ପ୍ରୀତି ଜିଣ୍ଟା ଓ ଯୁବରାଜଙ୍କ ସମ୍ପର୍କ କଣ ଥିଲା: ଏହି ଫଟୋ ଭାଇରାଲ୍‌ ପରେ ମୁହଁ ଖୋଲିଥିଲେ ଚୁଲ୍‌ବୁଲି ନାୟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ ଆସିଲେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ଓନର୍‌ ପ୍ରୀତି ଜିଣ୍ଟାଙ୍କ ଜଲ୍‌ୱା ଦେଖିବାକୁ ମିଳେ। କେତେବେଳେ ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ବସି ଟିମ୍‌କୁ ଚିୟରଅପ୍‌ କରିବା ହେଉ କିମ୍ବା ଅଧିକ ଉତ୍ସାହିତ ହୋଇ ଖେଳାଳିଙ୍କୁ ଆଲିଙ୍ଗନ ସହ କିସ୍ କରିବା, ଚୁଲ୍‌ବୁଲି ପ୍ରୀତିଙ୍କ ଏହି ଖାସ ଅନ୍ଦାଜ ତାଙ୍କୁ ସର୍ବଦା ଚର୍ଚ୍ଚାରେ ରଖିଥାଏ। ଆଇପିଏଲ୍‌-୭ ଏକ ଫଟୋ ସୋସିଆଲ୍ ମିଡିଆରେ ସବୁଠୁ ଅଧିକ ଭାଇରାଲ୍ ହୋଇଥିଲା। ଏହି ଫଟୋରେ ପ୍ରୀତି ଜିଣ୍ଟା, ଯୁବିକୁ ଆଲିଙ୍ଗନ […]

pritty-zinta-ipl-photos1_ (1)

pritty-zinta-ipl-photos1_ (1)

Rakesh Mallick
  • Published: Tuesday, 03 April 2018
  • Updated: 03 April 2018, 09:04 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ୍‌ ଆସିଲେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ଓନର୍‌ ପ୍ରୀତି ଜିଣ୍ଟାଙ୍କ ଜଲ୍‌ୱା ଦେଖିବାକୁ ମିଳେ। କେତେବେଳେ ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ବସି ଟିମ୍‌କୁ ଚିୟରଅପ୍‌ କରିବା ହେଉ କିମ୍ବା ଅଧିକ ଉତ୍ସାହିତ ହୋଇ ଖେଳାଳିଙ୍କୁ ଆଲିଙ୍ଗନ ସହ କିସ୍ କରିବା, ଚୁଲ୍‌ବୁଲି ପ୍ରୀତିଙ୍କ ଏହି ଖାସ ଅନ୍ଦାଜ ତାଙ୍କୁ ସର୍ବଦା ଚର୍ଚ୍ଚାରେ ରଖିଥାଏ।

ଆଇପିଏଲ୍‌-୭ ଏକ ଫଟୋ ସୋସିଆଲ୍ ମିଡିଆରେ ସବୁଠୁ ଅଧିକ ଭାଇରାଲ୍ ହୋଇଥିଲା। ଏହି ଫଟୋରେ ପ୍ରୀତି ଜିଣ୍ଟା, ଯୁବିକୁ ଆଲିଙ୍ଗନ ସହ କିସ୍‌ କରୁଥିବାର ନଜରକୁ ଆସିଥିଲେ। ଏହାପରେ ଖବର ଶୁଣିବାକୁ ମିଳିଥିଲା ପ୍ରୀତି ଜିଣ୍ଟା  ଯୁବରାଜଙ୍କ ସହ ଡେଟ୍‌ କରୁଛନ୍ତି। ହେଲେ କିଛି ଦିନ ପରେ ପ୍ରୀତି ଜିଣ୍ଟା ଏହି ମାମଲାରେ ମୁହଁ ଖୋଲି ଥିଲେ। ସେ କହିଥିଲେ, ‘ମିଡ଼ିଆ ତାଙ୍କ ବିଷୟରେ ଅଧିକ ଚିନ୍ତା କରିଦେଉଛି’, ଯୁବରାଜ ଓ ତାଙ୍କ ମଧ୍ୟରେ ସେମିତି କିଛି ସମ୍ପର୍କ ନାହିଁ , ସେମାନେ ଦୁଇ ଜଣ କେବଳ ଭଲ ବନ୍ଧୁ ବୋଲି ପ୍ରୀତି ଜିଣ୍ଟା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story