ଏମିତି ଅଜବ ଢଙ୍ଗରେ ଆଉଟ୍ ହେଲେ ଗପ୍ଟିଲ୍, ଦେଖନ୍ତୁ ଭିଡିଓ

ବର୍ମିଂହାମ୍: ଚଳିତ ବିଶ୍ୱକପରେ ଗୁରୁବାର ନ୍ୟୁଜିଲ୍ୟାଣ୍ଡ୍ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କିୱି ଟିମ୍ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଅଜବ ଢ଼ଙ୍ଗର ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ୨୪୧ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଓପନ୍ କରିବାକୁ ଆସିଥିଲେ ଗପ୍ଟିଲ୍ ଓ କଲିନ୍ ମୁନରୋ। ମୁନରୋ ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିବା ବେଳେ ଗପ୍ଟିଲ୍ ଅଧିନାୟକ କେନ୍ ୱିଲିୟମସନଙ୍କ ଦ୍ୱିତୀୟ ୱିକେଟ୍ ପାଇଁ ୬୨ ରନ୍ ଯୋଡ଼ିଥିଲେ। An unfortunate dismissal for Martin Guptill […]

guptill

guptill

Hemant Lenka
  • Published: Thursday, 20 June 2019
  • Updated: 20 June 2019, 06:25 PM IST

Sports

Latest News

ବର୍ମିଂହାମ୍: ଚଳିତ ବିଶ୍ୱକପରେ ଗୁରୁବାର ନ୍ୟୁଜିଲ୍ୟାଣ୍ଡ୍ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କିୱି ଟିମ୍ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଅଜବ ଢ଼ଙ୍ଗର ଆଉଟ୍ ହୋଇଥିଲେ।

ଦକ୍ଷିଣ ଆଫ୍ରିକାର ୨୪୧ ରନ୍ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଓପନ୍ କରିବାକୁ ଆସିଥିଲେ ଗପ୍ଟିଲ୍ ଓ କଲିନ୍ ମୁନରୋ। ମୁନରୋ ଶସ୍ତାରେ ପ୍ୟାଭିଲିୟନ୍ ଫେରିଥିବା ବେଳେ ଗପ୍ଟିଲ୍ ଅଧିନାୟକ କେନ୍ ୱିଲିୟମସନଙ୍କ ଦ୍ୱିତୀୟ ୱିକେଟ୍ ପାଇଁ ୬୨ ରନ୍ ଯୋଡ଼ିଥିଲେ।

ଗପ୍ଟିଲ ଧୈର୍ଯ୍ୟର ସହ ବ୍ୟାଟିଂ କରୁଥିବା ହିଟ୍ ୱିକେଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ଇନିଂସର ୧୫ତମ ଓଭରରେ ଗପ୍ଟିଲ୍ ମିଡ୍ ୱିକେଟ୍ ଅଞ୍ଚଳକୁ ଶଟ୍ ଖେଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ସେ ନିଜର ସନ୍ତୁଳନ ରକ୍ଷା କରିପାରିନଥିଲେ ଏବଂ ତାଙ୍କ ପଛ ପାଦ ଷ୍ଟମ୍ପରେ ବାଜିଥିଲା।

ଷ୍ଟମ୍ପ୍ ବେଲ୍ ବାହାରିକୁ କାରଣରୁ ସେ ପ୍ୟାଭିଲିୟନ୍ ଫେରିବାକୁ ବାଧ୍ୟ ହୋଇଥିଲେ। ଗପ୍ଟିଲଙ୍କ ଏହି ଆଉଟ୍ ହେବାର ଭିଡିଓ ଆଇସିସି ତା'ର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story