ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ପାକିସ୍ତାନ କ୍ରିକେଟ୍ ଟିମର ଏହି ସଦସ୍ୟ

ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପାକିସ୍ତାନ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ଏହି ପରାଜୟ ପ୍ରଶଂସକଙ୍କୁ ଯେତିକି ବାଧିଥିଲା, ତା’ଠାରୁ ଅଧିକ ପାକିସ୍ତାନ କ୍ରିକେଟ୍ ଟିମର କୋଚ୍ ମିକି ଆର୍ଥରଙ୍କୁ ମର୍ମାହତ କରିଥିଲା। ଗୋଟିଏ ପଟେ ସୋଶାଲ ମିଡିଆରେ ପାକିସ୍ତାନୀ ଖେଳାଳିଙ୍କୁ ଜୋରଦାର ସମାଲୋଚନା କରାଯାଉଥିଲା, ଅନ୍ୟପକ୍ଷରେ କୋଚ୍ ଆର୍ଥର ସ୍ୱୀକାର କରିଛନ୍ତି, ଟିମକୁ ଏତେ ସମାଲୋଚନା କରାଯିବା ପରେ ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି। ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ […]

mickey

mickey

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 09:42 PM IST

ଲଣ୍ଡନ: ଚଳିତ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍ ହାରିବା ପରେ ପାକିସ୍ତାନ କଡ଼ା ସମାଲୋଚନାର ଶିକାର ହୋଇଥିଲେ। ଏହି ପରାଜୟ ପ୍ରଶଂସକଙ୍କୁ ଯେତିକି ବାଧିଥିଲା, ତା'ଠାରୁ ଅଧିକ ପାକିସ୍ତାନ କ୍ରିକେଟ୍ ଟିମର କୋଚ୍ ମିକି ଆର୍ଥରଙ୍କୁ ମର୍ମାହତ କରିଥିଲା।

ଗୋଟିଏ ପଟେ ସୋଶାଲ ମିଡିଆରେ ପାକିସ୍ତାନୀ ଖେଳାଳିଙ୍କୁ ଜୋରଦାର ସମାଲୋଚନା କରାଯାଉଥିଲା, ଅନ୍ୟପକ୍ଷରେ କୋଚ୍ ଆର୍ଥର ସ୍ୱୀକାର କରିଛନ୍ତି, ଟିମକୁ ଏତେ ସମାଲୋଚନା କରାଯିବା ପରେ ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲି।

ସର୍ଫରାଜ ଅହମ୍ମଦଙ୍କ ନେତୃତ୍ୱାଧୀନ ପାକିସ୍ତାନ ମ୍ୟାଞ୍ଚେଷ୍ଟରରେ ହୋଇଥିବା ଭାରତ ବିପକ୍ଷ ମୁକାବିଲାରେ ୮୯ ରନରେ ପରାସ୍ତ ହୋଇଥିଲା। କିନ୍ତୁ ଏହା ପରେ ପାକିସ୍ତାନ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଦକ୍ଷିଣ ଆଫ୍ରିକାକୁ ୪୯ ରନରେ ପରାସ୍ତ କରି ବିଜୟ ଟ୍ରାକକୁ ଫେରିଛି। ପାକିସ୍ତାନ ଏବେ ତା'ର ପରବର୍ତ୍ତୀ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।

ଏହି ମ୍ୟାଚ୍ ପୂର୍ବରୁ ଟିମ୍ କୋଚ୍ ଆର୍ଥର ସାମ୍ବାଦିକ ସମ୍ମଳନୀରେ ଯୋଗଦେବା ଅବସରରେ କହିଥିଲେ, ରବିବାର ଭାରତଠାରୁ ହାରିବା ପରେ ଟିମ୍ ଏତେ ମାତ୍ରାରେ ମର୍ମାହତ ହୋଇପଡ଼ିଥିଲା ଯେ, ଶେଷରେ ମୁଁ ଆତ୍ମହତ୍ୟା କରିବାକୁ ମନ ବଳାଇଥିଲି। କିନ୍ତୁ ଆପଣ ସମସ୍ତେ ଜାଣିଛନ୍ତି ଯେ ଏହା କେବଳ ଏକ ପ୍ରଦର୍ଶନ ଥିଲା। ଏହା ବହୁତ ଶୀଘ୍ର ଶୀଘ୍ର ଘଟିଗଲା।

ବିଶ୍ୱକପ୍ ଭଳି ଟୁର୍ଣ୍ଣାମେଣ୍ଟରେ ଲଗାତାର ମ୍ୟାଚ୍ ହାରିବା ନିଶ୍ଚିତ ଭାବେ ଚାପ ସୃଷ୍ଟି କରିବ। ଏହାଛଡ଼ା ଆମ ଉପରେ ଗଣମାଧ୍ୟମର ଅତିରିକ୍ତ ଚାପ ଏବଂ ପ୍ରଶଂସକଙ୍କ ଆଶା ମଧ୍ୟ ରହିଥିଲା। ଏସବୁକୁ ପୂରଣ ନକରି ପାରିବା ନିଶ୍ଚିତ ଭାବେ ନୈରାଶ୍ୟଜନକ। କିନ୍ତୁ ଆମେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଯେଉଁଭଳି ପ୍ରଦର୍ଶନ କଲୁ, ତାହା ବାସ୍ତବରେ ପ୍ରଶଂସନୀୟ ଥିଲା ବୋଲି ଆର୍ଥର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story