ରିଓ ଅଲିମ୍ପିକ୍‌: ନିରାଶ କଲେ ଯୋଗେଶ୍ୱର

ରିଓ ଡି ଜେନେରିଓ: ଫ୍ରି ଷ୍ଟାଇଲ ୬୫ କେଜି ପୁରୁଷ କୁସ୍ତିରେ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି ଭାରତର କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ। ଭାରତର ଶେଷ ଆଶା କୁହାଯାଉଥିବା ଦତ୍ତ ଆଜି ନରାଶ କରିଛନ୍ତି। ସେ ଆଜି ମୋଙ୍ଗୋଲିଆର ଏମ୍‌.ଗାନ୍‌ଜୋରିଂଙ୍କଠାରୁ ୦-୩ରେ ପରାଜିତ ହୋଇଛନ୍ତି। ଯୋଗେଶ୍ୱର ୨୦୧୨ ଅଲିମ୍ପିକ୍‌ରେ ୬୦ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲା ବେଳେ ଚଳିତ ଅଲିମ୍ପିକ୍‌ରେ କୌଣସି ପଦକ ଜିତିପାରି ନାହାନ୍ତି। ଗାନ୍‌ଜୋରିଂ ଦତ୍ତଙ୍କୁ ହରାଇଥିଲେ ମଧ୍ୟ କ୍ୱାର୍ଟର ଫାଇନାଲରେ ରୁଷିଆର […]

yogeswara dutta

yogeswara dutta

Rakesh Mallick
  • Published: Sunday, 21 August 2016
  • Updated: 21 August 2016, 08:55 PM IST

Sports

Latest News

ରିଓ ଡି ଜେନେରିଓ: ଫ୍ରି ଷ୍ଟାଇଲ ୬୫ କେଜି ପୁରୁଷ କୁସ୍ତିରେ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି ଭାରତର କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତ। ଭାରତର ଶେଷ ଆଶା କୁହାଯାଉଥିବା ଦତ୍ତ ଆଜି ନରାଶ କରିଛନ୍ତି। ସେ ଆଜି ମୋଙ୍ଗୋଲିଆର ଏମ୍‌.ଗାନ୍‌ଜୋରିଂଙ୍କଠାରୁ ୦-୩ରେ ପରାଜିତ ହୋଇଛନ୍ତି।

ଯୋଗେଶ୍ୱର ୨୦୧୨ ଅଲିମ୍ପିକ୍‌ରେ ୬୦ କେଜି ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲା ବେଳେ ଚଳିତ ଅଲିମ୍ପିକ୍‌ରେ କୌଣସି ପଦକ ଜିତିପାରି ନାହାନ୍ତି। ଗାନ୍‌ଜୋରିଂ ଦତ୍ତଙ୍କୁ ହରାଇଥିଲେ ମଧ୍ୟ କ୍ୱାର୍ଟର ଫାଇନାଲରେ ରୁଷିଆର ଏସ୍‌.ରାମୋନୋଭ୍‌ଙ୍କ ଠାରୁ ୦-୬ରେ ପରାସ୍ତ ହୋଇ ବିଦାୟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story