ଆସନ୍ତାକାଲିଠୁ ଆରମ୍ଭ ହେବ ୧୦୦ଟି ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର:ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ୧୦୦ଟି ଇଂରାଜୀ ମାଧ୍ୟମ ସ୍କୁଲ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାଁରେ ନାମିତ ଏହି ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ଶହେଟି ବ୍ଲକରେ ଖୋଲାଯିବ ୧୦୦ଟି ସ୍କୁଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜଳିରୁ ଏହି ଯୋଜନାର ଶୁଭାରମ୍ଭ କରିବେ। ଚଳିତବର୍ଷ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପାଠପଢା ହେବ। ୧୪ଟି ପଛୁଆ ଜିଲ୍ଲାରେ ଶହେଟି ବ୍ଲକରେ ଏହି ସବୁ ସ୍କୁଲ ପ୍ରତିଷ୍ଠା କରାଯାଇଛି। ପରେ ସମସ୍ତ ବ୍ଲକ୍‌ରେ ଏହି […]

odisha ardrsha bidyalaya

odisha ardrsha bidyalaya

Rakesh Mallick
  • Published: Monday, 04 April 2016
  • Updated: 05 April 2016, 02:37 AM IST

Sports

Latest News

odisha ardrsha bidyalaya 2ଭୁବନେଶ୍ୱର:ଆସନ୍ତାକାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ୧୦୦ଟି ଇଂରାଜୀ ମାଧ୍ୟମ ସ୍କୁଲ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାଁରେ ନାମିତ ଏହି ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ଶହେଟି ବ୍ଲକରେ ଖୋଲାଯିବ ୧୦୦ଟି ସ୍କୁଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜଳିରୁ ଏହି ଯୋଜନାର ଶୁଭାରମ୍ଭ କରିବେ। ଚଳିତବର୍ଷ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ପାଠପଢା ହେବ। ୧୪ଟି ପଛୁଆ ଜିଲ୍ଲାରେ ଶହେଟି ବ୍ଲକରେ ଏହି ସବୁ ସ୍କୁଲ ପ୍ରତିଷ୍ଠା କରାଯାଇଛି। ପରେ ସମସ୍ତ ବ୍ଲକ୍‌ରେ ଏହି ଆଦର୍ଶ ସ୍କୁଲ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସ୍କୁଲରେ ଏସ୍‌ଏସି ଓ ଏସ୍‌ଟି ଏବଂ ଝିଅପିଲାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳ ସାଧାରଣବର୍ଗଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି।

ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଦେବୀପ୍ରସାଦ ମିଶ୍ର,“ଏଥିପାଇଁ ସ୍କୁଲର ଲୋଗୋ, ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଓ ପୁସ୍ତକ ପ୍ରସ୍ତୁତ ହୋଇସାରିଛି। ଏହି ବିଦ୍ୟାଳୟରେ ଇନଫର୍ମେସନ କମ୍ୟୁନିକେଶନ ଟେକ୍ନୋଲୋଜିର ବ୍ୟବହାର, ଶିକ୍ଷା ଲାଗି ଉତ୍ତମ ପରିବେଶ, ଉପଯୁକ୍ତ ପାଠ୍ୟକ୍ରମ ଓ ଭଲ ରେଜଲ୍ଟ ଉପରେ ଗୁରୁତ୍ୱ ଦିଆଯିବ। ଗଣିତ, ବିଜ୍ଞାନ ଓ ଇଂରାଜୀ ବିଷୟ ଫୋକସ୍‌ରେ ରହିବ। ଜାତୀୟସ୍ତରର ପ୍ରବେଶିକା ପରୀକ୍ଷାଗୁଡିକରେ ଛାତ୍ରଛାତ୍ରୀ ଯେପରି ଭଲ ପ୍ରଦର୍ଶନ କରିବେ ତାକୁ ଦୃଷ୍ଟିରେ ରଖି ଇଂରାଜି ମାଧ୍ୟମରେ ଶିକ୍ଷାଦାନ କରାଯିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।”

ସୂଚନାଯୋଗ୍ୟ, ଆଦର୍ଶ ବିଦ୍ୟାଳୟରେ ପଢିବା ଲାଗି ୮୮,୩୧୮ ପିଲା ଆବେଦନ କରିଥିବା ବେଳେ ୨୪ ହଜାର ପିଲାଙ୍କୁ ସୁଯୋଗ ମିଳିଛି। ପିଲାଙ୍କୁ ସ୍କୁଲ ପକ୍ଷରୁ ୟୁନିଫର୍ମ ଓ ପୁସ୍ତକ ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story