ରାଜ୍ୟରେ ୧୦୦ ଓ ୫୦୦ ଟଙ୍କିଆ ନୋଟ୍‌ର ଘୋର ଅଭାବ: ଅର୍ଥ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ୧୦୦ ଓ ୫୦୦ ଟଙ୍କିଆ ନୋଟ୍‌ର ଘୋର ଅଭାବ ରହିଛି। ରିଜର୍ଭ ବ୍ୟାଙ୍କ ମାତ୍ର ଚାରି ପାଞ୍ଚ ଦିନର ବଣ୍ଟନ ପାଇଁ ଟଙ୍କା ଗଚ୍ଛିତ ରଖିଛନ୍ତି ବୋଲି ଆଜି ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।  ରାଜ୍ୟରେ ବିମୁଦ୍ରାକରଣର ପ୍ରଭାବ ଉପରେ ଆଜି ବିଧାନସଭାରେ ତଥ୍ୟ ରଖି ସେ ଏହା କହିଛନ୍ତି। ସେ କହିଥିଲେ,“ବ୍ୟାଙ୍କଗୁଡ଼ିକ ଯେତିକି ପରିମାଣରେ ନଗଦ ଅର୍ଥ ଦରକାର ପଡୁଛି ତା’ର ମାତ୍ର ଏକ ତୃତୀୟାଂଶ ପାଉଛନ୍ତି। କ୍ଷୁଦ୍ର ଓ ନାମମାତ୍ର […]

pradeepamata

pradeepamata

Rakesh Mallick
  • Published: Friday, 09 December 2016
  • Updated: 10 December 2016, 07:51 PM IST

Sports

Latest News

pradeepamataଭୁବନେଶ୍ୱର: ରାଜ୍ୟରେ ୧୦୦ ଓ ୫୦୦ ଟଙ୍କିଆ ନୋଟ୍‌ର ଘୋର ଅଭାବ ରହିଛି। ରିଜର୍ଭ ବ୍ୟାଙ୍କ ମାତ୍ର ଚାରି ପାଞ୍ଚ ଦିନର ବଣ୍ଟନ ପାଇଁ ଟଙ୍କା ଗଚ୍ଛିତ ରଖିଛନ୍ତି ବୋଲି ଆଜି ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି।  ରାଜ୍ୟରେ ବିମୁଦ୍ରାକରଣର ପ୍ରଭାବ ଉପରେ ଆଜି ବିଧାନସଭାରେ ତଥ୍ୟ ରଖି ସେ ଏହା କହିଛନ୍ତି।

ସେ କହିଥିଲେ,“ବ୍ୟାଙ୍କଗୁଡ଼ିକ ଯେତିକି ପରିମାଣରେ ନଗଦ ଅର୍ଥ ଦରକାର ପଡୁଛି ତା’ର ମାତ୍ର ଏକ ତୃତୀୟାଂଶ ପାଉଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଆସନ୍ତା ରବି ଫସଲ ନିମନ୍ତେ ଦରକାର କରୁଥିବା ନଗଦ ରାଶି ପାଇ ପାରୁ ନାହାନ୍ତି। ପ୍ରାଥମିକ କୃଷି ଋଣ ସମିତି ଓ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କମାନେ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଜମା ନେଇ ପାରୁ ନାହାନ୍ତି। ରବି ଫସଲ କାର୍ଯ୍ୟରେ କୃଷକମାନେ ପ୍ରଭାବିତ ହୋଇପାରନ୍ତି।”

ଅର୍ଥ ମନ୍ତ୍ରୀ କହିଥିଲେ,“ରାଜ୍ୟର ବହୁ ଅଞ୍ଚଳରେ ଆବଶ୍ୟକ ଇଣ୍ଟରନେଟ୍ ସୁବିଧା ନ ଥିବାରୁ ଲୋକମାନେ ନଗଦ କାରବାର ବଦଳରେ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ଆପଣାଇ ପାରୁ ନାହାନ୍ତି। ଡିଜିଟାଲ୍ ପେମେଣ୍ଟର ଭିତ୍ତିଭୂମି ଦୁର୍ବଳ ରହିଥିବା ବେଳେ ଏହାର ବ୍ୟବହାର ସଂପର୍କରେ ଜନସାଧାରଣ ସଚେତନ ନାହାନ୍ତି।”

ସେ କହିଥିଲେ,“ଓଡ଼ିଶାର ୭୦ ପ୍ରତିଶତ ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୪୭ ପ୍ରତିଶତ ଗ୍ରାମବାସୀମାନଙ୍କ ପାଖରେ ବ୍ୟାଙ୍କ ଶାଖା ସୁବିଧା ଉପଲବ୍ଧ ହୋଇପାରିନାହିଁ। ମୋବାଇଲ୍ ଓ ଇଣ୍ଟରନେଟ୍‌ର ଉପଲବ୍ଧତା ଭଳି ବିଭିନ୍ନ ସମସ୍ୟା ଯୋଗୁଁ ବ୍ୟାଙ୍କିଙ୍ଗ୍ କରେସ୍‌ପଣ୍ଡେଣ୍ଟ୍‌ ମାନେ ମଧ୍ୟ ସକ୍ରିୟ ହୋଇପାରୁ ନାହାନ୍ତି। ଏହି କାରଣରୁ ବିମୁଦ୍ରାକରଣ ସମସ୍ୟାର ନିରାକରଣ ପାଇଁ ନିଆଯାଇଥିବା ପଦକ୍ଷେପର ସୁବିଧା ଗ୍ରାମବାସୀମାନେ ପାଇ ପାରୁ ନାହାନ୍ତି।”

ପ୍ରଦୀପ ଅମାତ କହିଥିଲେ,“କୃଷକ ତଥା କ୍ଷୁଦ୍ର ବ୍ୟବସାୟୀମାନଙ୍କ ବ୍ୟାଙ୍କ ଖାତା ସାଧାରଣତଃ ସମବାୟ ସଂସ୍ଥା ଓ ବ୍ୟାଙ୍କ ଗୁଡ଼ିକରେ ଅଛି। ମୁଦ୍ରାର ଅଭାବ ସେମାନଙ୍କ ଜୀବିକା ଓ ବ୍ୟବସାୟକୁ ପ୍ରଭାବିତ କରୁଛି। ଏହା ରାଜ୍ୟର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଖାଉଟି ମାନଙ୍କର ଚାହିଦା ମଧ୍ୟ ଏଥିଯୋଗୁଁ କମୁଛି।”

ସୂଚନାଯୋଗ୍ୟ, ବିମୁଦ୍ରାକରଣକୁ ନେଇ ଆଜି ବିଧାନସଭା ତାତି ଥିଲା। ଉଭୟ ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ସ୍ୱର ଏକ ହୋଇଥିଲା। ଅଚଳାବସ୍ଥା ଯୋଗୁଁ ଗୃହ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story