ଭାରତର ଜଣେ ଖେଳାଳିଙ୍କୁ ପାକିସ୍ତାନର ପ୍ରବଳ ଭୟ, ଜାଣିଛନ୍ତି ସେ କିଏ ?

ଭୁବନେଶ୍ୱର: ରାତି ପାହିଲେ ଭାରତ-ପାକିସ୍ତାନ ମଧ୍ୟରେ ଡ୍ରିମ୍‌ ଫାଇନାଲ୍‌। ପ୍ରଥମ ଥର ପାଇଁ ଏହି ଦୁଇଟି ଟିମ୍‌ କୌଣସି ଏକ ଆଇସିସି ଦିନିକିଆ ପ୍ରତିଯୋଗିତାର ଫାଇନାଲ ଖେଳିବାକୁ ଯାଉଛନ୍ତି। ଏହା ପୂର୍ବରୁ ୨୦୦୭ ଟି-ଟୋଣ୍ଟି ବିଶ୍ୱକପ ଫାଇନାଲରେ ଏହି ଦୁଇ ଟିମ୍ ସାମ୍ନାସାମ୍ନି ହୋଇଥିଲେ। ଠିକ୍‌ ୧୦ ବର୍ଷପରେ ଦିନିକିଆ ଫର୍ମାଟରେ ପୁଣି ଥରେ ପାକିସ୍ତାନକୁ ଭେଟିବ ଭାରତ। ଅନ୍ୟପଟେ ପୂର୍ବ ରେକର୍ଡକୁ ଯଦି ଲକ୍ଷ କରିବା ତାହାଲେ ଭାରତ ପଲଡା ଭାରି ଥିବା ଜଣାପଡୁଛି। ଆଇସିସିର […]

dc-Cover-mre6o5obpc71v9icelshcolr70-20170120110124.Medi

Rakesh Mallick
  • Published: Saturday, 17 June 2017
  • Updated: 17 June 2017, 05:20 PM IST

Sports

Latest News

ଭୁବନେଶ୍ୱର: ରାତି ପାହିଲେ ଭାରତ-ପାକିସ୍ତାନ ମଧ୍ୟରେ ଡ୍ରିମ୍‌ ଫାଇନାଲ୍‌। ପ୍ରଥମ ଥର ପାଇଁ ଏହି ଦୁଇଟି ଟିମ୍‌ କୌଣସି ଏକ ଆଇସିସି ଦିନିକିଆ ପ୍ରତିଯୋଗିତାର ଫାଇନାଲ ଖେଳିବାକୁ ଯାଉଛନ୍ତି। ଏହା ପୂର୍ବରୁ ୨୦୦୭ ଟି-ଟୋଣ୍ଟି ବିଶ୍ୱକପ ଫାଇନାଲରେ ଏହି ଦୁଇ ଟିମ୍ ସାମ୍ନାସାମ୍ନି ହୋଇଥିଲେ। ଠିକ୍‌ ୧୦ ବର୍ଷପରେ ଦିନିକିଆ ଫର୍ମାଟରେ ପୁଣି ଥରେ ପାକିସ୍ତାନକୁ ଭେଟିବ ଭାରତ।

ଅନ୍ୟପଟେ ପୂର୍ବ ରେକର୍ଡକୁ ଯଦି ଲକ୍ଷ କରିବା ତାହାଲେ ଭାରତ ପଲଡା ଭାରି ଥିବା ଜଣାପଡୁଛି। ଆଇସିସିର କୌଣସି ବଡ ପ୍ରତିଯୋଗିତାରେ ଭାରତ ଅଧିକାଂଶ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଆସିଛି। ଆଇସିସି ଟି-ଟୋଣ୍ଟି ଓ ଦିନିକିଆ  ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ୧୫ ଥର ସମ୍ନାସାମ୍ନି ହୋଇଛନ୍ତି। ଯେଉଁଥିରେ ଭାରତ ୧୩ ଥର ଜିତିଥିବା ବେଳେ ପାକିସ୍ତାନ ମାତ୍ର ଦୁଇଥର ଜିତିଛି। ଚଳିତ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ଟିମ୍‌ ଇଣ୍ଡିଆ ଦଳ ବେଶ ସନ୍ତୁଳିତ ଦଳ ଭାବେ ଉଭା ହୋଇଛି। ବୋଲିଂ ବ୍ୟାଟିଂ ଓ ଫିଲ୍ଡିଂରେ ଭାରତ ପାକିସ୍ତାନ ଠାରୁ ଅଧିକ ଶକ୍ତିଶାଳୀ ମନେହେଉଛି।

ଅନ୍ୟପଟେ ପାକିସ୍ତାନ ପାଇଁ ଏବେ ସବୁଠୁ ବଡ ଚିନ୍ତାର କାରଣ ଯୁବରାଜ ସିଂହ। ସିକ୍ସର କିଙ୍ଗ ଯୁବରାଜ ପାକିସ୍ତାନ ପାଇଁ ଡେଞ୍ଜର ମ୍ୟାନ୍‌ ସାବ୍ୟସ୍ତ ହୋଇପାରନ୍ତି। ପୂର୍ବ ରେକର୍ଡକୁ ଯଦି ଦେଖିବା ତେବେ ଯୁବରାଜ ସିଂହ ଏପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ୩୭ ଟି ମ୍ୟାଚ୍‌ ଖେଳି ୪୩.୧୬ ଆଭରେଜ୍‌ରେ ୧୩୩୮ ରନ୍‌ କରିଛନ୍ତି। ଯାହ ବର୍ତ୍ତମାନ ଖେଳୁଥିବା କୌଣସି ଭାରତୀୟ ବ୍ୟଟ୍ସମ୍ୟାନ୍‌ ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଯୁବରାଜ ପାକିସ୍ତାନ ବିପକ୍ଷରେ ୧୨ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ହାସଲ କରିଛନ୍ତି। ତେଣୁ ଆସନ୍ତା କାଲି ମ୍ୟାଚ୍‌ରେ ଯୁବରାଜଙ୍କୁ ରୋକିବାକୁ ପାକିସ୍ତାନ ରଣକୌଶଳ ସହ ପଡିଆକୁ ଓହ୍ଲାଇବ। ସେପଟେ ଯୁବରଜ ମଧ୍ୟ ପୂର୍ବରେକର୍ଡ ବଳବତ୍ତର ରଖି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତକୁ ବିଜୟୀ କରିବେ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story