ଇଂଲଣ୍ଡରେ ବର୍ମିଂହାମରେ ଏହା ଆୟୋଜିତ ହେବ। ମହିଳା କ୍ରିକେଟ ପ୍ରଥମଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେଉଛି। ଏକାଧିକ କ୍ରୀଡ଼ା ଇଭେଣ୍ଟରେ କ୍ରିକେଟ ଖେଳ ଦ୍ୱିତୀୟ ଥର ପାଇଁ ଦେଖିବାକୁ ମିଳିବ। କାରଣ ୧୯୯୮ରେ କ୍ୱାଲାଲମ୍ପପୁରରେ ଆୟୋଜିତ ମଲ୍ଟି ସ୍ପୋର୍ଟ ଇଭେଣ୍ଟରେ ପୁରୁଷ କ୍ରିକେଟକୁ ସାମିଲ କରାଯାଇଥିଲା।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାମିଲ ହେବାକୁ ଥିବା ୮ଟି ଟିମ୍‌ରୁ ୬ଟି ଦଳ ରାଙ୍କିଙ୍ଗ ଅନୁସାରେ ଯୋଗ୍ୟତା ଅର୍ଜନ କରିବେ। ୨୦୨୧ ଏପ୍ରିଲ ୧ ସୁଦ୍ଧା ଟପ୍‌ ୬ରେ ଥିବା ଦଳଗୁଡ଼ିକ ସିଧାସଳଖ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳିବାକୁ ଅନୁମତି ପାଇବେ। ଆଉ ଦୁଇଟି ଟିମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳିବେ। ୨୦୨୨ ଜାନୁଆରୀ ୩୧ ସୁଦ୍ଧା ଏହି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ସମୟ ଧାର୍ଯ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story