ମହାଭାରତର ସବୁଠାରୁ ମଜଭୁତ ଚରିତ୍ର କର୍ଣ୍ଣଙ୍କ ଉପରେ ଆଧାରିତ ଫିଲ୍ମ ‘ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣ’ ଜରିଆରେ ସେ ବଲିଉଡ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହି ଫିଲ୍ମ ଜରିଆରେ ସେ ଡେବ୍ୟୁ କରିବା ସହ ଫିଲ୍ମର ଗୀତ, ଡାଏଲଗ, ସ୍କ୍ରିନ ପ୍ଲେ ସବୁ କିଛି ସେ ନିଜେ ଲେଖିଥିବା ମଧ୍ୟ କହିଛନ୍ତି।
ବାସୁଭଗନାନୀଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମର ଟିଜର ପୋଷ୍ଟର ମଧ୍ୟ ରିଲିଜ ହୋଇସାରିଛି। ଫଲ୍ମରେ କୁମାରଙ୍କ ବିଶ୍ୱାସଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ହିନ୍ଦୀ, ତେଲୁଗୁ, ତାମିଲ, କାନ୍ନାଡା, ମାଲାୟଲାମ ଆଦି ଭାଷାରେ ଫିଲ୍ମଟି ରିଲିଜ ହେବ।
View this post on Instagram