ଏସଜେଏଓ ପକ୍ଷରୁ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳିତ

କଟକ, ଓଡ଼ିଶା ରିପୋର୍ଟର୍: ବିଶ୍ୱରେ କ୍ରୀଡ଼ାର ମାନ୍ୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଅନେକ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଅଛନ୍ତି। ତେବେ ସେମାନଙ୍କୁ ଖୋଜି ବାହାର କରିବା ଏବଂ ସେମାନଙ୍କ ହକ୍ ପାଇଁ ଲଢ଼ିବା କ୍ରୀଡ଼ା ସାମ୍ବାଦିକତାର ପ୍ରମୁଖ ଦାୟିତ୍ୱ ହେବା ନିହାତି ଆବଶ୍ୟକ ବୋଲି କ୍ରୀଡ଼ା ସାମ୍ବାଦିକ ସଂଘ, ଓଡ଼ିଶା (ଏସଜେଏଓ) ପକ୍ଷରୁ କଟକସ୍ଥିତ ସର୍କିଟ୍ ହାଉସରେ ବିଶ୍ୱ କ୍ରୀଡ଼ା ଦିବସରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଏସଜେଏଓର କାର୍ଯ୍ୟକାରୀ ସଭାପତି […]

sports

sports

Hemant Lenka
  • Published: Tuesday, 02 July 2019
  • Updated: 02 July 2019, 08:06 PM IST

Sports

Latest News

କଟକ, ଓଡ଼ିଶା ରିପୋର୍ଟର୍: ବିଶ୍ୱରେ କ୍ରୀଡ଼ାର ମାନ୍ୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଓଡ଼ିଶାରେ ମଧ୍ୟ ଅନେକ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଅଛନ୍ତି। ତେବେ ସେମାନଙ୍କୁ ଖୋଜି ବାହାର କରିବା ଏବଂ ସେମାନଙ୍କ ହକ୍ ପାଇଁ ଲଢ଼ିବା କ୍ରୀଡ଼ା ସାମ୍ବାଦିକତାର ପ୍ରମୁଖ ଦାୟିତ୍ୱ ହେବା ନିହାତି ଆବଶ୍ୟକ ବୋଲି କ୍ରୀଡ଼ା ସାମ୍ବାଦିକ ସଂଘ, ଓଡ଼ିଶା (ଏସଜେଏଓ) ପକ୍ଷରୁ କଟକସ୍ଥିତ ସର୍କିଟ୍ ହାଉସରେ ବିଶ୍ୱ କ୍ରୀଡ଼ା ଦିବସରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଏସଜେଏଓର କାର୍ଯ୍ୟକାରୀ ସଭାପତି ଜୀବନ ମହାନ୍ତିଙ୍କ ସଭାପତିତ୍ୱରେ ମଙ୍ଗଳବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସିଇଓ ବିଦ୍ୟୁତ୍ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ବେହେରା, ସମ୍ପାଦକ ଆହ୍ଲାଦ କୁମାର ମହାନ୍ତି, କୋଷାଧ୍ୟକ୍ଷ ରଞ୍ଜିତ୍ କୁମାର ଜେନା, ବରିଷ୍ଠ ଉପସଭାପତି ପଦ୍ମଲୋଚନ ମିଶ୍ର ଉପସ୍ଥିତ ଥିଲେ।

ଏହି ଅବସରରେ ବକ୍ତାମାନେ କ୍ରୀଡ଼ା ସାମ୍ବାଦିକମାନଙ୍କ ଦାୟିତ୍ୱ ଓ କ୍ରୀଡ଼ା ସାମ୍ବାଦିକଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଆଗାମୀ ଦିନରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ବକ୍ତମାନେ ମତ ରଖିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଉପସ୍ଥିତ କ୍ରୀଡ଼ା ସାମ୍ବାଦିକ ଓ କ୍ରୀଡ଼ା ଫଟୋ ସାମ୍ବାଦିକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ପୃଷ୍ଟି, ସୁଶାନ୍ତ କୁମାର ଜେନା, ଜଗନ୍ନାଥ ପ୍ରସାଦ ମହାନ୍ତି, ପ୍ରଭୁକଲ୍ୟାଣ ପାଲ୍, ସୁଶାନ୍ତ କୁମାର ସାହୁ, ସନ୍ତୋଷ କୁମାର ବେହେରା, ପ୍ରମୋଦ କୁମାର ପରିଡ଼ା, ବିଶ୍ୱଜିତ୍ ଦାଶ, ସୁବ୍ରତ ଦାସ ଓ ରଶ୍ମିରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story