୨୧ରୁ କଟକରୁ କଂଗ୍ରେସର ତୃତୀୟ ପର୍ଯ୍ୟାୟ ଜାଗରଣ ଯାତ୍ରା

କଟକ: ଆସନ୍ତା ୨୧ ତାରିଖରେ କଟକରୁ କଂଗ୍ରେସର ତୃତୀୟ ପର୍ଯ୍ୟାୟ ଜାଗରଣ ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ବୋଦାମୁଣ୍ଡାଇରୁ ଆରମ୍ଭ ହୋଇ ସାଲେପୁରରେ ଶେଷ ହେବ। କଟକ ସର୍କିଟ ହାଉସଠାରେ ଅନୁଷ୍ଠିତ ଜିଲ୍ଲା କଂଗ୍ରେସ୍ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିରେ ଜିଲ୍ଲା ଯୁବ, ମହିଳା ଓ ଛାତ୍ର କଂଗ୍ରେସ କର୍ମୀ ସାମିଲ ହେବେ। ଏହି ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ସାଲେପୁର ବିଧାୟକ ପ୍ରକାଶ […]

congresh

congresh

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 02:43 AM IST

କଟକ: ଆସନ୍ତା ୨୧ ତାରିଖରେ କଟକରୁ କଂଗ୍ରେସର ତୃତୀୟ ପର୍ଯ୍ୟାୟ ଜାଗରଣ ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରା ବୋଦାମୁଣ୍ଡାଇରୁ ଆରମ୍ଭ ହୋଇ ସାଲେପୁରରେ ଶେଷ ହେବ। କଟକ ସର୍କିଟ ହାଉସଠାରେ ଅନୁଷ୍ଠିତ ଜିଲ୍ଲା କଂଗ୍ରେସ୍ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିରେ ଜିଲ୍ଲା ଯୁବ, ମହିଳା ଓ ଛାତ୍ର କଂଗ୍ରେସ କର୍ମୀ ସାମିଲ ହେବେ। ଏହି ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଟକ ଜିଲ୍ଲା କଂଗ୍ରେସ ସଭାପତି ତଥା ସାଲେପୁର ବିଧାୟକ ପ୍ରକାଶ ବେହେରା, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, ପିସିସି କୋଷାଧ୍ୟକ୍ଷ ମହମ୍ମଦ ମୁକିମ୍, ପୂର୍ବତନ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁଙ୍କ ସମେତ ବହୁ ଦଳୀୟ ନେତା ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos