'ପ୍ୟୁମା'ର ବ୍ରାଣ୍ଡ ଆମ୍ବାସାଡର ହେଲେ ମ୍ୟାରିକମ୍‌

ନୂଆଦିଲ୍ଲୀ: ମହିଳା ବର୍ଗ ବକ୍ସିଂରେ ୬ଥରର ବିଶ୍ୱ ବିଜେତା ଏମ୍‌ସି ମ୍ୟାରିକମ୍‌ ବିଶ୍ୱସ୍ତରୀୟ ସ୍ପୋର୍ଟୱେର କମ୍ପାନୀ ‘ପ୍ୟୁମା’ର ବ୍ରାଣ୍ଡ ଆମ୍ବାସାଡର ବନିଛନ୍ତି। ତାଙ୍କୁ ପ୍ୟୁମା ପକ୍ଷରୁ ୨ ବର୍ଷ ପାଇଁ ଚୁକ୍ତିବଦ୍ଧ କରାଯାଇଛି। “ଜଣେ ଚାମ୍ପିୟନ ବକ୍ସର ଓ ସୁପର ମମ୍‌” ଭାବେ ପରିଚିତ ମ୍ୟାରିକମ୍‌ ଭାରତରେ ଥିବା କୋଟି କୋଟି ମହିଳାଙ୍କ ଆଦର୍ଶ। ସେ ପ୍ୟୁମାର ବ୍ରାଣ୍ଡ ଆମ୍ବାସାଡର ହୋଇ ଦେଶର ସମସ୍ତ ମହିଳାଙ୍କୁ ଉଚିତ ମାର୍ଗଦର୍ଶନ କରାଇପାରିବେ” ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତାଙ୍କୁ […]

ma

ma

Hemant Lenka
  • Published: Monday, 18 February 2019
  • Updated: 18 February 2019, 05:39 PM IST

Sports

Latest News

ନୂଆଦିଲ୍ଲୀ: ମହିଳା ବର୍ଗ ବକ୍ସିଂରେ ୬ଥରର ବିଶ୍ୱ ବିଜେତା ଏମ୍‌ସି ମ୍ୟାରିକମ୍‌ ବିଶ୍ୱସ୍ତରୀୟ ସ୍ପୋର୍ଟୱେର କମ୍ପାନୀ 'ପ୍ୟୁମା'ର ବ୍ରାଣ୍ଡ ଆମ୍ବାସାଡର ବନିଛନ୍ତି। ତାଙ୍କୁ ପ୍ୟୁମା ପକ୍ଷରୁ ୨ ବର୍ଷ ପାଇଁ ଚୁକ୍ତିବଦ୍ଧ କରାଯାଇଛି।

"ଜଣେ ଚାମ୍ପିୟନ ବକ୍ସର ଓ ସୁପର ମମ୍‌” ଭାବେ ପରିଚିତ ମ୍ୟାରିକମ୍‌ ଭାରତରେ ଥିବା କୋଟି କୋଟି ମହିଳାଙ୍କ ଆଦର୍ଶ। ସେ ପ୍ୟୁମାର ବ୍ରାଣ୍ଡ ଆମ୍ବାସାଡର ହୋଇ ଦେଶର ସମସ୍ତ ମହିଳାଙ୍କୁ ଉଚିତ ମାର୍ଗଦର୍ଶନ କରାଇପାରିବେ" ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତାଙ୍କୁ ପ୍ୟୁମାର ଭାରତୀୟ ବ୍ରାଣ୍ଡ ଆମ୍ବାସାଡର କରାଯାଇଛି।

ମ୍ୟାରିକମ୍‌ ବିଶ୍ୱର ପ୍ରଥମ ମହିଳା ଯିଏ ୬ ଥର ବିଶ୍ୱ ଚାମ୍ପିୟନ ହେବାର ରେକର୍ଡ କରିଛନ୍ତି।

ପ୍ୟୁମାର ଭାରତୀୟ ଏମ୍‌ଡି ଅଭିଷେକ ଗାଙ୍ଗୁଲି କହିଛନ୍ତି, “ଆମେ ମ୍ୟାରିକମ୍‌କୁ ସ୍ୱାଗତ କରିବାକୁ ବେଶ ଉତ୍ସାହିତ ରହିଛୁ। ସେ ଆମର ମହିଳା ଗ୍ରାହକଙ୍କ ପାଇଁ ପ୍ରସ୍ତୁତ ସାମଗ୍ରୀ ଗୁଡ଼ିକୁ ଆହୁରି ଉଚ୍ଚସ୍ତରକୁ ନେଇପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story