ପାକ୍ କ୍ୟାପଟେନ୍ ସର୍ଫରାଜଙ୍କୁ ଏମିତି ଚିଡ଼ାଇଲେ ପ୍ରଶଂସକ, ଦେଖନ୍ତୁ ଭିଡିଓ

ଲଣ୍ଡନ: ଚଳିତ ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ତା’ର ପ୍ରଶଂସକଙ୍କୁ ଏତେ ବାଧିଛି ଯେ, ସେମାନେ ନିଜ ଦେଶର ଖେଳାଳିମାନଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ। ସର୍ଫରାଜ ନିଜ ପରିବାର ସହ ଇଂଲଣ୍ଡର ଏକ ଶପିଙ୍ଗ୍ ମଲରେ ବୁଲୁଥିଲେ। ସେହି ସମୟରେ ତାଙ୍କ ପାଖକୁ ଜଣେ ବ୍ୟକ୍ତି ଆସି ଭିଡିଓ ଶୁଟ୍ କରିଥିଲେ। ଏହା ପୂର୍ବରୁ ଉକ୍ତ ବ୍ୟକ୍ତି ଜଣକ ସର୍ଫରାଜଙ୍କ ସହ […]

sarfa

sarfa

Hemant Lenka
  • Published: Saturday, 22 June 2019
  • Updated: 22 June 2019, 08:26 PM IST

ଲଣ୍ଡନ: ଚଳିତ ବିଶ୍ୱକପରେ ପାକିସ୍ତାନର ଖରାପ ପ୍ରଦର୍ଶନ ତା'ର ପ୍ରଶଂସକଙ୍କୁ ଏତେ ବାଧିଛି ଯେ, ସେମାନେ ନିଜ ଦେଶର ଖେଳାଳିମାନଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ। ସର୍ଫରାଜ ନିଜ ପରିବାର ସହ ଇଂଲଣ୍ଡର ଏକ ଶପିଙ୍ଗ୍ ମଲରେ ବୁଲୁଥିଲେ।

ସେହି ସମୟରେ ତାଙ୍କ ପାଖକୁ ଜଣେ ବ୍ୟକ୍ତି ଆସି ଭିଡିଓ ଶୁଟ୍ କରିଥିଲେ। ଏହା ପୂର୍ବରୁ ଉକ୍ତ ବ୍ୟକ୍ତି ଜଣକ ସର୍ଫରାଜଙ୍କ ସହ ଫଟୋ ନେବା ପାଇଁ ପ୍ରୟାସ କରିଥିଲା। ପରେ ସେ ସର୍ଫରାଜଙ୍କ ଭିଡିଓ ଶୁଟ୍ କରିବାରେ ଲାଗିଥିଲେ। ଭିଡିଓ କରୁଥିବା ବେଳେ ସେହି ବ୍ୟକ୍ତି ଜଣକ ସର୍ଫରାଜଙ୍କ ମୋଟାପଣକୁ ନେଇ ଚିଡ଼ାଇଥିଲେ। ତେବେ ପରେ ନିଜ ଭୁଲ୍ ମାନି ସେହି ବ୍ୟକ୍ତି ଜଣକ ସର୍ଫରାଜଙ୍କୁ କ୍ଷମା ମାଗିଥିଲେ।

ଭିଡିଓ କରୁଥିବା ବେଳେ ସେହି ବ୍ୟକ୍ତି ଜଣକ ସର୍ଫରାଜଙ୍କୁ କହିଥିଲେ, ଆପଣ ଏତେ ମୋଟା କାହିଁକି? ଆପଣ ପାକିସ୍ତାନକୁ ଗୌରବାନ୍ୱିତ କରିଛନ୍ତି। ଏହା ପରେ ସେହି ବ୍ୟକ୍ତି ଜଣକ ଏହି ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

କିଛି ସମୟ ମଧ୍ୟରେ ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା ଏବଂ ୟୁଜର୍ସ ତଥା ଗଣମାଧ୍ୟମ ଉକ୍ତ ବ୍ୟକ୍ତିକୁ ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ। ସମାଲୋଚନା ହେବା ପରେ ସେହି ବ୍ୟକ୍ତି ଜଣକ କ୍ଷମା ପ୍ରାର୍ଥନା କରିବାର ଏକ ଭିଡିଓ ପୋଷ୍ଟ କରିଥିଲେ।

ଭିଡିଓରେ ସେହି ବ୍ୟକ୍ତି ଜଣକ କହିଥିଲେ, ମୁଁ ପାକିସ୍ତାନ କ୍ୟାପଟେନଙ୍କୁ କିଛି କହୁଥିଲି, ଯାହା ଆଦୌ ଠିକ୍ ନୁହେଁ। ମୁଁ ଏଥିପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି। ଭିଡିଓ ଶୁଟ୍ ହେବା ପରେ ସର୍ଫରାଜ ରାଗରେ ମୋ ପାଖକୁ ଆସିଥିଲେ ଏବଂ ସେ ଭିଡିଓକୁ ତୁରନ୍ତ ଡିଲିଟ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story