୨୦୧୮ରେ ହେବ ମହିଳା ଆଇପିଏଲ୍‌!

ନୂଆଦିଲ୍ଲୀ: ୨୦୧୮ ଅପ୍ରିଲରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍‌ କ୍ରିକେଟ୍‌ ଆଇପିଏଲ୍‌। ଏଥର ପୁରୁଷଙ୍କ ପରି ମହିଳାମାନେ ଅଂଶ ଗ୍ରହଣ କରିପାରନ୍ତି। ଏକଥା ଶୁଣି ଆପଣ ଟିକେ ନିଶ୍ଚି ହଡବଡ଼େଇ ଯିବେନି। ବାସ୍ତବ କଥା କଣ ଆପଣ ଜାଣନ୍ତି? ଏଥର ଆଇପିଏଲ୍‌ ମ୍ୟାଚ କୁଆଡ଼େ ମହିଳା ଟିମ୍‌କୁ ନେଇ ଆୟୋଜିତ ହେବାକୁ ଯୋଜନା କରାଯାଇଛି! ଯଦି ଠିକ୍‌ ସମୟରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହୁଏ, ତାହାହେଲେ ମହିଳା ଆଇପିଏଲ୍‌ ଅନୁଷ୍ଠିତ ହୋଇପାରେ। ଏହି ମ୍ୟାଚ୍‌ ମୁମ୍ୱାଇ […]

india-women-cricket-team_650x400_71500874744

Rakesh Mallick
  • Published: Monday, 26 February 2018
  • Updated: 26 February 2018, 04:32 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୮ ଅପ୍ରିଲରେ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍‌ କ୍ରିକେଟ୍‌ ଆଇପିଏଲ୍‌। ଏଥର ପୁରୁଷଙ୍କ ପରି ମହିଳାମାନେ ଅଂଶ ଗ୍ରହଣ କରିପାରନ୍ତି। ଏକଥା ଶୁଣି ଆପଣ ଟିକେ ନିଶ୍ଚି ହଡବଡ଼େଇ ଯିବେନି। ବାସ୍ତବ କଥା କଣ ଆପଣ ଜାଣନ୍ତି? ଏଥର ଆଇପିଏଲ୍‌ ମ୍ୟାଚ କୁଆଡ଼େ ମହିଳା ଟିମ୍‌କୁ ନେଇ ଆୟୋଜିତ ହେବାକୁ ଯୋଜନା କରାଯାଇଛି! ଯଦି ଠିକ୍‌ ସମୟରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହୁଏ, ତାହାହେଲେ ମହିଳା ଆଇପିଏଲ୍‌ ଅନୁଷ୍ଠିତ ହୋଇପାରେ। ଏହି ମ୍ୟାଚ୍‌ ମୁମ୍ୱାଇ ଓ ପୁଣେରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଯାହାକୁ ଆୟୋଜନ କରିବା ପାଇଁ ବିସିସିଆଇ ଗମ୍ଭୀରତାର ସହ ଯୋଜନା କରୁଛି।

ଅନ୍ୟପକ୍ଷରେ କ୍ରିକେଟ୍‌ ପ୍ରଶାସନିକ କମିଟି(ସିଓଏ)ର ସଦସ୍ୟ ବିନୋଦ ରୟ କହିଛନ୍ତି-“ଚଳିତବର୍ଷ ଆମେ ମହିଳା ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରତିଜ୍ଞାବଦ୍ଧ ହୋଇଛୁ। ଯଦି ଚଳିତବର୍ଷ ଆଇପିଏଲ୍‌ ଅବସରରେ କିଛି ମହିଳା ପ୍ରଦର୍ଶନୀ ମ୍ୟାଚ ଆୟୋଜନ କରୁ, ତାହାହେଲେ ମହିଳା ଆଇପିଏଲ୍‌ ମଧ୍ୟ ୨୦୧୮ରେ କରିବା ସମ୍ଭବ ହେବ।”

ସୂଚନାରୁ ପ୍ରକାଶ, ମହିଳା କ୍ରିକେଟ୍‌ ଖେଳାଳିଙ୍କ ପ୍ରତି ଧ୍ୟାନ ଦେଇ କିଛି ପ୍ରଦର୍ଶନୀ ମ୍ୟାଚ ଆୟୋଜନ କରିବା ପାଇଁ ଗତବର୍ଷ ଅକ୍ଟୋବରରେ ଆଇପିଏଲ୍‌ ଗଭର୍ଣ୍ଣି କାଉନ୍‌ସିଲ୍‌ ପ୍ରସ୍ତାବ ଦେଇଥିଲା। ଏହାଛଡ଼ା ଜୁନିୟର ଖେଳାଳିଙ୍କ ପାଇଁ ସେହି ଢ଼ାଞ୍ଚାରେ ଏକ ଟୁର୍ଣ୍ଣାମେଣ୍ଟ କରିବାକୁ କହିଥିଲା। ଏପରି ଟୁର୍ଣ୍ଣାମେଣ୍ଟ କରାଗଲେ ମହିଳା କ୍ରିକେଟ୍‌ରେ ବିକାଶ ହୋଇପାରିବ।

ଭାରତ ପୂର୍ବତନ ଅଧିନାୟକଙ୍କ କହିବା କଥା, ମହିଳା ଆଇପିଏଲ୍‌ ମ୍ୟାଚ ଆୟୋଜନ କରିବା ନିଶ୍ଚିତ ଭଲ ଖବର। ମାତ୍ର ମ୍ୟାଚ ଆୟୋଜନ ପୂର୍ବରୁ ଥିବା ସମସ୍ତ ସମସ୍ୟା ସମାଧାନ କରିବା ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story