ଅକ୍ଟୋବର ମାସରେ ଖୁଦ୍ରାସ୍ଫୀତି ୪.୮୭% ରହିଥିଲା। ଏହା ୪ ମାସ ମଧ୍ୟରେ ସର୍ବନିମ୍ନ ଥିଲା। ଖାଦ୍ୟ ସାମଗ୍ରୀର ଦାମ ହ୍ରାସ ପାଇବା ଯୋଗୁ ମୁଦ୍ରାସ୍ଫୀତି ହାରରେ ସୁଧାର ଆସିଥିଲା। କିନ୍ତୁ ନଭେମ୍ବରରେ ଏହା ପୁଣି ବଢ଼ିଛି। ମୁଦ୍ରାସ୍ଫୀତି ୫.୫%ରେ ପହଞ୍ଚିଥିଲେ ହେଁ ଏହା ଆରବିଆଇର ଧାର୍ଯ୍ୟ ସୀମା ରେଖା ମଧ୍ୟରେ ରହିଛି।
ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସବୁବେଳେ ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। ଏବେ ଖୁଚୁରା ମୁଦ୍ରାସ୍ଫୀତି ୫.୫%ରେ ରହିଛି।
ଅକ୍ଟୋବର ଓ ସେପ୍ଟେମ୍ବର ମାସରେ ଆରବିଆଇ ଧାର୍ଯ୍ୟ କରିଥିବା ୬% ତଳେ ଗ୍ରାହକ ଦର ଇଣ୍ଡେକ୍ସ ବା ସିପିଆଇ ରେକର୍ଡ କରାଯାଇଥିଲା। ସେପ୍ଟେମ୍ବର ମାସରେ ସିପିଆଇ ୫.୦୨% ରହିଥିଲା। ଅଗଷ୍ଟରେ ଏହା ଆରବିଆଇ ଧାର୍ଯ୍ୟ ସୀମା ରେଖା ଡେଇଁ ୬.୮୩% ରହିଥିଲା। ଏହାର ଅର୍ଥ ଲୋକମାନେ ଦରବୃଦ୍ଧି ସମସ୍ୟାରେ ପଡ଼ିଥିଲେ। ୨୦୨୨ ଅକ୍ଟୋବର ମାସରେ ଖୁଚାର ମୁଦ୍ରାସ୍ଫୀତି ୬.୭୭% ରେକର୍ଡ କରାଯାଇଥିଲା।
ଶେଷ ଥର ପାଇଁ ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫% ତଳେ ରହିଥିଲା। ଜୁନ ମାସରେ ମୁଦ୍ରାସ୍ଫୀତି ୪.୮୭% ରହିଥିବା ସରକାର କହିଥିଲେ। ଏହାପରେ କ୍ରମାଗତ ଭାବେ ଏହା ବଢ଼ି ଚାଲିଥିଲା। ଜୁଲାଇ ମାସରେ ରେକର୍ଡ ୭.୪୪% ରହିଥିଲା।
ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭% ରହିଥିବା ବେଳେ ମେ’ ମାସରେ ଏହା ୪.୨୫% ରହିଥିଲା। କିନ୍ତୁ ଖାଦ୍ୟ ସାମଗ୍ରୀ ଦାମ ବୃଦ୍ଧି ପାଇବା ଯୋଗୁ ମୁଦ୍ରାସ୍ଫୀତି ଜୁଲାଇରୁ ପୁଣି ବେକାବୁ ହୋଇଛି। ଅବଶ୍ୟ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏହା ସାମାନ୍ୟ କମିଛି।
କ୍ରମାଗତ ଦ୍ୱିତୀୟ ମାସରେ ଆରବିଆଇ ଧାର୍ଯ୍ୟ କରିଥିବା ୬% ତଳେ ଗ୍ରାହକ ଦର ଇଣ୍ଡେକ୍ସ ବା ସିପିଆଇ ରେକର୍ଡ କରାଯାଇଛି। ସେପ୍ଟେମ୍ବର ମାସରେ ସିପିଆଇ ୫.୦୨% ରହିଥିଲା। ଅଗଷ୍ଟରେ ଏହା ଆରବିଆଇ ଧାର୍ଯ୍ୟ ସୀମା ରେଖା ଡେଇଁ ୬.୮୩% ରହିଥିଲା। ଏହାର ଅର୍ଥ ଲୋକମାନେ ଦରବୃଦ୍ଧି ସମସ୍ୟାରେ ପଡ଼ିଥିଲେ। ୨୦୨୨ ଅକ୍ଟୋବର ମାସରେ ଖୁଚାର ମୁଦ୍ରାସ୍ଫୀତି ୬.୭୭% ରେକର୍ଡ କରାଯାଇଥିଲା।
ଶେଷ ଥର ପାଇଁ ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫% ତଳେ ରହିଥିଲା। ଜୁନ ମାସରେ ମୁଦ୍ରାସ୍ଫୀତି ୪.୮୭% ରହିଥିବା ସରକାର କହିଥିଲେ। ଏହାପରେ କ୍ରମାଗତ ଭାବେ ଏହା ବଢ଼ି ଚାଲିଥିଲା। ଜୁଲାଇ ମାସରେ ରେକର୍ଡ ୭.୪୪% ରହିଥିଲା।
ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭% ରହିଥିବା ବେଳେ ମେ’ ମାସରେ ଏହା ୪.୨୫% ରହିଥିଲା। କିନ୍ତୁ ଖାଦ୍ୟ ସାମଗ୍ରୀ ଦାମ ବୃଦ୍ଧି ପାଇବା ଯୋଗୁ ମୁଦ୍ରାସ୍ଫୀତି ଜୁଲାଇରୁ ପୁଣି ବେକାବୁ ହୋଇଛି। ଅବଶ୍ୟ ସେପ୍ଟେମ୍ବର ଓ ଅକ୍ଟୋବର ମାସରଆ ଏହା ସାମାନ୍ୟ କମିଛି।
ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ଧାର୍ଯ୍ୟର ମଧ୍ୟ ଭାଗରେ ରହିଛି। ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ।
ଅଗଷ୍ଟରେ ଏହା ହ୍ରାସ ପାଇଥିଲେ ମଧ୍ୟ ଆରବିଆଇ ଧାର୍ଯ୍ୟ କରିଥିବା ରେଞ୍ଜ ତୁଳନାରେ ଅଧିକ ରହିଛି। ତେଣୁ ମହଙ୍ଗା ମାଡ଼ରୁ ସଂପୂର୍ଣ୍ଣ ଆଶ୍ୱସ୍ତି ମିଳିଛି ବୋଲି କୁହାଯାଇ ପାରିବ ନାହିଁ।
ବିଭିନ୍ନ ପନି ପରିବାର ଦାମ ଏବେ ସାମାନ୍ୟ ହ୍ରାସ ପାଇଛି। କିନ୍ତୁ କ୍ଷୀର ଠାରୁ ଆରମ୍ଭ କରି ଡାଲି ଓ ଅନ୍ୟ ଖାଦ୍ୟ ଦ୍ରବ୍ୟର ଦାମ ବୃଦ୍ଧି ପାଇଥିବାରୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରକୁ ଯାଇଛି।
ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭% ରହିଥିବା ବେଳେ ମେ’ ମାସରେ ଏହା ୪.୨୫% ରହିଥିଲା। କିନ୍ତୁ ଖାଦ୍ୟ ସାମଗ୍ରୀ ଦାମ ବୃଦ୍ଧି ପାଇବା ଯୋଗୁ ମୁଦ୍ରାସ୍ଫୀତି ଜୁଲାଇରୁ ପୁଣି ବେକାବୁ ହୋଇଛି। ଅବଶ୍ୟ ଅଗଷ୍ଟରେ ସାମାନ୍ୟ କମିଛି।
ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ଧାର୍ଯ୍ୟର ମଧ୍ୟ ଭାଗରେ ରହିଛି। ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। ଏବେ ଏହା ୬.୮୩% ରହିଥିବାରୁ ଅର୍ଥନୀତି ପାଇଁ ଏହା ସେତେଟା ଭଲ ଖବର ନୁହେଁ।
ଅଗଷ୍ଟ ମାସରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ୭.୦୨% ରହିଥିବା ବେଳେ ସହରାଞ୍ଚଳରେ ଏହା ୬.୫୯% ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ୪ ମାସ ହେଲା ମୁଦ୍ରାସ୍ଫୀତି ଆରବିଆଇର ନିୟନ୍ତ୍ରଣ ସୀମା ମଧ୍ୟରେ ରହୁଥିଲା। ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ୪.୭% ଓ ମାର୍ଚ୍ଚରେ ଏହା ୫.୬୬% ରହିଥିଲା।
ଦେଶରେ ଉଷୁନା ଚାଉଳର ଦାମ ବୃଦ୍ଧି ପାଉଛି। ଜୁଲାଇରେ ଖାଦ୍ୟ ମୁଦ୍ରାସ୍ଫୀତି ରେକର୍ଡ ୧୧% ପହଞ୍ଚି। ଏଥିଯୋଗୁ ଖୁଚରା ମୁଦ୍ରାସ୍ଫୀତି ମଧ୍ୟ ୭.୪୪% ଛୁଇଁଛି। ଦରବୃଦ୍ଧି ଓ ମହଙ୍ଗା ମାଡ଼କୁ ଦୃଷ୍ଟିରେ ରଖି ସରକାର ଉଷୁନା ଚାଉଳ ରପ୍ତାନୀ ଉପରେ ଅତିରିକ୍ତ ଶୁଳ୍କ ଲଗାଇଥିବା କୁହାଯାଉଛି।
୨୦% ଅତିରିକ୍ତ ଶୁଳ୍କ ଲଗାଯିବାର ଅର୍ଥ ବିଦେଶ ରାଷ୍ଟ୍ରଗୁଡ଼ିକୁ ଏଣିକି ଅଧିକ ଟଙ୍କା ଦେଇ ଉଷୁନା ଚାଉଳ କିଣିବାକୁ ପଡ଼ିବ। ଫଳରେ ସେମାନେ ସେମାନଙ୍କ ଆମଦାନୀକୁ ସୀମିତ ରଖିବେ। ଏହାଦ୍ୱାରା ଭାରତରେ ଉଷୁନା ଚାଉଳ ଆବଶ୍ୟକ ମାତ୍ରାରେ ଉପଲବ୍ଧ ହେବ। ଦର ମଧ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ ବୋଲି ସରକାର ଆଶା ରଖିଛନ୍ତି।
ଏହାପୂର୍ବରୁ ଭାରତ ସରକାର ଜୁଲାଇ ୨୦ରେ ଅରୁଆ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇ ଦେଇଥିଲେ। ଫଳରେ ବିଶ୍ୱରେ ଏହାର ଦାମ ୧୨ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ହୋଇଛି। ଏବେ ଉଷୁନା ଚାଉଳ ରପ୍ତାନୀ ଉପରେ ଅତିରିକ୍ତ ଶୁଳ୍କ ଲାଗି ଥିବାରୁ ବିଶ୍ୱ ସ୍ତରରେ ପୁଣି ଦରଦାମ ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ମୁଦ୍ରାସ୍ଫୀତିକୁ ହ୍ରାସ କରିବା ସରକାରଙ୍କ ପ୍ରାଥମିକତା। ତାଙ୍କର ଏପରି ବୟାନ ପରେ ହିଁ ଉଷୁନା ଚାଉଳ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରାଯାଇଛି।
ବିଭିନ୍ନ ପନି ପରିବାର ଦାମ ବଢ଼ୁଥିବାରୁ ଏପରି ସ୍ଥିତି ଦେଖିବାକୁ ମିଳିଛି। ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୮୭% ରହିଥିବା ବେଳେ ମେ’ ମାସରେ ଏହା ୪.୨୫% ରହିଥିଲା। କିନ୍ତୁ ଖାଦ୍ୟ ସାମଗ୍ରୀ ବିଶେଷ କରି ପନିପରିବା ଦାମ ବୃଦ୍ଧି ପାଇବା ଯୋଗୁ ମୁଦ୍ରାସ୍ଫୀତି ବେକାବୁ ହୋଇଛି।
ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ଧାର୍ଯ୍ୟର ମଧ୍ୟ ଭାଗରେ ରହିଛି। ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। ଏବେ ୭.୪୪% ରହିଥିବାରୁ ଅର୍ଥନୀତି ପାଇଁ ଆଦୌ ଭଲ ଖବର ନୁହେଁ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ୪ ମାସ ହେଲା ମୁଦ୍ରାସ୍ଫୀତି ଆରବିଆଇର ନିୟନ୍ତ୍ରଣ ସୀମା ମଧ୍ୟରେ ରହୁଥିଲା। ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ୪.୭% ଓ ମାର୍ଚ୍ଚରେ ଏହା ୫.୬୬% ରହିଥିଲା। କିନ୍ତୁ ଏଥର ସବୁ କିଛି ଓଲଟ ପାଲଟ ହୋଇଯାଇଛି।
ଅନ୍ୟପକ୍ଷରେ ଚଳିତ ବର୍ଷ ଜୁଲାଇ ମାସରେ ଗ୍ରାମୀଣ ମୁଦ୍ରାସ୍ଫୀତି ୭.୬୩% ଓ ସହରର ମୁଦ୍ରାସ୍ଫୀତି ୭.୨୦% ରେକର୍ଡ କରାଯାଇଛି।
ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ଧାର୍ଯ୍ୟର ମଧ୍ୟ ଭାଗରେ ରହିଛି। ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରା ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ। ଏବେ ଏହା ୪.୨୫% ରହିଥିବାରୁ ଅର୍ଥନୀତି ପାଇଁ କିଛି ଭଲ ଖବର ଆସିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କ୍ରମାଗତ ତୃତୀୟ ମାସ ପାଇଁ ମୁଦ୍ରାସ୍ଫୀତି ଆରବିଆଇର ନିୟନ୍ତ୍ରଣ ସୀମା ମଧ୍ୟ ରହିଛି। ଏପ୍ରିଲ ମାସରେ ମୁଦ୍ରାସ୍ଫୀତି ୪.୭% ଓ ମାର୍ଚ୍ଚରେ ଏହା ୫.୬୬% ରହିଥିଲା। ମେ’ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୪.୨୫% ରହିଛି। ଏହା ୨୦୨୧ ଏପ୍ରିଲ ପରେ ସବୁଠାରୁ କମ। ୨୦୨୧ ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ୪.୨୩% ରହିଥିଲା। ଏହାପରଠାରୁ ମହଙ୍ଗା ମାଡ଼ ଲୋକଙ୍କ ଉପରେ ଦାଉ ସାଜିଥିଲା।
ଅନ୍ୟପକ୍ଷରେ ଚଳିତ ବର୍ଷ ମା’ ମାସରେ ଗ୍ରାମୀଣ ମୁଦ୍ରାସ୍ଫୀତି ୪.୧୭% ଓ ସହରର ମୁଦ୍ରାସ୍ଫୀତି ୪,୨୭% ରେକର୍ଡ କରାଯାଇଛି।
ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆଜି ୨୦୨୩ ଆର୍ଥିକ ବର୍ଷର ତୃତୀୟ କ୍ୱାର୍ଟରର ଅଭିବୃଦ୍ଧି ହାରର ତଥ୍ୟ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ୨୦୨୨-୨୩ ଆର୍ଥିକ ବର୍ଷର ୩ୟ କ୍ୱାର୍ଟରରେ ପ୍ରକୃତି ଜିଡିପିର ପରିମାଣ ୪୦.୧୯ ଲକ୍ଷ କୋଟି ରହିଛି। ୨୦୨୧-୨୦୨୨ ତୃତୀୟ କ୍ୱାର୍ଟରରେ ଏହା ୩୮.୫୧ ଲକ୍ଷ କୋଟି ରହିଥିଲା। ଏହାର ଅର୍ଥ ତୃତୀୟ କ୍ୱାର୍ଟରରେ ଅଭିବୃଦ୍ଧି ହାର ୪.୪ ପ୍ରତିଶତ ରହିଛି।
ଏଥିରେ ଆହୁରି ସଙ୍କେତ ଦିଆଯାଇଛି ଯେ ଚାଲୁ ବିତ୍ତ ବର୍ଷରେ ପ୍ରକୃତ ଜିଡିପିର ପରିମାଣ ୭% ରହିବ। ସେହିପରି ସରକାର ଆକଳନ କରିଛନ୍ତି ଯେ ନୋମିନାଲ ଜିଡିପି ଅଭିବୃଦ୍ଧି ୨୦୨୩ ଆର୍ଥିକ ବର୍ଷରେ ୧୫.୯% ରହିବ।
ଅର୍ଥନୀତିକ ବିଶାରଦମାନେ କହିଥିଲେ ଯେ ଉଚ୍ଚ ମୁଦ୍ରାସ୍ଫୀତି ଓ ୨୦୨୨ ମେ’ ମାସରୁ ବର୍ଦ୍ଧିତ ସୁଧ ହାର ଯୋଗୁ ଦେଶର ଅର୍ଥନୀତିକ ଅଭିବୃଦ୍ଧି ୪.୬% ରହିବ। ଏବେ ଏହା ୪.୪% ରହିଛି।
ସରକାରଙ୍କ ଜିଡିପି ଅଭିବୃଦ୍ଧି ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଦେଶର ଅର୍ଥନୀତିକ ଅଭିବୃଦ୍ଧି ଆକଳନ ଠାରୁ ଯଥେଷ୍ଟ ଧିମା ରହିଛି। ବିଶ୍ୱର ଅର୍ଥନୀତି ତଳକୁ ଖସୁଥିବା ବେଳେ ଭାରତର ଅଭିବୃଦ୍ଧି ନିୟନ୍ତ୍ରଣ ମଧ୍ୟରେ ରହିବ ବୋଲି ସମସ୍ତେ କହୁଥିଲେ। ହେଲେ ଏବେ ଅଭିବୃଦ୍ଧି ହାର ହ୍ରାସ ପାଇଛି।
ଏହାର ପ୍ରଭାବ ସରକାର ଆକଳନ କରିଥିବା ଜିଡିପି ଅଭିବୃଦ୍ଧି ଉପରେ ପଡ଼ିବ। ୨୦୨୩ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭% ରହିବ ବୋଲି ସରକାର ଆକଳନ କରିଥିବା ବେଳେ ଆରବିଆଇ ଏହା ୬.୮% ରହିବ ବୋଲି ପୂର୍ବାନୁମାନ କରିଛି।
ସରକାରୀ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭% ରହିଥିଲା। ଖୁଚୁରା ମହଙ୍ଗା ଦର ଜୁଲାଇରେ ୬.୭୧% ଓ ଗତବର୍ଷ ଅଗଷ୍ଟରେ ଏହା ୫.୩% ରହିଥିଲା। ଖାଦ୍ୟଶସ୍ୟ ଓ ପନିପରିବା ଦର ଦ୍ରୁତଗତିରେ ବଢ଼ୁଥିବାରୁ ମୁଦ୍ରାସ୍ଫୀତି ହାର ମଧ୍ୟ ବଢ଼ିବାରେ ଲାଗିଥିଲା। ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୭% ରହିଥିବା ବେଳେ ସେପ୍ଟେମ୍ବର ଏହା ୭.୪୧% ରେକର୍ଡ ହୋଇଥିଲା।
ସିପିଆଇ ବାସ୍କେଟର ପ୍ରାୟ ଅଧା ଅବଦାନ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ନିର୍ଭର କରେ। ସିପିଆଇ(ଗ୍ରାହକ ଦର ସୂଚକାଙ୍କ) ମୁଦ୍ରାସ୍ଫୀତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇର ଧାର୍ଯ୍ୟ ସୀମାଠାରୁ ଅଧିକ ରହିଛି। ଆରବିଆଇ ସବୁବେଳେ ଖାଦ୍ୟ ସାମଗ୍ରୀର ଖୁଚୁରା ମୁଦ୍ରାସ୍ଫୀତି ୨ରୁ ୬% ରଖିବା ଉପରେ ଗୁରୁତ୍ୱ ଦେଇଥାଏ। ଏହାଦ୍ୱାରେ ଅର୍ଥନୀତି ଉପରେ ଦରମଦାର ବୃଦ୍ଧିର ପ୍ରଭାବ କମ ହୁଏ।
କିନ୍ତୁ ମୁଦ୍ରାସ୍ଫୀତି ବୃଦ୍ଧି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ୨ ମାସ ଧରି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ଥିବା ବେଳେ ଏବେ ଏହା ୬.୫୨% ପାର କରିଛି। ଏହା ପୂର୍ବରୁ ଅକ୍ଟୋବରରେ ମୁଦ୍ରାସ୍ଫୀତି ରେକର୍ଡ ୬.୭୭%ରେ ପହଞ୍ଚିଥିଲା।
ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହିଁ ମୁଦ୍ରାସ୍ଫୀତି ରେକର୍ଡସ୍ତରରେ ପହଞ୍ଚିବାର ମୁଖ୍ୟ କାରଣ। ଖାଦ୍ୟ ମୁଦ୍ରାସ୍ଫୀତି ଡିସେମ୍ବରରେ ୪.୧୯% ଥିବା ବେଳେ ଜାନୁଆରୀରେ ଏହା ୫.୯୪% ଛୁଇଁଛି।
ଏଠାରେ ପେଟ୍ରୋଲ ଲିଟର ଶ୍ରୀଲଙ୍କା ମୁଦ୍ରାରେ ୨୫୦ ଛୁଁଇଛି। ଗତ ୭ ବର୍ଷ ମଧ୍ୟରେ ଦଣିଣ ଏସିଆର ଦ୍ୱୀପଭିତ୍ତିକ ଦେଶ ଶ୍ରୀଲଙ୍କା ସବୁଠଶରୁ ବଡ଼ ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଛି। ଦେଶରେ ଖାଦ୍ୟ ସାମଗ୍ରୀ ଏବଂ ରନ୍ଧନ ଗ୍ୟାସ ସମସ୍ୟା ଜଟିଳ ହୋଇଛି। ଜାଳେଣି ପାଇଁ ତେଲ ଓ କିରୋସିନି ନମିଳିବାରୁ ଦେଶ ବ୍ୟାପୀ ଆନ୍ଦୋଳନ ହୋଇଛି। ସୋମବାର ରାଜଧାନୀ କଲମ୍ବୋର ମୁଖ୍ୟ ରାସ୍ତା ଗୁଡ଼ିକୁ ଲୋକେ ଅବରୋଧ କରି ଆନ୍ଦୋଳନ କରିଥିଲେ। ଫଳରେ ଶ୍ରୀଳଙ୍କା ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ପ୍ରତି ତୈଳ ଷ୍ଟେସନରେ ସେନା ନିୟୋଜନ କରି ତୈଳ ପରିବହନ ଉପରେ ନିଘା ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ସେହିପରି ତୈଳ କଳାବାଜରୀ କରୁଥିବା ବେପାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଏନେଇ ଶ୍ରୀ ଲଙ୍କା ସରକାରଙ୍କ ମୁଖପାତ୍ର ରମେଶ ପାଠିରାଣା କହିଛନ୍ତି। ରୋଷେଇ କରିବାରକୁ ଗ୍ୟାସ ଏବଂ କିରୋସିନି ଅଭାବ ଥିବାରୁ ମହିଳାମାନେ ଏକ ଟୁରିଷ୍ଟ କୋଚ ବସକୁ ଅଟକାଇ ଆନ୍ଦୋଳନ କରିଥିବା ଦେଖାଦେଛି। ରାଜ୍ୟ ଦ୍ୱାରା ପରିଚାଳିତ ପେଟ୍ରୋଲ ସେୟଲୋନ୍ ପେଟ୍ରୋଲିୟମ କର୍ପୋରେସ୍ର ଡିପୋରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।
ଦେଶର ୨୨ ମିଲିଅନ ଲୋକଙ୍କୁ ସବସିଡ୍ରେ ତୈଳ ଯୋଗା ଯାଇଥାଏ। ଦେଶର ଅର୍ଥନୈତିକ ସଙ୍କଟ ନେଇ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସ ବୁଧବାର ସର୍ବଦଳୀୟ ବୈଠକ ଡାକିଛନ୍ତି। ତେବେ ଏହି ବୈଠକକୁ ବିରୋଧୀ ଦଳ ନେତା ବର୍ଜନ କାରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଦେଶରୁ ଆବଶ୍ୟକ ଜିନିଷ ପତ୍ର ଆମଦାନୀ ନିମନ୍ତେ ଦେଶ ପାଖରେ ଆବଶ୍ୟକ ବିନିମୟ ଭଣ୍ଡାର (ଡଲାର) ନାହିଁ। ଡଲାର ଅଭାବ ଯୋଗୁଁ ଶ୍ରୀଲଙ୍କା ସରକାର ବିଦେଶରୁ ଇନ୍ଧନ, ଔଷଧ, ଖାଦ୍ୟ ଓ କାଗଜ ଆମଦାନୀ କରିପାରୁ ନାହାନ୍ତି। ଦେଶରେ କାଗଜର ଅଭାବ ଯୋଗୁଁ ମୁଦ୍ରଣ କାମ ବନ୍ଦ ହୋଇଯାଇଛି। ଏପରିକି ପିଲାଙ୍କ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ମୁଦ୍ରଣ କରିବା ଅସମ୍ଭବ ହୋଇପଡିଛି। ଫଳରେ କିଛି ଦିନ ପୂର୍ବେ ଶ୍ରୀଲଙ୍କାର ପଶ୍ଚିମାଞ୍ଚଳ ରାଜ୍ୟରେ ସ୍କୁଲ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।
ତେଲ କମ୍ପାନୀ ଇଣ୍ଡିଆନ୍ ଓଏଲର ଓ୍ୱେବସାଇଟ୍ ଅନୁୟାୟୀ ବୁଧବାର ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ବଢ଼ିବା ପରେ ୮୩ ଟଙ୍କା ୯୭ ପଇସା ହୋଇଥିବା ବେଳେ ଡିଜେଲ ଦର ୭୪ ଟଙ୍କା ୧୨ ପଇସା ହୋଇଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ ୮୪ ଟଙ୍କା ୬୧ ପଇସା ହୋଇଥିବା ବେଳେ ଡିଜେଲ ଦାମ ୮୦ ଟଙ୍କା ୭୪ ପଇସା ହୋଇଛି। ନୋଏଡାରେ ପେଟ୍ରୋଲ ୮୩.୮୮ ପଇସା ହୋଇଥିବା ବେଳେ ଡିଜେଲ ଦର ୭୪.୫୫ ପଇସା ରହିଛି।
ପଢ଼ନ୍ତୁ : ଜାନୁଆରୀରୁ ୧ କୋଟି ସରକାରୀ କର୍ମଚାରୀ ଅଧିକ ଦରମା ପାଇବେ !
ସରକାରଙ୍କ ଦ୍ୱାରା ପ୍ରକାଶିତ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ)ର ରିପୋର୍ଟରୁ ଏହା ଜଣାପଡ଼ିଛି। ସେପ୍ଟେମ୍ବର ୨୦୨୦ରେ ପ୍ରକାଶ ପାଇଥିବା ଖୁଚୁରା ମୁଦ୍ରାସ୍ଫୀତି ରିପୋର୍ଟ ଅନୁଯାୟୀ ଦର ୭.୨୭ ପ୍ରତିଶତ ଥିଲା। ତେବେ ଅକ୍ଟୋବର ୨୦୧୯ରେ ମୁଦ୍ରାସ୍ଫୀତି ହାର ୪.୬୨ ପ୍ରତିଶତ ଥିଲା। କ୍ରମାଗତ ଦ୍ୱିତୀୟ ମାସ ପାଇଁ ଖୁଚୁରା ମୁଦ୍ରାସ୍ଫୀତି ସାତ ପ୍ରତିଶତରୁ ଅଧିକ ହୋଇଛି।
ମୁଦ୍ରାସ୍ଫୀତିର ବୃଦ୍ଧି ମୁଖ୍ୟତଃ ଖାଦ୍ୟ ସାମଗ୍ରୀର ଦାମ ବୃଦ୍ଧି ପାଇଁ ହୋଇଥାଏ। ଗ୍ରାହକ ଖାଦ୍ୟ ମୂଲ୍ୟ ସୂଚକାଙ୍କ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବରରେ ଅଭିବୃଦ୍ଧି ୧୦.୬୮ ପ୍ରତିଶତ ଥିଲା ହେଲେ ଅକ୍ଟୋବରରେ ଏହା ୧୧.୦୭ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ଗତବର୍ଷ ଅକ୍ଟୋବରରେ ଏହା ୪.୬୨ ପ୍ରତିଶତ ଥିଲା। ସେହିପରି ବର୍ଷକ ମଧ୍ୟରେ ପନିପରିବା ଦର ୨୨.୫୧ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମଣିଷର ଶାରୀରିକ ବିକାଶ ପାଇଁ ପ୍ରୋଟିନର ଆବଶ୍ୟକ ହୋଇଛି। ପ୍ରୋଟିନର ମୂଳ ଉତ୍ସ ମାଛ, ମାଂସ ଭଳି ଖାଦ୍ୟ ସାମଗ୍ରୀରେ ରହିଛି। ଅକ୍ଟୋବର ମାସର ମୁଦ୍ରାସ୍ଫୀତି ରିପୋର୍ଟ ଅନୁଯାୟୀ ଏହାର ଦରଦାମ ୧୮.୭୦ ପ୍ରତିଶତ ବୃଦ୍ଧି ପାଇଛି। ଯେଉଁଥିରେ ଅଣ୍ଡାର ଦାମ ୨୨.୮୧ ପ୍ରତିଶତ ଅଧିକ ହୋଇଛି। ମାସେ ପୂର୍ବରୁ ଅର୍ଥାତ୍ ସେପ୍ଟେମ୍ବରରେ ମୁଦ୍ରାସ୍ପୀତି ୧୭.୬୦ ପ୍ରତିଶ ତ ଥିବା ବେଳେ ଅଣ୍ଡାର ଦାମ ୧୫.୪୭ ପ୍ରତିଶତ ବୃଦ୍ଧି ପାଇଥିଲା।
ସେହିଭଳି କ୍ଷୀର ଏବଂ ଦୁଗ୍ଧଜାତ ସାମଗ୍ରୀର ମୁଦ୍ରାସ୍ଫୀତି ମାସକ ପୂର୍ବରୁ ୫.୬୪ ପ୍ରତିଶତ ଥିବା ବେଳେ ଏବେ ୫.୨୦ ପ୍ରତିଶତକୁ ଖସି ଆସିଛି।
ଆଗକୁ ପଢ଼ନ୍ତୁ : ଶୀତଦିନେ ଖାଆନ୍ତୁ ଏହିସବୁ ଫଳ: ଛୁଇଁବନି ରୋଗ