ୱେଷ୍ଟଇଣ୍ଡିଜ ପୁଣି ହାରିଲା, ୨୧ ରନରେ ଜିତିଲା ଶ୍ରୀଲଙ୍କା

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ବିଶ୍ୱକପର ୩୯ତମ ମ୍ୟାଚରେ ଶ୍ରୀଲଙ୍କା ୨୧ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଅଭିସ୍କା ଫର୍ଣ୍ଣାଣ୍ଡୋଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୮ ରନ୍ କରିଥିଲା। ଫର୍ଣ୍ଣାଣ୍ଡୋ ୧୦୪ (୧୦୩ ବଲ୍, ୯ ଚୌକା, ୨ ଛକା) ରନ୍ କରିଥିଲେ। ଜବାବରେ ନିକୋଲାସ ପୁରନଙ୍କ ଶତକ ସତ୍ତ୍ୱେ ୱେଷ୍ଟଇଣ୍ଡିଜ୍ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରି ପରାସ୍ତ […]

sri

sri

Hemant Lenka
  • Published: Tuesday, 02 July 2019
  • Updated: 02 July 2019, 12:16 AM IST

Sports

Latest News

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ବିଶ୍ୱକପର ୩୯ତମ ମ୍ୟାଚରେ ଶ୍ରୀଲଙ୍କା ୨୧ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ଶ୍ରୀଲଙ୍କା ଅଭିସ୍କା ଫର୍ଣ୍ଣାଣ୍ଡୋଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୮ ରନ୍ କରିଥିଲା। ଫର୍ଣ୍ଣାଣ୍ଡୋ ୧୦୪ (୧୦୩ ବଲ୍, ୯ ଚୌକା, ୨ ଛକା) ରନ୍ କରିଥିଲେ। ଜବାବରେ ନିକୋଲାସ ପୁରନଙ୍କ ଶତକ ସତ୍ତ୍ୱେ ୱେଷ୍ଟଇଣ୍ଡିଜ୍ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରି ପରାସ୍ତ ହୋଇଛି।

ୱେଷ୍ଟଇଣ୍ଡିଜ୍ ପକ୍ଷରୁ ପୁରନ୍ ୧୦୩ ବଲରେ ୧୧ ଚୌକା ଓ ୪ ଛକା ସହ ସର୍ବାଧିକ ୧୧୮ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫାବିଆନ୍ ଆଲେନ୍ ଦ୍ରୁତ ୫୧ (୩୨ ବଲ୍, ୭ ଚୌକା, ୧ ଛକା), କ୍ରିସ୍ ଗେଲ୍ ୩୫, ଶିମରନ ହେଟମେୟର ୨୯ ଓ ଅଧିନାୟକ ଜେସନ୍ ହୋଲ୍ଡର ୨୬ ରନ୍ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ମାଲିଙ୍ଗା ୩ଟି ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ୱିଣ୍ଡିଜ୍ କ୍ୟାପଟେନ୍ ହୋଲ୍ଡର୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କାକୁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପ୍ନର୍ କୁଶଲ ପରେରା ଓ ଅଧିନାୟକ ଦିମୁତ କରୁଣାରତ୍ନେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ିଥିଲେ। କରୁଣାରତ୍ନେ ୩୨ ରନ୍ କରିଥିବା ବେଳେ ହୋଲ୍ଡରଙ୍କ ବଲରେ ଆଉଟ୍ ହୋଇଥିଲେ।

ପରେରା ଦ୍ରୁତ ଅର୍ଦ୍ଧଶତକ ମାରି ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିବା ବେଳେ ସେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ପରେରା ୫୧ ବଲରେ ୮ ଚୌକା ସହ ୬୪ ରନ୍ କରିଥିଲେ। ମଧ୍ୟକ୍ରମରେ ଫର୍ଣ୍ଣାଣ୍ଡୋ ଓ କୁଶଲ ମେଣ୍ଡିସ୍ ଭଲ ବ୍ୟାଟିଂ କରିଥିଲେ ଏବଂ ତୃତୀୟ ୱିକେଟ୍ ପାଇଁ ୮୫ ରନର ଭାଗୀଦାରୀ କରିଥିଲେ। ମେଣ୍ଡିସ୍ ୩୯ ରନ୍ କରି ଫାବିଆନ୍ ଆଲେନଙ୍କ ଶିକାର ହୋଇଥିଲେ।

ତେବେ ଆେଲୋ ମାଥ୍ୟୁସ୍ ଓ ଲାହିରୁ ଥିରିମାନେ ଦ୍ରୁତ ରନ୍ କରି ଶ୍ରୀଲଙ୍କାକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ମାଥ୍ୟୁସ୍ ୨୦ ବଲରେ ୨ ଚୌକା ଓ ୧ ଛକା ସହ ୨୬ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ଫର୍ଣ୍ଣାଣ୍ଡୋ ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ପୂରଣ କରିଥିଲେ। ତାଙ୍କୁ ଥିରିମାନେ ଭଲ ସହଯୋଗ କରିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ିଥିଲେ।

ଶତକ ମାରିବା ପରେ ଫର୍ଣ୍ଣାଣ୍ଡୋଙ୍କୁ କଟ୍ଟରେଲ୍ ଆଉଟ୍ କରିଥିଲେ। ଥିରିମାନେ ୪୫ (୩୩ ବଲ୍, ୪ ଚୌକା) ଓ ଧନଞ୍ଜୟ ଡି'ସିଲଭା ୬ ରନ୍ କରି ଅପରାଜିତ ଥିଲେ। ୱିଣ୍ଡିଜ୍ ପକ୍ଷରୁ ହୋଲ୍ଡର ୨ଟି, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ ଓ ଆଲେନ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story