ନିଶାମଙ୍କ ସୁପର ଓଭର ଛକାରେ କୋଚଙ୍କୁ ହୃଦଘାତ

ୱେଲିଂଟନ୍: ୱାର୍ଲ୍ଡ କପ୍ ଫାଇନାଲର ସୁପର ଓଭରରେ ନ୍ୟୁଜିଲ୍ୟାଣ୍ଡ୍ ଅଲରାଉଣ୍ଡର ଜେମ୍ସ ନିଶାମଙ୍କ ଛକା ମାରିବା ପରେ ଅକଲ୍ୟାଣ୍ଡ୍ ଗ୍ରାମାର୍ ସ୍କୁଲର ଶିକ୍ଷକ ଏବଂ କୋଚ୍ ଡେଭିଡ୍ ଜେମ୍ସ ଗର୍ଡନଙ୍କ ହୃଦଘାତରେ ପରଲୋକ ହୋଇଥିଲା। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ବାଉଣ୍ଡ୍ରୀ ଆଧାରରେ ହରାଇ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା। ଏ ନେଇ ଗର୍ଡନଙ୍କ ଝିଅ ଲିଓନୀ କହିଛନ୍ତି, ସୁପର ଓଭର ଦ୍ୱିତୀୟ ବଲରେ ଯେମିତି ନିଶାମ୍ ଛକା ମାରିଲେ, ଠିକ୍ ସେହି ସମୟରେ ମୋ ପିତାଙ୍କ […]

jimmy

jimmy

Hemant Lenka
  • Published: Thursday, 18 July 2019
  • Updated: 18 July 2019, 04:13 PM IST

Sports

Latest News

ୱେଲିଂଟନ୍: ୱାର୍ଲ୍ଡ କପ୍ ଫାଇନାଲର ସୁପର ଓଭରରେ ନ୍ୟୁଜିଲ୍ୟାଣ୍ଡ୍ ଅଲରାଉଣ୍ଡର ଜେମ୍ସ ନିଶାମଙ୍କ ଛକା ମାରିବା ପରେ ଅକଲ୍ୟାଣ୍ଡ୍ ଗ୍ରାମାର୍ ସ୍କୁଲର ଶିକ୍ଷକ ଏବଂ କୋଚ୍ ଡେଭିଡ୍ ଜେମ୍ସ ଗର୍ଡନଙ୍କ ହୃଦଘାତରେ ପରଲୋକ ହୋଇଥିଲା। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ବାଉଣ୍ଡ୍ରୀ ଆଧାରରେ ହରାଇ ଇଂଲଣ୍ଡ ପ୍ରଥମଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା।

ଏ ନେଇ ଗର୍ଡନଙ୍କ ଝିଅ ଲିଓନୀ କହିଛନ୍ତି, ସୁପର ଓଭର ଦ୍ୱିତୀୟ ବଲରେ ଯେମିତି ନିଶାମ୍ ଛକା ମାରିଲେ, ଠିକ୍ ସେହି ସମୟରେ ମୋ ପିତାଙ୍କ ନିଶ୍ୱାସ ବନ୍ଦ ହୋଇଯାଇଥିଲା। ଷ୍ଟଫ୍ ଡଟ୍ କୋ ଡଟ୍ କୋ ଏନଜେଡ୍ ମୁତାବତ, ଲିଓନୀ କହିଛନ୍ତି, ସୁପର ଓଭର୍ ସମୟରେ ଜଣେ ନର୍ସ ଆସିଥିଲେ ଏବଂ କହିଥିଲେ ଯେ ମୋ ପିତାଙ୍କ ନିଶ୍ୱାସ ପରିବର୍ତ୍ତନ ହେଉଛି। ତେଣୁ ମୁଁ ଭାବୁଛି ଯେ ନିଶାମ ଛକା ମାରିଲେ ଏବଂ ମୋ ପିତା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୋ ପିତାଙ୍କ ସେନ୍ସ ଅଫ୍ ହ୍ୟୁମର୍ ବିଚିତ୍ର ଥିଲା ଏବଂ ସେ ଜଣେ ରୋଚକ ବ୍ୟକ୍ତି ମଧ୍ୟ ଥିଲେ। ନିଶାମଙ୍କ ଛକା ମାରିବା ତାଙ୍କୁ ବହୁତ ଭଲ ଲାଗିଥିଲା।

ନିଜ ପିଲାଦିନର କୋଚଙ୍କ ଦେହାନ୍ତରେ ନିଶାମ ବହୁତ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ଡେଭ୍ ଗର୍ଡନ୍ ମୋ ହାଇସ୍କୁଲ୍ ଶିକ୍ଷକ, କୋଚ୍ ଏବଂ ବନ୍ଧୁ ଥିଲେ। ଏହି ଖେଳ ପ୍ରତି ଆପଣଙ୍କ ଭଲପାଇବା ସଂକ୍ରାମକ ଥିଲା, ବିଶେଷକରି ଆପଣଙ୍କ ମାର୍ଗଦର୍ଶନରେ ଯେଉଁଭଳି ଖେଳିଛନ୍ତି, ସେମାନେ ନିଜକୁ ଭାଗ୍ୟବାନ୍ ମନେ କରୁଛନ୍ତି । ମ୍ୟାଚ୍ ଶେଷ ହେବା ପର୍ଯ୍ୟନ୍ତ ଆପଣ ନିଜର ନିଶ୍ୱାସ ରୋକିଥିଲେ। ଆଶା କରୁଛି ଆପଣଙ୍କୁ ମୋ ପ୍ରଦର୍ଶନ ଗର୍ବିତ କରିଥିବ । ଆପଣଙ୍କୁ ଧନ୍ୟବାଦ, ଭଗବାନ ଆପଣଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।"

ନିଜ ପିତାଙ୍କୁ ଏଭଳି ଶ୍ରଦ୍ଧାଞ୍ଜଳି ଦେବା ନେଇ ଲିଓନୀ ଖୁସି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗର୍ଡନ୍ ନିଶାମ, ଲକି ଫର୍ଗୁସନ ଏବଂ ଅନ୍ୟ ଖେଳାଳିଙ୍କୁ ହାଇସ୍କୁଲ୍ ସମୟରେ କୋଚିଂ ଦେଇଥିଲେ। ସେ ୨୫ ବର୍ଷ ପର୍ଯ୍ୟନ୍ତ ସ୍କୁଲରେ କ୍ରିକେଟ୍ ଓ ହକି କୋଚିଂ ଦେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story