ଇଂଲଣ୍ଡର ଏହି ଷ୍ଟାର ଖେଳାଳି ପରବର୍ତ୍ତୀ ଦୁଇଟି ମ୍ୟାଚରୁ ବାଦ୍

ଲଣ୍ଡନ: ଚଳିତ ବିଶ୍ୱକପରେ ଆହତ ସମସ୍ୟା ସବୁ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏବେ ଆୟୋଜକ ଇଂଲଣ୍ଡର ଜଣେ ଷ୍ଟାର୍ ଖେଳାଳି ଆହତ ହୋଇଛନ୍ତି। ସେ ହେଉଛନ୍ତି ଇନଫର୍ମ ଓପ୍ନର ଜେସନ୍ ରୟ। ଆହତ କାରଣରୁ ରୟ ପରବର୍ତ୍ତୀ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଛନ୍ତି। ଇଂଲଣ୍ଡ ତା’ର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଜେସନ୍ ରୟଙ୍କ ସ୍ଥାନରେ କିଏ ଜନ୍ନି ବେୟାରଷ୍ଟୋଙ୍କ ସହ ଓପନ୍ କରିବ, ତାହା ଜଣାପଡ଼ିନାହିଁ। ୱେଷ୍ଟଇଣ୍ଡିଜ୍ […]

jaso

jaso

Hemant Lenka
  • Published: Monday, 17 June 2019
  • Updated: 17 June 2019, 06:26 PM IST

ଲଣ୍ଡନ: ଚଳିତ ବିଶ୍ୱକପରେ ଆହତ ସମସ୍ୟା ସବୁ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏବେ ଆୟୋଜକ ଇଂଲଣ୍ଡର ଜଣେ ଷ୍ଟାର୍ ଖେଳାଳି ଆହତ ହୋଇଛନ୍ତି। ସେ ହେଉଛନ୍ତି ଇନଫର୍ମ ଓପ୍ନର ଜେସନ୍ ରୟ। ଆହତ କାରଣରୁ ରୟ ପରବର୍ତ୍ତୀ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଛନ୍ତି।

ଇଂଲଣ୍ଡ ତା'ର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଜେସନ୍ ରୟଙ୍କ ସ୍ଥାନରେ କିଏ ଜନ୍ନି ବେୟାରଷ୍ଟୋଙ୍କ ସହ ଓପନ୍ କରିବ, ତାହା ଜଣାପଡ଼ିନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ରୟଙ୍କୁ ହାମଷ୍ଟ୍ରିଙ୍ଗ ସମସ୍ୟା ହୋଇଥିଲା, ଯାହା ପରେ ସେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିନଥିଲେ।

ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କୁ ମଧ୍ୟ ପିଠିରେ ସମସ୍ୟା ହୋଇଥିଲା ଏବଂ ସେ ମଇଦାନରୁ ବାହାରକୁ ଚାଲିଯାଇଥିଲେ। ମୋର୍ଗାନଙ୍କ ଅନୁପସ୍ଥିତିରେ ଜୋସ ବଟଲର୍ ଟିମର ନେତୃତ୍ୱ ନେଇଥିଲେ। ମ୍ୟାଚ୍ ପରେ ଉଭୟ ମୋର୍ଗାନ୍ ଓ ରୟଙ୍କ ସ୍କାନ୍ କରାଯାଇଥିଲା। ମୋର୍ଗାନ୍ ପରବର୍ତ୍ତୀ ମ୍ୟାଚରେ ଖେଳିବେ ନାହିଁ, ତାହା ଉପରେ ସସପେନ୍ସ ରହିଛି।

ତେବେ ସୂଚନା ମିଳିଛି ଯେ, ଇଂଲଣ୍ଡ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ମୋର୍ଗାନଙ୍କୁ ବିଶ୍ରାମ ଦିଆଯାଇପାରେ। ଏଭଳି ସ୍ଥିତିରେ ଇଂଲଣ୍ଡ ତା'ର ଚୂଡ଼ାନ୍ତ ଏକାଦଶରେ ଜେମ୍ସ ଭିନ୍ସ କିମ୍ବା ଅଲରାଉଣ୍ଡର ମୋଇନ୍ ଅଲୀଙ୍କୁ ସାମିଲ୍ କରିପାରେ। ଚଳିତ ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ୪ ମ୍ୟାଚରୁ ୩ ବିଜୟ ସହ ୬ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story