ରିଓ ଅଲିମ୍ପିକ୍‌: କୁସ୍ତିରେ ଭାରତର ପ୍ରତିନିଧିତ୍ୱ କରିବେ ଯୋଗେଶ୍ୱର ଦତ୍ତ

ନୂଆଦିଲ୍ଲୀ: ୭୪ କେଜି ଫ୍ରିଷ୍ଟାଇଲରେ ନରସିଂହ ଯାଦବ ଡୋପ୍‌ଟେଷ୍ଟରେ ବିଫଳ ହେବା ପରେ ରିଓ ଅଲିମ୍ପିକ୍‌ର କୁସ୍ତିରେ ଭାରତର ମଙ୍ଗ ଧରିବେ ଯୋଗେଶ୍ୱର ଦତ୍ତ। ସେ ୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବେ। ନରସିଂହ ୭୪ କେଜିରେ ଭାରତର ପ୍ରତିନିଧିତ୍ୱ କରି ଥାନ୍ତେ। କିନ୍ତୁ ଡୋପ୍‌ ଟେଷ୍ଟରେ ‍ବିଫଳ ହେବାରୁ ରିଓ ଅଲିମ୍ପିକ୍‌ରେ କିଏ ଭାରତର ପ୍ରତିନିଧିତ୍ୱ କରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ନରସିଂହ ଡୋପ୍‌ ଟେଷ୍ଟରେ ‍ବିଫଳ ହେବାକୁ ଯୋଗେଶ୍ୱର […]

yogeshwar-dutt

yogeshwar-dutt

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 06:03 PM IST

Sports

Latest News

ନୂଆଦିଲ୍ଲୀ: ୭୪ କେଜି ଫ୍ରିଷ୍ଟାଇଲରେ ନରସିଂହ ଯାଦବ ଡୋପ୍‌ଟେଷ୍ଟରେ ବିଫଳ ହେବା ପରେ ରିଓ ଅଲିମ୍ପିକ୍‌ର କୁସ୍ତିରେ ଭାରତର ମଙ୍ଗ ଧରିବେ ଯୋଗେଶ୍ୱର ଦତ୍ତ। ସେ ୬୫ କେଜି ଫ୍ରି ଷ୍ଟାଇଲ ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବେ। ନରସିଂହ ୭୪ କେଜିରେ ଭାରତର ପ୍ରତିନିଧିତ୍ୱ କରି ଥାନ୍ତେ। କିନ୍ତୁ ଡୋପ୍‌ ଟେଷ୍ଟରେ ‍ବିଫଳ ହେବାରୁ ରିଓ ଅଲିମ୍ପିକ୍‌ରେ କିଏ ଭାରତର ପ୍ରତିନିଧିତ୍ୱ କରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ନରସିଂହ ଡୋପ୍‌ ଟେଷ୍ଟରେ ‍ବିଫଳ ହେବାକୁ ଯୋଗେଶ୍ୱର ଟ୍ୱିଟ୍ଟରରେ ନାପସନ୍ଦ କରିଛନ୍ତି।

ସେ କହିଛନ୍ତି,“କୁସ୍ତି ପରି ଏକ ବାସ୍ତବ କ୍ରୀଡାରେ ଏପରି ହେବା ନେଇ ମୁଁ ମର୍ମାହତ। ନରସିଂହଙ୍କ ମାମଲାର ଯାଞ୍ଚ ହେବା ଉଚିତ। ମୋର ବିଶ୍ୱାସ କି ସେ(ନରସିଂହ) କେବେ ଏପରି କରି ନ ଥିବେ। ତାଙ୍କ ବିରୋଧରେ ଷଡଯନ୍ତ୍ରର ଆଭାସ ମିଳୁଛି।”

ଅନ୍ୟପକ୍ଷରେ ଅଲିମ୍ପିକ୍‌ରେ ୨ ଥର ପଦକ ଜିତିଥିବା ସୁଶୀଲ କୁମାର ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story