ଟିମ୍ ଇଣ୍ଡିଆର ଆଉ ଜଣେ ଖେଳାଳି ଆହତ

ସାଉଥାମ୍ପଟନ୍: ଚଳିତ ଆଇସିସି ବିଶ୍ୱକପରେ ଆହତ ଟିମ୍ ଇଣ୍ଡିଆ ପିଛା ଛାଡ଼ୁନି। ଶିଖର ଧୱନ୍ ଓ ଭୁବନେଶ୍ୱର କୁମାରଙ୍କ ପରେ ଏବେ ଆଉ ଜଣେ ଷ୍ଟାର୍ ଖେଳାଳି ଆହତ ହୋଇଛନ୍ତି। ସେ ହେଉଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର। ବୁଧବାର ବର୍ଷା ବାଧାପ୍ରାପ୍ତ ଟ୍ରେନିଂ ସେସନରେ ଯଶପ୍ରୀତ ବୁମ୍ରାଙ୍କ ଏକ ୟର୍କରରେ ଶଙ୍କର ଆହତ ହୋଇଛନ୍ତି। ବୁମ୍ରାଙ୍କ ଏହି ଦ୍ରୁତ ୟର୍କର ଦ୍ୱାରା ଶଙ୍କର ପାଦରୁ ଅଙ୍ଗୁଳିରେ ବାଜିଥିଲା। ଏହା ପରେ ଶଙ୍କର ସାମାନ୍ୟ ଯନ୍ତ୍ରଣା ଅନୁଭୂତ କରିବାରୁ […]

shankar

shankar

Hemant Lenka
  • Published: Thursday, 20 June 2019
  • Updated: 20 June 2019, 04:13 PM IST

ସାଉଥାମ୍ପଟନ୍: ଚଳିତ ଆଇସିସି ବିଶ୍ୱକପରେ ଆହତ ଟିମ୍ ଇଣ୍ଡିଆ ପିଛା ଛାଡ଼ୁନି। ଶିଖର ଧୱନ୍ ଓ ଭୁବନେଶ୍ୱର କୁମାରଙ୍କ ପରେ ଏବେ ଆଉ ଜଣେ ଷ୍ଟାର୍ ଖେଳାଳି ଆହତ ହୋଇଛନ୍ତି। ସେ ହେଉଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର। ବୁଧବାର ବର୍ଷା ବାଧାପ୍ରାପ୍ତ ଟ୍ରେନିଂ ସେସନରେ ଯଶପ୍ରୀତ ବୁମ୍ରାଙ୍କ ଏକ ୟର୍କରରେ ଶଙ୍କର ଆହତ ହୋଇଛନ୍ତି।

ବୁମ୍ରାଙ୍କ ଏହି ଦ୍ରୁତ ୟର୍କର ଦ୍ୱାରା ଶଙ୍କର ପାଦରୁ ଅଙ୍ଗୁଳିରେ ବାଜିଥିଲା। ଏହା ପରେ ଶଙ୍କର ସାମାନ୍ୟ ଯନ୍ତ୍ରଣା ଅନୁଭୂତ କରିବାରୁ ଅଭ୍ୟାସ ସେସନ୍ ଛାଡ଼ି ମଇଦାନରୁ ବାହାରକୁ ଚାଲିଯାଇଥିଲେ। ତେବେ ଟିମ୍ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ, ଶଙ୍କର ଆହତ ସେତେଟା ଗୁରୁତର ନୁହେଁ। ତାଙ୍କ ପାଦ ଅଙ୍ଗୁଳିରେ ଲାଗିଥିବା ଯନ୍ତ୍ରଣା ଏବେ କମ୍ ହେବାରେ ଲାଗିଛି। ତେଣୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଥିବେ ବୋଲି ଟିମ୍ ପକ୍ଷରୁ କୁହାଯାଇଛି।

ଶିଖର ଧୱନଙ୍କ ଆହତ ହେବା ପରେ ଲୋକେଶ ରାହୁଲ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିଥିଲେ। ରାହୁଲ ଓପନ୍ କରିବା ଦ୍ୱାରା ବିଜୟ ଶଙ୍କର ଚତୁର୍ଥ ସ୍ଥାନ ପାଇଁ ଉପଲବ୍ଧ ହୋଇଛନ୍ତି।

ତେବେ ପାକିସ୍ତାନ ବିପକ୍ଷ ମ୍ୟାଚରେ ତାଙ୍କୁ ଏହି ସ୍ଥାନରେ ବ୍ୟାଟିଂ ପାଇଁ ପଠାଯାଇ ନଥିଲା, କାରଣ ପରିସ୍ଥିତି ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସ୍ଥାନରେ ପଠାଯାଇଥିଲା। ତେବେ ଶଙ୍କର ବୋଲିଂରେ କମାଲ୍ କରିଥିଲେ। ସେ ନିଜର ପ୍ରଥମ ବଲରେ ହିଁ ୱିକେଟ୍ ନେଇ ନୂଆ କୀର୍ତ୍ତିମାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story