ବାପା ବିରୁଦ୍ଧରେ ଭୋଟ୍ ଦେବେ ପୁଅ! ମାଟି ବିରୁଦ୍ଧରେ ଭୋଟ୍ ଦେବେ ବିଧାୟକ? ରାଜନୀତି ଚିହ୍ନେନି ରକ୍ତ! ମାଟି ବି ହୁଏ ପର? ମାଟି ଓ ପାର୍ଟି କଥା ବହୁତ କୁହନ୍ତି ରାଜନୈତିକ ଦଳ। ହେଲେ କ୍ଷମତା ଆଗରେ ନା ମାଟି, ରାସ୍ତା ଅଟକାଇପାରେ ନା’ ରାଜନୀତି ଆଗରେ ରକ୍ତର ସମ୍ପର୍କ ବାଟ ଓଗାଳିପାରେ।https://youtu.be/JYjJdiZAFnE
]]>