ପରୀକ୍ଷଣ ହେଲା ‍QR_SAM; ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ର ଓ ଟ୍ୟାଙ୍କକୁ ଆଖି ପିଛୁଳାକେ କରିବ ଟାର୍ଗେଟ୍‌ 

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ୩ନଂ ଲଞ୍ଚ୍‌ ପ୍ୟାଡରୁ  ଆଜି ୧୨ଟା ୩୯ ମିନିଟ୍‌ରେ କ୍ଷିପ୍ର କ୍ଷେପଣାସ୍ତ୍ର QR-SAM ବା (କୁଇକ୍ ରିଆକ୍ସନ ସରଫେସ୍ ଟୁ ଏୟାର ମିସାଇଲ୍)ର ପରୀକ୍ଷଣ କରାଯାଇଛି। ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ୱଳ୍ପ ଦୂରଗାମୀ ‘କୁଇକ୍ ରିଆକ୍ସନ ମିସାଇଲ୍‌’ର ପରୀକ୍ଷା କରାଯାଇଛି। ଇସ୍ରାଇଲ ଓ ଭାରତର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ୯ କିଲୋମିଟର ଉଚ୍ଚତା ମଧ୍ୟରେ ୩୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। କ୍ଷେପଣାସ୍ତ୍ରଟି ଟ୍ୟାଙ୍କ୍, ଯୁଦ୍ଧ […]

baleswar

baleswar

Rakesh Mallick
  • Published: Sunday, 04 June 2017
  • Updated: 04 June 2017, 02:21 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ୩ନଂ ଲଞ୍ଚ୍‌ ପ୍ୟାଡରୁ  ଆଜି ୧୨ଟା ୩୯ ମିନିଟ୍‌ରେ କ୍ଷିପ୍ର କ୍ଷେପଣାସ୍ତ୍ର QR-SAM ବା (କୁଇକ୍ ରିଆକ୍ସନ ସରଫେସ୍ ଟୁ ଏୟାର ମିସାଇଲ୍)ର ପରୀକ୍ଷଣ କରାଯାଇଛି। ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ୱଳ୍ପ ଦୂରଗାମୀ ‘କୁଇକ୍ ରିଆକ୍ସନ ମିସାଇଲ୍‌’ର ପରୀକ୍ଷା କରାଯାଇଛି।

ଇସ୍ରାଇଲ ଓ ଭାରତର ମିଳିତ ଉଦ୍ୟମରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ୯ କିଲୋମିଟର ଉଚ୍ଚତା ମଧ୍ୟରେ ୩୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। କ୍ଷେପଣାସ୍ତ୍ରଟି ଟ୍ୟାଙ୍କ୍, ଯୁଦ୍ଧ ବିମାନ ଓ ଶତ୍ରୁ ପକ୍ଷର ଏୟାରକ୍ରାଫ୍ଟକୁ ଟାର୍ଗେଟ୍ କରିପାରିବ।

ଏହାର ଲମ୍ବ ୪୫୫୦ ମିଲିମିଟର, ଓସାର ୨୨୫ ମିଲିମିଟର ଓ ଓଜନ ୨୭୫ କିଲୋଗ୍ରାମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story