୧୫ରେ କନ୍ଧମାଳ ଯିବ କଂଗ୍ରେସ ବିଧାୟକ ଦଳ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ କଂଗ୍ରେସ ବିଧାୟକ ଦଳ କନ୍ଧମାଳ ଜିଲ୍ଲା ଗସ୍ତ କରିବେ। କୁର୍ତ୍ତମଗଡ଼ରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୬ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ ବିଶେଷ ତଥ୍ୟ ଆଦାୟ ପାଇଁ ସରକାରୀ ଅଫିସରଙ୍କ ସହ ଆଲୋଚନା କରିବେ ବୋଲି ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସେ କହିଛନ୍ତି,“କନ୍ଧମାଳ ଘଟଣାର ଏସ୍‌ଆଇଟି ଅନୁସନ୍ଧାନ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି । ମୁଁ ବୁଝି ପାରୁ […]

narasing mishra

narasing mishra

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 01:40 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ କଂଗ୍ରେସ ବିଧାୟକ ଦଳ କନ୍ଧମାଳ ଜିଲ୍ଲା ଗସ୍ତ କରିବେ। କୁର୍ତ୍ତମଗଡ଼ରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୬ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟଣା ସମ୍ପର୍କରେ ବିଶେଷ ତଥ୍ୟ ଆଦାୟ ପାଇଁ ସରକାରୀ ଅଫିସରଙ୍କ ସହ ଆଲୋଚନା କରିବେ ବୋଲି ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ସେ କହିଛନ୍ତି,“କନ୍ଧମାଳ ଘଟଣାର ଏସ୍‌ଆଇଟି ଅନୁସନ୍ଧାନ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି । ମୁଁ ବୁଝି ପାରୁ ନାହିଁ ଏହି ଘଟଣା ପାଇଁ ମାମଲା ଦାୟର ହୋଇଛି କି ନାହିଁ? ଯଦି ମାମଲା ରୁଜୁ ହୋଇ ନାହିଁ ତଦନ୍ତ କ’ଣ ହେବ? ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ବୋଲି ଅଭିଯୋଗ ଆସିଛି। ଅତଏବ ତାଙ୍କ ବିରୋଧରେ ଆଡିସନାଲ୍ ଡିଜି ନିରପେକ୍ଷ ତଦନ୍ତ କରି ପାରିବେ ତ? ବିରୋଧୀ ଦଳ ଦାବି କରୁଛି ହାଇକୋର୍ଟର ତତ୍ତ୍ୱାବଧାନରେ ଯଦି ଏସ୍‌ଆଇଟି ଗଠନ କରାଯାଏ ତାହାହେଲେ ନିରପେକ୍ଷ ତଦନ୍ତ ସମ୍ଭବ ହେବ ଓ ଏହି ଘଟଣା ପାଇଁ କିଏ ଦୋଷୀ ବା ଦାୟୀ ପଦାକୁ ଆସିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story