୨୦୧୫ ପୋଲିସ୍ ବିଲକୁ ଫେରାଇ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ୨୦୧୫ ପୋଲିସ୍ ବିଲକୁ ଗୃହ ବିଭାଗକୁ ଫେରାଇଲେ ରାଜ୍ୟପାଳ। ଏହାର ପୁନର୍ବିଚାର କରି ପୁଣି ଥରେ ଉପସ୍ଥାପନ କରିବାକୁ ରାଜ୍ୟପାଳ କହିଛନ୍ତି। ଗତ ଅଗଷ୍ଟ ୨୭ତାରିଖରେ ବିଧାନସଭାରେ ପୋଲିସ୍ ବିଲ୍ ପାରିତ ହୋଇଥିଲା। ତେବେ ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ଗୃହରେ ଉପସ୍ଥିତ ନ ଥିଲେ। ଏପରିକି ବିଲକୁ ବିରୋଧ କରି ଅଗଷ୍ଟ ୨୮ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ୍ ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିଥିଲେ। ବିଲକୁ ସ୍ୱୀକୃତି ନ […]

SC-Jamir-Nat1

SC-Jamir-Nat1

Rakesh Mallick
  • Published: Thursday, 05 November 2015
  • Updated: 05 November 2015, 02:53 PM IST

Sports

Latest News

ଭୁବନେଶ୍ୱର: ୨୦୧୫ ପୋଲିସ୍ ବିଲକୁ ଗୃହ ବିଭାଗକୁ ଫେରାଇଲେ ରାଜ୍ୟପାଳ। ଏହାର ପୁନର୍ବିଚାର କରି ପୁଣି ଥରେ ଉପସ୍ଥାପନ କରିବାକୁ ରାଜ୍ୟପାଳ କହିଛନ୍ତି। ଗତ ଅଗଷ୍ଟ ୨୭ତାରିଖରେ ବିଧାନସଭାରେ ପୋଲିସ୍ ବିଲ୍ ପାରିତ ହୋଇଥିଲା। ତେବେ ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ଗୃହରେ ଉପସ୍ଥିତ ନ ଥିଲେ। ଏପରିକି ବିଲକୁ ବିରୋଧ କରି ଅଗଷ୍ଟ ୨୮ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ୍ ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିଥିଲେ। ବିଲକୁ ସ୍ୱୀକୃତି ନ ଦେବା ପାଇଁ କଂଗ୍ରେସ୍ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲା। ବିଲରେ ଥିବା ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଙ୍ଘନ କରୁଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ରାଜ୍ୟପାଳ ବିଲ୍ ଫେରାଇବା କିଛି ନୂଆ କଥା ନୁହେଁ। ପୂର୍ବରୁ ବି ରାଜ୍ୟପାଳ ବିଲ୍ ଫେରାଇଛନ୍ତି। ସରକାର ଏହା ଉପରେ ଅନୁଧ୍ୟାନ କରିବେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ରାଜ୍ୟପାଳଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ। ରାଜ୍ୟପାଳଙ୍କ ଏହି ପଦକ୍ଷେପରୁ ରାଜ୍ୟ ସରକାରଙ୍କର ଜ୍ଞାନ ଉଦୟ ହେବ ବୋଲି ଆଶା କରାଯାଉଛି। ପୋଲିସ ମଧ୍ୟ ଏଥିରୁ କିଛି ଶିଖିବା ଉଚିତ। ପୋଲିସ କାହାରି ହାତ ବାରିସି ନ ହୋଇ  କାମ କରିବା ଉଚିତ। ତାହା ହେଲେ ପ୍ରଶାସନିକ ବ୍ୟବସ୍ଥା ସୁଦୃଢ ହେବ ଓ ଗଣତନ୍ତ୍ରର ମାନ ବଢିବ।ସେହିଭଳି ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବହିନୀପତି କହିଛନ୍ତି ଯେ ରାଜ୍ୟପାଳ ପୋଲିସ୍ ବିଲକୁ ଫେରାଇ ଦେବା ଦ୍ୱାରା ଗଣତନ୍ତ୍ରର ବିଜୟ ହୋଇଛି।

 ରାଜ୍ୟପାଳ ପୋଲିସ୍ ବିଲ୍ ଫେରାଇ ଦେବା ଘଟଣାକୁ ସ୍ୱାଗତ କରିଛି ବିଜେପି। ଦଳ କହିଛି ଯେ ପୋଲିସ୍ ବିଲ୍ ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଥିଲା। ପ୍ରଶ୍ନ ଉଠୁଛି ସରକାର ଏବେ ବିଲରେ କିଛି ପରିବର୍ତ୍ତନ କରି ବିଧାନସଭାରେ ଉପସ୍ଥାପନ କରିବେ ନା ଯାହା ଥିଲା ପୁଣି ସେମିତି ଆଣିବେ। ସମ୍ୱିଧାନର ବ୍ୟବସ୍ଥା ଅନୁସାରେ ସରକାର ଯଦି ଦ୍ୱିତୀୟ ଥର ବିଲକୁ ବିଧାନସଭାରେ ପାସ୍ କରି ରାଜ୍ୟପାଳଙ୍କ ପାଖକୁ ପଠାନ୍ତି ତେବେ ରାଜ୍ୟପାଳ ଏହାକୁ ସ୍ୱୀକୃତି ଦେବାକୁ ବାଧ୍ୟ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story