ଇଂଲଣ୍ଡରେ ଅଭ୍ୟାସ ଆରମ୍ଭ କଲା ଟିମ୍ ଇଣ୍ଡିଆ, ଦେଖନ୍ତୁ ଭିଡିଓ

ଲଣ୍ଡନ୍: ଲଣ୍ଡନରେ ପହଞ୍ଚିବାର ଦିନକ ପରେ ଟିମ୍ ଇଣ୍ଡିଆ ଗୁରୁବାର ବିଶ୍ୱକପ୍ ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନେଟ୍ସରେ କଠିନ ପରିଶ୍ରମ କରିଥିଲେ। ଏହାଛଡ଼ା ବାକି ଖେଳାଳିମାନେ ମଧ୍ୟ ଅଭ୍ୟାସ କରିଥିଲେ। ଖେଳାଳିମାନେ ପ୍ରଥମେ ଫୁଟବଲ ମ୍ୟାଚର ମଜା ଉଠାଇଥିଲେ। ନେଟ୍ସରେ ଅଧିନାୟକ କୋହଲି ବ୍ୟାଟିଂ ପ୍ରାକ୍ଟିସ୍ କରିଥିଲେ। ସେହିପରି ସ୍ପିନର ୟୁଜବେନ୍ଦ୍ର ଚହଲ୍ ମଧ୍ୟ ବୋଲିଂ ଅଭ୍ୟାସ କରିଥିଲେ। ଅଭ୍ୟାସ […]

team india

team india

Hemant Lenka
  • Published: Thursday, 23 May 2019
  • Updated: 23 May 2019, 08:35 PM IST

Sports

Latest News

ଲଣ୍ଡନ୍: ଲଣ୍ଡନରେ ପହଞ୍ଚିବାର ଦିନକ ପରେ ଟିମ୍ ଇଣ୍ଡିଆ ଗୁରୁବାର ବିଶ୍ୱକପ୍ ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନେଟ୍ସରେ କଠିନ ପରିଶ୍ରମ କରିଥିଲେ। ଏହାଛଡ଼ା ବାକି ଖେଳାଳିମାନେ ମଧ୍ୟ ଅଭ୍ୟାସ କରିଥିଲେ।

ଖେଳାଳିମାନେ ପ୍ରଥମେ ଫୁଟବଲ ମ୍ୟାଚର ମଜା ଉଠାଇଥିଲେ। ନେଟ୍ସରେ ଅଧିନାୟକ କୋହଲି ବ୍ୟାଟିଂ ପ୍ରାକ୍ଟିସ୍ କରିଥିଲେ। ସେହିପରି ସ୍ପିନର ୟୁଜବେନ୍ଦ୍ର ଚହଲ୍ ମଧ୍ୟ ବୋଲିଂ ଅଭ୍ୟାସ କରିଥିଲେ। ଅଭ୍ୟାସ କରୁଥିବାର ଭିଡିଓ ବିସିିସିଆଇ ତା'ର ଅଫିସିଆଲ୍ ଟ୍ବିଟର ଆକାଉଣ୍ଟରେ ଶେୟାର୍ କରିଛି।

ସୂଚନାଯୋଗ୍ୟ, ବୁଧବାର ଭାରତୀୟ ଟିମ୍ ଲଣ୍ଡନରେ ପହଞ୍ଚିଥିଲା। ଇଂଲଣ୍ଡରେ ପ୍ରଥମ ଅଭ୍ୟାସ ସେସନର ଅନୁଭୂତି ସମ୍ପର୍କରେ ଚହଲ୍ କହିଛନ୍ତି, ଫୁଟବଲ ଖେଳି ଆମେ ପ୍ରଥମେ ୱାର୍ମଅପ୍ ହୋଇଥିଲୁ। ଏହା ପରେ ଦ୍ୱିତୀୟ ରାଉଣ୍ଡରେ ଆମେ ବିଆଇବି କ୍ୟାଚିଂ ପ୍ରାକ୍ଟିସ୍ କରିଥିଲୁ। ଏହା ଦେଖିବାକୁ ସହଜ, କିନ୍ତୁ ଅଭ୍ୟାସ କଲା ବେଳେ ବହୁତ କଷ୍ଟ।

ଦ୍ୱିତୀୟ ରାଉଣ୍ଡ ପରେ ଆମେ ଗ୍ରାଉଣ୍ଡରେ ଦୌଡ଼ିଥିଲୁ। ତେଣୁ ମୋଟା ମୋଟି ଭାବେ ଏହା ଏକ ଭଲ ସେସନ୍ ଥିଲା ବୋଲି ଚହଲ୍ କହିଛନ୍ତି। ଅଭ୍ୟାସ ସେସନ୍‌ରେ ଟିମ୍ ସହ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ବୋଲିଂ କୋଚ୍ ଭରତ ଅରୁଣ ଏବଂ ଫିଲ୍ଡିଂ କୋଚ୍ ଶ୍ରୀଧର ଉପସ୍ଥିତ ଥିଲେ।
ଦେଖନ୍ତୁ ଭିଡିଓ

ସୂଚନାଯୋଗ୍ୟ, ବିଶ୍ୱକପ୍ ପୂର୍ବରୁ ଭାରତ ଦୁଇଟି ୱାର୍ମଅପ୍ ମ୍ୟାଚ୍ ଯଥାକ୍ରମେ ୨୫ରେ ନ୍ୟୁଜିଲ୍ୟାଣ୍ଡ ଓ ୨୮ରେ ବାଂଲାଦେଶ ବିପକ୍ଷରେ ଖେଳିବ। ତେବେ ବିଶ୍ୱକପରେ ଭାରତ ତା'ର ପ୍ରଥମ ମ୍ୟାଚରେ ଜୁନ୍ ୫ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ୍ ଶର୍ମା (ଉପଅଧିନାୟକ), ଶିଖର ଧୱନ୍, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ୍, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story