‘ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ଦେଶର ପ୍ରଗତି ସହ ତାଳ ମିଳାଇପାରିବ’

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ପଶ୍ଚିମାଞ୍ଚଳ ପରି ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ବିକାଶ ହେଉ। ଦେଶର ପ୍ରଗତି ସହିତ ତାଳ ଦେଇ ଓଡ଼ିଶାରେ ମଧ୍ୟ ବିକାଶ ହେଉ। ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ଏହା ସମ୍ଭବ ହୋଇପାରିବ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅନୀଲ ବଲୋନି କହିଛନ୍ତି। ଆଗାମୀ ୧୫ ଓ ୧୬ ତାରିଖରେ ଭୁବନେଶ୍ୱରରେ ହେବ ବଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରି ଅନୀଲ କହିଛନ୍ତି,“ଭାରତ ବିକାଶମୁଖୀ ହେଉଛି। […]

bjp party me

bjp party me

Rakesh Mallick
  • Published: Friday, 07 April 2017
  • Updated: 07 April 2017, 03:17 PM IST

Sports

Latest News

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଛନ୍ତି ପଶ୍ଚିମାଞ୍ଚଳ ପରି ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ବିକାଶ ହେଉ। ଦେଶର ପ୍ରଗତି ସହିତ ତାଳ ଦେଇ ଓଡ଼ିଶାରେ ମଧ୍ୟ ବିକାଶ ହେଉ। ଓଡ଼ିଶାରେ ବିଜେପି ସରକାର ଗଢ଼ିଲେ ଏହା ସମ୍ଭବ ହୋଇପାରିବ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅନୀଲ ବଲୋନି କହିଛନ୍ତି।

ଆଗାମୀ ୧୫ ଓ ୧୬ ତାରିଖରେ ଭୁବନେଶ୍ୱରରେ ହେବ ବଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରି ଅନୀଲ କହିଛନ୍ତି,“ଭାରତ ବିକାଶମୁଖୀ ହେଉଛି। ସେଥିପାଇଁ ଦେଶବିଦେଶର ସଂସ୍ଥା ଭାରତକୁ ପ୍ରଶଂସା କରୁଛନ୍ତି। ଏପରି ସ୍ଥଳେ ବିରୋଧୀ ବିଜେପିକୁ ସମାଲୋଚନା କରୁଛନ୍ତି। ଉତ୍ତରପ୍ରଦେଶର ଦଳ ପରାଜୟ ବରଣ କରିବ ବୋଲି ବିରୋଧୀ କହୁଥିଲେ। ବିରୋଧୀଙ୍କ ସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରି ନିକଟରେ ହୋଇଥିବା ନିର୍ବାଚନରେ ବିଜେପି ୪ଟି ରାଜ୍ୟରେ ସରକାର ଗଠନ କରିପାରିଛି। ଏଥିରୁ ସ୍ପଷ୍ଟ ହୋଇଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ରକୁ ଲୋକେ ଗ୍ରହଣ କରୁଛନ୍ତି।”

ସେ କହିଛନ୍ତି,“ଭୁବନେଶ୍ୱରରେ ହେବାକୁ ଥିବା ରାଷ୍ଟ୍ରୀ କାର୍ଯ୍ୟକାରିଣୀରେ ୩୫୦ ପ୍ରତିନିଧି ଯୋଗଦେବେ। ସମଗ୍ର ଦେଶ ଓଡ଼ିଶାର ମାଟିକୁ ଛୁଇଁବା ପାଇଁ ଆସୁଛନ୍ତି।”

ବିଜେପି ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି,“ଓଡ଼ିଶାର ବିକାଶ ମୋଦିଜୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମୀତ ଶାହା ଚାହୁଁଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନ ୨୦୧୯ରେ ସାକାର ହେବ। ଓଡ଼ିଶାରେ ପଦ୍ମ ଖେଳିବ। ଓଡ଼ିଶାର ନବକଳେବର ହେବ। ୧୭ ବର୍ଷ ଭିତରେ ରାଜ୍ୟରେ କିଛି କାମ ହୋଇନି। ଏହା ଆମେ କରୁନୁ ଓଡ଼ିଶାବାସୀ କହୁଛନ୍ତି।”

ବିଜେଡିକୁ ଭାଙ୍ଗିବାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ସନ୍ଦୀପ କହିଥିଲେ,“ବିଜେପିର ମନ୍ତ୍ର ଗଢ଼ିବା। ଭାଙ୍ଗିବା ନୁହଁ। ସମସ୍ତଙ୍କୁ ମନେଇ ଆଗକୁ ଯିବୁ। ସେଥିପାଇଁ ପ୍ରଧାନମନ୍ତ୍ରୀ ଡାକରା ଦେଇଛନ୍ତି ‘ସବ୍‌କା ସାଥ୍‌ ସବକା ବିକାଶ’। ଗରିବ, ଦିନହୀନ ଓ ଚାଷୀଙ୍କୁ ନେଇ ଜଗନ୍ନାଥଙ୍କ ଏହି ପ୍ରଦେଶକୁ ଏକ ନମ୍ୱରରେ ପହଞ୍ଚାଇବା ଆମର ପ୍ରୟାସ। ଏହା ନିଶ୍ଚିତ ସମ୍ଭବ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story