ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ୨୧ ଗଣଶିକ୍ଷକ ଗିରଫ

ଭୁବନେଶ୍ୱର: ପୁଣି ତେଜିଛି ଗଣଶିକ୍ଷକଙ୍କ ଆନ୍ଦୋଳନ। ବିଧାନସଭା ସମ୍ମୁଖରେ ଦୀର୍ଘଦିନ ଧାରଣା ଓ ପ୍ରତିଶ୍ରୁତି ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁ ନ ଥିବା ଅଭିଯୋଗ କରି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବାକୁ ଗଣଶିକ୍ଷକମାନେ ଉଦ୍ୟମ କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀ ୨୧ଜଣ ଗଣଶିକ୍ଷକଙ୍କୁ ଗରଫ କରିଛନ୍ତି। ସକାଳେ ଶତାଧିକ ଗଣଶିକ୍ଷକ ଶୋଭାଯାତ୍ରାରେ ଯାଇ ବିଭାଗୀୟ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ସରକାରୀ ବାସଭବନକୁ ଘେରାଉ କରିବାକୁ ଉଦ୍ୟମ […]

teacher-strick

teacher-strick

Rakesh Mallick
  • Published: Tuesday, 22 December 2015
  • Updated: 22 December 2015, 02:22 PM IST

Sports

Latest News

ଭୁବନେଶ୍ୱର: ପୁଣି ତେଜିଛି ଗଣଶିକ୍ଷକଙ୍କ ଆନ୍ଦୋଳନ। ବିଧାନସଭା ସମ୍ମୁଖରେ ଦୀର୍ଘଦିନ ଧାରଣା ଓ ପ୍ରତିଶ୍ରୁତି ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁ ନ ଥିବା ଅଭିଯୋଗ କରି ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବାକୁ ଗଣଶିକ୍ଷକମାନେ ଉଦ୍ୟମ କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆନ୍ଦୋଳନକାରୀ ୨୧ଜଣ ଗଣଶିକ୍ଷକଙ୍କୁ ଗରଫ କରିଛନ୍ତି।

ସକାଳେ ଶତାଧିକ ଗଣଶିକ୍ଷକ ଶୋଭାଯାତ୍ରାରେ ଯାଇ ବିଭାଗୀୟ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ସରକାରୀ ବାସଭବନକୁ ଘେରାଉ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ପୋଲିସ ପହଞ୍ଚି ସମ୍ପୃକ୍ତ ଗଣ ଶିକ୍ଷକମାନଙ୍କୁ ଗିରଫ କରିଥିଲା। ୬ବର୍ଷ ପୂରଣ କରିଥିବା ଗଣଶିକ୍ଷକଙ୍କୁ ନିୟମିତ କରିବାକୁ ଦାବି କରି ଗତ ଅକ୍ଟୋବରରୁ ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ଗଣଶିକ୍ଷକ ମହାସଂଘ। ଗଣ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଏକ ମନ୍ତ୍ରିସ୍ତରୀୟ କମିଟି ନଭେମ୍ୱରରେ ସେମାନଙ୍କ ଦାବି ପୂରଣ ନେଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଏହାସତ୍ତ୍ୱେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରି ଆଜି ଏପରି ଆନ୍ଦୋଳନ କରିଛନ୍ତି ଗଣଶିକ୍ଷକମାନେ।

ଅନ୍ୟପକ୍ଷରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ଗତ ୧୯ ତାରିଖରେ ଶିକ୍ଷକମାନଙ୍କୁ ୩ ସପ୍ତାହ ମଧ୍ୟରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲି। ଆଉ ଏହାକୁ ପାଳନ କରିଛି। ଏନେଇ ଏକ କମିଟି ଅଦଲତକୁ ରିପୋର୍ଟ ଦେଇଛି। ମାନ୍ୟବର ଅଦାଲତ ଯାହା ନିଷ୍ପତ୍ତି ନେବେ ତାହାକୁ ସରକାର ମାନି ନେବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story