ଢେଙ୍କାନାଳ: ବିକ୍ରି ବେଳେ ୧୦ ଦିନର ଶିଶୁକନ୍ୟା ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦ ଦିନର ଶିଶୁ କନ୍ୟାକୁ ବିକ୍ରି ପାଇଁ ଉଦ୍ୟମ କରାଯାଉଥିବା ବେଳେ ଉଦ୍ଧାର କରାଯାଇଛି। ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ କଲ୍ୟାଣ ସମିତି ସଦସ୍ୟମାନେ ଚିକିତ୍ସାଳୟରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। ଆଉ କେହି ନୁହେଁ ନିଜ ଜନ୍ମ କଲା ବାପା ଶିଶୁଟିକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲା। ତେବେ ଶିଶୁ ବିକ୍ରି ଘଟଣା ଜଣାପଡିବା ପରେ ତା’ର ବାପା ଚିକିତ୍ସାଳୟରୁ ଫେରାର ହୋଇଯାଇଛି। ଏବେ ଶିଶୁଟିକୁ […]

child

child

Rakesh Mallick
  • Published: Saturday, 01 October 2016
  • Updated: 01 October 2016, 08:51 PM IST

Sports

Latest News

childଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦ ଦିନର ଶିଶୁ କନ୍ୟାକୁ ବିକ୍ରି ପାଇଁ ଉଦ୍ୟମ କରାଯାଉଥିବା ବେଳେ ଉଦ୍ଧାର କରାଯାଇଛି। ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ କଲ୍ୟାଣ ସମିତି ସଦସ୍ୟମାନେ ଚିକିତ୍ସାଳୟରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। ଆଉ କେହି ନୁହେଁ ନିଜ ଜନ୍ମ କଲା ବାପା ଶିଶୁଟିକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲା। ତେବେ ଶିଶୁ ବିକ୍ରି ଘଟଣା ଜଣାପଡିବା ପରେ ତା’ର ବାପା ଚିକିତ୍ସାଳୟରୁ ଫେରାର ହୋଇଯାଇଛି। ଏବେ ଶିଶୁଟିକୁ ଗୋବିନ୍ଦପୁର ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନରେ ରଖାଯାଇଛି।

ସୂଚନାଯୋଗ୍ୟ, ଶିଶୁଟି ତା’ ମାଆବାପାଙ୍କର ପଞ୍ଚମ କନ୍ୟା ଥିଲା। ଫଳରେ ତା’ର ବାପା ମାତ୍ର ୩୦୦ ଟଙ୍କାରେ ଶିଶୁଟିକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲା। ଏ ସମ୍ପର୍କରେ ସୂଚନା ପାଇ ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ କଲ୍ୟାଣ ସମିତି ସଦସ୍ୟମାନେ ଚିକିତ୍ସାଳୟରେ ପହଞ୍ଚି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story