କମୁନି ଦାଦନ ଦୁଃଖ: ଦୁଇ ଦିନରେ ୧୯୦ ଦାଦନ ଉଦ୍ଧାର

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାରୁ ଦାଦନ ଦୁଃଖ ହଟୁନାହିଁ। ଏଥିପାଇଁ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଥିବା ସତ୍ତ୍ୱେ ଲୋକେ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି। ଗୋଟିଏ ଦିନରେ ସମଗ୍ର ଜିଲ୍ଲାରୁ ୧୯୦ ଜଣ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି। ଚାଷ ନଷ୍ଟ ହୋଇଯାଇଥିବାରୁ ପରିବାର ଭରଣ ପୋଷଣ ପାଇଁ ସେମାନେ ରାଜ୍ୟ ବାହାରକୁ ଯାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଦୁଇ ଜଣ ସର୍ଦ୍ଦାରଙ୍କୁ ଗିରଫ କରିଛି। ଗତକାଲି ରାତିରେ ପୋଲିସ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 04:32 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାରୁ ଦାଦନ ଦୁଃଖ ହଟୁନାହିଁ। ଏଥିପାଇଁ ରାଜ୍ୟ ସରକାର ପ୍ୟାକେଜ୍ ଘୋଷଣା କରିଥିବା ସତ୍ତ୍ୱେ ଲୋକେ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି। ଗୋଟିଏ ଦିନରେ ସମଗ୍ର ଜିଲ୍ଲାରୁ ୧୯୦ ଜଣ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଛି। ଚାଷ ନଷ୍ଟ ହୋଇଯାଇଥିବାରୁ ପରିବାର ଭରଣ ପୋଷଣ ପାଇଁ ସେମାନେ ରାଜ୍ୟ ବାହାରକୁ ଯାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଦୁଇ ଜଣ ସର୍ଦ୍ଦାରଙ୍କୁ ଗିରଫ କରିଛି।

ଗତକାଲି ରାତିରେ ପୋଲିସ ବେଲପଡା ବ୍ଲକ ରେଙ୍ଗାଲି ସ୍କୁଲ ବାରଣ୍ଡାରୁ ୨୦ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ସେଠାରେ ରଖାଯାଇଥିଲା। ଏମାନେ ସମସ୍ତେ ସରମୁହାଣ ଗାଁର ବୋଲି ଜଣାପଡିଛି। ଏମାନଙ୍କୁ ଅର୍ଥ ଲୋଭ ଦେଖାଇ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଦୁଇ ଜଣ ସର୍ଦ୍ଦାରଙ୍କୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ବଳରାମ ନିଆଁଲ ଓ ନେତ୍ର କୁମ୍ଭାର।

ତୁରେଇକେଲା ଓ ଲାଠୋର ଅଞ୍ଚଳରୁ ଆଜି ୧୭୦ ଜଣ ଶ୍ରମିକଙ୍କୁ ହାଇଦ୍ରାବାଦ ଚାଲାଣ କରାଯାଉଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ ତୁରେଇକେଲା ରେଳ ଷ୍ଟେସନରୁ ୭୪ ହରିଶଙ୍କର ଷ୍ଟେସନରୁ ୯୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ପଚରାଉଚରା ପରେ ଘରକୁ ପଠାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story