ଉଦ୍‌ଘାଟନ ହେଲା ରାଜ୍ୟର ପ୍ରଥମ ମେଗା ଫୁଡପାର୍କ

ରାୟଗଡା: ରାଜ୍ୟର ପ୍ରଥମ ମେଗା ଫୁଡପାର୍କ ଉଦ୍‌ଘାଟନ ହୋଇଛି। ରାୟଗଡା ଜିଲ୍ଲା କୋଲନରା ବ୍ଲକ ଭୁଜବଳଠାରେ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମ୍ରତ କୌର। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ୫୦ ଏକର ଜମି ଉପରେ ୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଫୁଡପାର୍କ। ଖାଦ୍ୟ ପ୍ରକ୍ରିୟାକରଣ ସହ ଶୀତଳ ଭଣ୍ଡାର, ଗୋଦାମ ବ୍ୟବସ୍ଥା, ବିଜ୍ଞାନଗାର ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ରହିଛି […]

raygada

raygada

Rakesh Mallick
  • Published: Thursday, 01 June 2017
  • Updated: 01 June 2017, 02:51 PM IST

Sports

Latest News

ରାୟଗଡା: ରାଜ୍ୟର ପ୍ରଥମ ମେଗା ଫୁଡପାର୍କ ଉଦ୍‌ଘାଟନ ହୋଇଛି। ରାୟଗଡା ଜିଲ୍ଲା କୋଲନରା ବ୍ଲକ ଭୁଜବଳଠାରେ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମ୍ରତ କୌର। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

୫୦ ଏକର ଜମି ଉପରେ ୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଫୁଡପାର୍କ। ଖାଦ୍ୟ ପ୍ରକ୍ରିୟାକରଣ ସହ ଶୀତଳ ଭଣ୍ଡାର, ଗୋଦାମ ବ୍ୟବସ୍ଥା, ବିଜ୍ଞାନଗାର ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ରହିଛି ଫୁଡପାର୍କରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos