ପୁଣି ୧୦ ମେଣ୍ଢାକୁ ମାରିଲା ଅଜଣା ଜନ୍ତୁ

ଭଞ୍ଜନଗର: କଟକ ନିଆଳି ପରେ ଗଞ୍ଜାମ ଭଞ୍ଜନଗର ଅଞ୍ଚଳରେ ଲାଗି ରହିଛି ଅଜଣା ଜନ୍ତୁ ଆତଙ୍କ। ଏଠାରେ ବି ଟାର୍ଗେଟରେ ରହିଛନ୍ତି ମେଣ୍ଢା। ଗତକାଲି ବିଳମ୍ବିତ ରାତିରେ  ଅଜଣା ଜନ୍ତୁ ଆକ୍ରମଣରେ କୁପାଟି ଗାଁରେ ୧୦ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ମେଣ୍ଢା ଗୁରୁତର ରହିଛି ଓ ୨ଟି ମେଣ୍ଢା ଗାଏବ ହୋଇଯାଇଛନ୍ତି। ଦିନକ ତଳେ ଏହି ଅଞ୍ଚଳର ବଡ଼ପଥରା ଗାଁରେ ମଧ୍ୟ ଅଜଣା ଜନ୍ତୁ ଆକ୍ରମଣରେ ୧୨ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। ଅଧିକାଂଶ ମେଣ୍ଢାଙ୍କ […]

sheep

sheep

Rakesh Mallick
  • Published: Monday, 10 July 2017
  • Updated: 10 July 2017, 02:03 PM IST

ଭଞ୍ଜନଗର: କଟକ ନିଆଳି ପରେ ଗଞ୍ଜାମ ଭଞ୍ଜନଗର ଅଞ୍ଚଳରେ ଲାଗି ରହିଛି ଅଜଣା ଜନ୍ତୁ ଆତଙ୍କ। ଏଠାରେ ବି ଟାର୍ଗେଟରେ ରହିଛନ୍ତି ମେଣ୍ଢା।

ଗତକାଲି ବିଳମ୍ବିତ ରାତିରେ  ଅଜଣା ଜନ୍ତୁ ଆକ୍ରମଣରେ କୁପାଟି ଗାଁରେ ୧୦ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ମେଣ୍ଢା ଗୁରୁତର ରହିଛି ଓ ୨ଟି ମେଣ୍ଢା ଗାଏବ ହୋଇଯାଇଛନ୍ତି। ଦିନକ ତଳେ ଏହି ଅଞ୍ଚଳର ବଡ଼ପଥରା ଗାଁରେ ମଧ୍ୟ ଅଜଣା ଜନ୍ତୁ ଆକ୍ରମଣରେ ୧୨ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। ଅଧିକାଂଶ ମେଣ୍ଢାଙ୍କ ବେକରେ ଦାନ୍ତ ଫୁଟାଇ ମରାଯାଇଥିବା ଜଣାପଡ଼ିଛି। ଯାହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ବନବିଭାଗ ମଧ୍ୟ ଅଜଣା ଜନ୍ତୁକୁ ଖୋଜିବାକୁ ଉଦ୍ୟମ କରୁଛି।

ଗତକାଲି  ନିଆଳି ଅଞ୍ଚଳରୁ ଏକ ଅଜଣା ଜନ୍ତୁକୁ ଡିହସିଠାଳ ଗ୍ରାମବାସୀ ଧରିଥିଲେ। ଘଟଣାସ୍ଥଳରୁ ଅନ୍ୟ ୪ଟି ଜନ୍ତୁ ଖସି ପଳାଇଥିଲେ।  ଗ୍ରାମବାସୀ ଏହି ଅଜଣା ଜନ୍ତୁକୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ।  ବନ ବିଭାଗ ଏହି ଜନ୍ତୁକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଠାଇ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story