୨୦୧୬-୧୭ ରେଳ ବଜେଟ୍‌: ଓଡ଼ିଶାକୁ ମିଳିଲା ୪,୬୮୨ କୋଟି

ଭୁବନେଶ୍ୱର: ରେଳମନ୍ତ୍ରୀ ସୁରେଶ ପ୍ରଭୁ ଆଜି ୨୦୧୬-୧୭ ରେଳ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଗତବର୍ଷ ଅପେକ୍ଷା ଚଳିତବର୍ଷ ବଜେଟ୍‌ରେ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଚଳିତ ବଜେଟ୍‌ରେ ରାଜ୍ୟକୁ ୪, ୬୮୨ କୋଟି ଟଙ୍କା ମିଳିଛି। ବଜେଟ୍‌ରେ ରାଜ୍ୟରେ ୮ଟି ନୂଆ ରେଳ ଲାଇନ୍‌ ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଭୁବନେଶ୍ୱର ଓ ବିଶାଖାପାଟଣା ରେଳ ଷ୍ଟେସନ ୱାଇଫାଇ କରାଯିବ ବୋଲି ଇଷ୍ଟକୋଷ୍ଟ ରେଳବାଇ ଜିଏମ୍‌ ରାଜୀବ ବିଷ୍ଣୋଇ କହିଛନ୍ତି।ରାଜ୍ୟ ସରକାର […]

suresh-prabhu

suresh-prabhu

Rakesh Mallick
  • Published: Thursday, 25 February 2016
  • Updated: 25 February 2016, 04:18 PM IST

Sports

Latest News

ଭୁବନେଶ୍ୱର: ରେଳମନ୍ତ୍ରୀ ସୁରେଶ ପ୍ରଭୁ ଆଜି ୨୦୧୬-୧୭ ରେଳ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଗତବର୍ଷ ଅପେକ୍ଷା ଚଳିତବର୍ଷ ବଜେଟ୍‌ରେ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଚଳିତ ବଜେଟ୍‌ରେ ରାଜ୍ୟକୁ ୪, ୬୮୨ କୋଟି ଟଙ୍କା ମିଳିଛି। ବଜେଟ୍‌ରେ ରାଜ୍ୟରେ ୮ଟି ନୂଆ ରେଳ ଲାଇନ୍‌ ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଭୁବନେଶ୍ୱର ଓ ବିଶାଖାପାଟଣା ରେଳ ଷ୍ଟେସନ ୱାଇଫାଇ କରାଯିବ ବୋଲି ଇଷ୍ଟକୋଷ୍ଟ ରେଳବାଇ ଜିଏମ୍‌ ରାଜୀବ ବିଷ୍ଣୋଇ କହିଛନ୍ତି।ରାଜ୍ୟ ସରକାର ୫ ହଜାର କୋଟି ଟଙ୍କା ଦେବାକୁ ଦାବି କରିଥିଲେ।

ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର, ଜୁନାଗଡ଼-ଆମ୍ବଗୁଡା ଭାୟା ନବରଙ୍ଗପୁର, ବ୍ରହ୍ମପୁର-ସମ୍ବଲପୁର, ବଂଶପାଣି-ବଡ଼ବିଲ, ବନ୍ଧମୁଣ୍ଡା-ରାଉରକେଲା, ବରସୁଆଁ-ବାଂଶପାଣି ଓ ନୟାଗଡ଼-ଭଦ୍ରକ ତୃତୀୟ ଲାଇନ ବ୍ୟବସ୍ଥା କରାଯାଇଛି। ପଶ୍ଚିମ ଓଡ଼ିଶାର ଲାଇଫ୍‌ ଲାଇନ୍‌ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ କେନ୍ଦ୍ର ୧୨୦ କୋଟି ଟଙ୍କା ମଞ୍ଜୁର କରିଛି। ଏହି ରାଳପଥ ପାଇଁ ରାଜ୍ୟ ମଧ୍ୟ ୧୨୦ କୋଟି ଟଙ୍କା ଯୋଗାଇ ଦେବ। ସେହିପରି ତାଲଚେର-ବିମଳାଗଡ଼ ପାଇଁ ୧୫୦ କୋଟି, ହରିଦାସପୁର-ପାରାଦୀପ ରେଳପଥ ପାଇଁ ୨୦୦ କୋଟି, ଅନୁଗୋଳ-ସୁକିନ୍ଦା ପାଇଁ ୧୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଖୋର୍ଦ୍ଧା ରୋଡ଼-ବାରଙ୍ଗ ତୃତୀୟ ଲାଇନ୍‌ ପାଇଁ ୧ କୋଟି, ରାଜା-ଆଠଗଡ଼-ବାରଙ୍ଗ ରେଳପଥ ଦୋହରୀକରଣ ପାଇଁ ୧ କୋଟି, ଝାରସୁଗୁଡା-ରେଙ୍ଗାଲି ରେଳପଥ ଦୋହରୀକରଣ ପାଇଁ ୧୦ କୋଟି ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସମ୍ବଲପୁର-ଟିଟିଲାଗଡ଼ ଦୋହରୀକରଣ ଲାଗି ୪୧୯ କୋଟି ମଞ୍ଜୁର ହୋଇଛି। ସମ୍ବଲପୁର-ତାଳଚେର ପାଇଁ ୨୨୦ କୋଟି ଟଙ୍କା ମଞ୍ଜୁର ହୋଇଛି।

ବାଂଶପାଣି-ଦୈତାରୀ-ଟମକା-ଜଖପୁରା ପାଇଁ ୨୪୧ କୋଟି, ଭଦ୍ରକ-ନୁର୍ଗୁଣ୍ଡି ତୃତୀୟ ଲାଇନ୍‌ ପାଇଁ ୧୩୫ କୋଟି, ଝାରପଦା-ବୁଢାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ୍‌ ପାଇଁ ୨୦୦ କୋଟି, ବୁଢାପଦ-ସାଲେଗାଁଓ ପାଇଁ ୧୭୦ କୋଟି, ଭଦ୍ରକ-ବିଜୟନଗରମ୍‌ ତୃତୀୟ ଲାଇନ୍‌ ପାଇଁ ୨୧୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

ବୃନ୍ଦାମାଲ-ଝାରସୁଗୁଡା ପ୍ଲାଏ ଓଭର ପାଇଁ ୧୧ କୋଟି ୫୦ ଲକ୍ଷ, ଲାଞ୍ଜଗଡ଼-ଜୁନାଗଡ ରେଳପଥ ପାଇଁ ୫ କୋଟି ୨୧ ଲକ୍ଷ, ଦଇତାରୀ-ବଂଶପାଲ ପାଇଁ ୧୨ କୋଟି ୮୭ ଲକ୍ଷ, ଲାଞ୍ଜିଗଡ଼-ଜୁନାଗଡ ପାଇଁ ୫ କୋଟି ୨୧ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ଚଳିତ ବଜେଟ୍‌ରେ ପୂର୍ବତଟ, ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣ ମାଲ ପରିବହନ କରିଡର ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ପୁରୀ ସମେତ ବିଭିନ୍ନ ପର୍ଯ୍ୟଟନ ସହରର ରେଳ ଷ୍ଟେସନରେ ବର୍ଦ୍ଧିତ ଯାତ୍ରୀ ସୁବିଧା ଉପଲବ୍ଧ କରାଯିବ ବୋଲି ବଜେଟ୍‌ରେ ଉଲ୍ଲେଖ ରହିଛି। ସେହିପରି ପାରାଦୀପ, ଜୟଗଡ଼, ଦିଘି, ରେବା ବନ୍ଦରକୁ ରେଳ ସଂଯୋଗ ଲାଗି ନିର୍ମାଣ କାର୍ଯ୍ୟ ଚାଲିଥିବା ରେଳମନ୍ତ୍ରୀ କହିଛନ୍ତି। ଓଡିଶା ସମେତ ୧୭ ରାଜ୍ୟରେ ମିତିଳ ଭାବେ ରେଳ ପ୍ରକଳ୍ପ ନିର୍ମାଣ ଲାଗି ବୁଝାମଣା ସ୍ୱାକ୍ଷରକୁ ନୀତିଗତ ମଞ୍ଜରୀ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story