ଆଇପିଏଲ୍‌ ପୂର୍ବରୁ ନିଜର ବିସ୍ଫୋରକ ରୂପ ଦେଖାଇଲେ ଯୁବରାଜ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଭେଟରାନ୍‌ ଯୁବରାଜ ସିଂହ ପୁଣିଥରେ କ୍ରିକେଟ୍‌ ପଡ଼ିଆରେ ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି। ୩୭ ବର୍ଷ ବୟସରେ ମଧ୍ୟ ତାଙ୍କ ଭିତରେ କ୍ରିକେଟ ଖେଳିବାର ଦକ୍ଷତା ଭରି ରହିଥିବା, ସେ ପୁଣିଥରେ ପ୍ରମାଣ କରି ଦେଖାଇଛନ୍ତି। ଖରାପ ଫର୍ମ ଯୋଗୁ ଜାତୀୟ ଟିମ୍‌ରୁ ବାଦ୍‌ ପଡ଼ିଥିବା ଯୁବରାଜ ସିଂହଙ୍କ ଆଇପିଏଲ୍‌ ପୂର୍ବରୁ ଏଭଳି ବିସ୍ଫୋରକ ରୂପକୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଡିୱାଇ ପାଟିଲ ଟ୍ରଫିରେ ଏୟାର ଇଣ୍ଡିଆ ପକ୍ଷରୁ […]

y

y

Hemant Lenka
  • Published: Friday, 25 January 2019
  • Updated: 25 January 2019, 07:49 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଭେଟରାନ୍‌ ଯୁବରାଜ ସିଂହ ପୁଣିଥରେ କ୍ରିକେଟ୍‌ ପଡ଼ିଆରେ ନିଜର ବିସ୍ଫୋରକ ରୂପ ଦେଖାଇଛନ୍ତି। ୩୭ ବର୍ଷ ବୟସରେ ମଧ୍ୟ ତାଙ୍କ ଭିତରେ କ୍ରିକେଟ ଖେଳିବାର ଦକ୍ଷତା ଭରି ରହିଥିବା, ସେ ପୁଣିଥରେ ପ୍ରମାଣ କରି ଦେଖାଇଛନ୍ତି। ଖରାପ ଫର୍ମ ଯୋଗୁ ଜାତୀୟ ଟିମ୍‌ରୁ ବାଦ୍‌ ପଡ଼ିଥିବା ଯୁବରାଜ ସିଂହଙ୍କ ଆଇପିଏଲ୍‌ ପୂର୍ବରୁ ଏଭଳି ବିସ୍ଫୋରକ ରୂପକୁ ନେଇ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ଡିୱାଇ ପାଟିଲ ଟ୍ରଫିରେ ଏୟାର ଇଣ୍ଡିଆ ପକ୍ଷରୁ ଖେଳୁଥିବା ଯୁବରାଜ ମାତ୍ର ୫୭ଟି ବଲ୍‌ରେ ୮୦ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଛନ୍ତି। ମୁମ୍ବାଇ କଷ୍ଟମ୍ସ ବିପକ୍ଷରେ ଯୁବରାଜ ୭ଟି ଚୌକା ଓ ୪ଟି ଛକା ବଳରେ ଏଭଳି ଇନିଂସ୍‌ ଖେଳିଛନ୍ତି। ଯୁବରାଜଙ୍କ ଏହି ବିସ୍ଫୋରକ ଇନିଂସ୍‌ ସତ୍ତ୍ୱେ ଏୟାର ଇଣ୍ଡିଆ ପ୍ରତିପକ୍ଷ ମୁମ୍ବାଇ କଷ୍ଟମ୍ସଠାରୁ ୯ ୱିକେଟ୍‌ରେ ପରାସ୍ତ ହୋଇଛି।

ତେବେ ଯୁବରାଜଙ୍କ ଏହି ଇନିଂସ୍‌ ତାଙ୍କ ମନୋବଳକୁ ଦୃଢ଼ କରିଛି। ଚଳିତ ଆଇପିଏଲ୍‌ର ପ୍ରଥମ ରାଉଣ୍ଡ ନିଲାମରେ ଯୁବରାଜଙ୍କୁ କେହି କିଣି ନଥିଲେ। କିନ୍ତୁ ଦ୍ୱିତୀୟ ରାଉଣ୍ଡରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୂଳଦର ୧ କୋଟି ଟଙ୍କାରେ କିଣିଛି। ଏବେ ଯୁବରାଜ ଫର୍ମକୁ ଫେରିଥିବାର ସଙ୍କେତ ମିଳିଛି। ତେଣୁ ସେ ନିଶ୍ଚିତ ଭାବେ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story