ବିଶ୍ୱ କପ୍‌ ହକି ପୁଲ୍‌ ଘୋଷଣା : ଭାରତ ସହ କେଉଁ  ଦଳ ଅଛନ୍ତି ଜାଣନ୍ତୁ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ୍ ପୁରୁଷ ହକି ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଭାରତ ପୁଲ C’ରେ ସ୍ଥାନ ପାଇଛି। ଭାରତ ସହ ଏହି ଗ୍ରୁପରେ ଦକ୍ଷିଣ  ଆଫ୍ରିକା, ବେଲଜିୟମ ଓ କାନାଡା ମଧ୍ୟ ସ୍ଥାନ ପାଇଛନ୍ତି। ଏହି ବିଶ୍ୱକପରେ ୧୬ଟି ଟିମ୍‌ ଭାଗ ନେବେ। ୧୬ଟି ଟିମ୍‌କୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ପୁଲରେ ୪ଟି ଟିମ୍ ରହିବେ। ଚଳିତ ବର୍ଷ ନଭେମ୍ବର ୨୮ ତାରିଖରୁ କଳିଙ୍ଗ […]

mm

mm

Rakesh Mallick
  • Published: Thursday, 01 March 2018
  • Updated: 01 March 2018, 10:07 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ୍ ପୁରୁଷ ହକି ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଭାରତ ପୁଲ C’ରେ ସ୍ଥାନ ପାଇଛି। ଭାରତ ସହ ଏହି ଗ୍ରୁପରେ ଦକ୍ଷିଣ  ଆଫ୍ରିକା, ବେଲଜିୟମ ଓ କାନାଡା ମଧ୍ୟ ସ୍ଥାନ ପାଇଛନ୍ତି। ଏହି ବିଶ୍ୱକପରେ ୧୬ଟି ଟିମ୍‌ ଭାଗ ନେବେ। ୧୬ଟି ଟିମ୍‌କୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ପୁଲରେ ୪ଟି ଟିମ୍ ରହିବେ। ଚଳିତ ବର୍ଷ ନଭେମ୍ବର ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ହକିର ଏହି ମହାକୁମ୍ଭ ଆରମ୍ଭ ହେବ। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ପୁଲ୍ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ। ପ୍ରତ୍ୟେକ ଦିନ ଦୁଇଟି ଲେଖାଏଁ ମ୍ୟାଚ ହେବ। ଡିସେମ୍ବର ୧୬ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story