ଦଣ୍ଡିତ ହେଲେ ଇଂଲଣ୍ଡ ଓପ୍ନର ଜେସନ୍ ରୟ

ଦୁବାଇ: ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ସେମିଫାଇନାଲରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଦଣ୍ଡିତ ହୋଇଛନ୍ତି। ଏହି କାରଣରୁ ରୟଙ୍କ ଉପରେ ୩୦ପ୍ରତିଶତ ଜୋରିମାନା ଲଗାଯାଇଛି। ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି ଯେ, “ରୟ ଖେଳାଳି ଏବଂ ସହଯୋଗୀ ଷ୍ଟାଫଙ୍କ ପାଇଁ ଆଚାର ସଂହିତାର ଧାରା ୨.୮ର ଉଲ୍ଲଙ୍ଘନ କରିଛନ୍ତି, ଯାହା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସମ୍ବନ୍ଧିତ। ଏହି କାରଣରୁ ରୟଙ୍କ ଖାତାରେ […]

roy

roy

Hemant Lenka
  • Published: Friday, 12 July 2019
  • Updated: 12 July 2019, 07:32 PM IST

Sports

Latest News

ଦୁବାଇ: ଇଂଲଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ସେମିଫାଇନାଲରେ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଦଣ୍ଡିତ ହୋଇଛନ୍ତି। ଏହି କାରଣରୁ ରୟଙ୍କ ଉପରେ ୩୦ପ୍ରତିଶତ ଜୋରିମାନା ଲଗାଯାଇଛି।

ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି ଯେ, "ରୟ ଖେଳାଳି ଏବଂ ସହଯୋଗୀ ଷ୍ଟାଫଙ୍କ ପାଇଁ ଆଚାର ସଂହିତାର ଧାରା ୨.୮ର ଉଲ୍ଲଙ୍ଘନ କରିଛନ୍ତି, ଯାହା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସମ୍ବନ୍ଧିତ। ଏହି କାରଣରୁ ରୟଙ୍କ ଖାତାରେ ଦୁଇ ଡିମେରିଟ୍ ପଏଣ୍ଟ ଯୋଡ଼ି ହୋଇଛି।"

ଏହି ଘଟଣା ଇଂଲଣ୍ଡ ଇନିଂସର ୧୯ତମ ଓଭରରେ ଘଟିଥିଲା। ପ୍ୟାଟ୍ କମିନ୍ସଙ୍କ ବଲରେ ରୟ ୱିକେଟ୍ ପଛରେ କ୍ୟାଚ୍ ଆଉଟ୍ ହୋଇଥିଲେ। ବଲ୍ ବ୍ୟାଟରେ ବାଜିନଥିବାରୁ ରୟ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ତେବେ ମ୍ୟାଚ୍ ପରେ ରୟ ନିଜର ଭୁଲ୍ ଏବଂ ଆଇସିସି ମ୍ୟାଚ୍ ରେଫରୀ ରଞ୍ଜନ ମଦୁଗଲେଙ୍କ ଦ୍ୱାରା ଶୁଣାଯାଇଥିବା ଦଣ୍ଡକୁ ସ୍ୱୀକାର କରିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ରୟ ମାତ୍ର ୬୫ ବଲରେ ୮୫ ରନର ବିସ୍ଫୋରକ ଇନିଂସ୍ ଖେଳି ଇଂଲଣ୍ଡ ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story