ନବରଙ୍ଗପୁର, ଢେଙ୍କାନାଳରେ ୩ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଉମରକୋଟ/ଢେଙ୍କାନାଳ: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ଅବ୍ୟାହତ ରହିଛି। ଆଜି ପୁଣି ରାଜ୍ୟରେ ୩ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀଙ୍କ ମଧ୍ନେୟରୁ ଦୁଇଜଣ ନବରଙ୍ଗପୁର ଜିଲ୍ଲାର ହୋଇଥିବା ବେଳେ ଅନ୍ୟଜଣେ ଢେଙ୍କାନାଳ ଜିଲ୍ଲାର। ନବରଙ୍ଗପୁର ଜିଲ୍ଲାର ଆତ୍ମହତ୍ୟା କରିଥିବା ଚାଷୀ ଦ୍ୱୟ ହେଲେ ବଳଦେବ ଗଣ୍ଡ ଓ ଚଇତୁରାମ ଗଣ୍ଡ। ବଳଦେବଙ୍କ ଘର ଜିଲ୍ଲାର ଉମରକୋଟ୍ ବ୍ଲକର ନାଙ୍ଗାଗୁଡ଼ା ଗାଁରେ ହୋଇଥିବା ବେଳେ ଚଇତୁରାମଙ୍କ ଘର ରାଇଘର ବ୍ଲକ୍ ଅନ୍ତର୍ଗତ ମୌରାଦେହି ଗାଁରେ। ଉଭୟ ଚାଷୀ […]

umarkot

umarkot

Rakesh Mallick
  • Published: Friday, 06 November 2015
  • Updated: 06 November 2015, 11:48 AM IST

ଉମରକୋଟ/ଢେଙ୍କାନାଳ: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଘଟଣା ଅବ୍ୟାହତ ରହିଛି। ଆଜି ପୁଣି ରାଜ୍ୟରେ ୩ଜଣumarkot ଚାଷୀ ଆତ୍ମହତ୍ୟା କରିଛନ୍ତି। ମୃତ ଚାଷୀଙ୍କ ମଧ୍ନେୟରୁ ଦୁଇଜଣ ନବରଙ୍ଗପୁର ଜିଲ୍ଲାର ହୋଇଥିବା ବେଳେ ଅନ୍ୟଜଣେ ଢେଙ୍କାନାଳ ଜିଲ୍ଲାର। ନବରଙ୍ଗପୁର ଜିଲ୍ଲାର ଆତ୍ମହତ୍ୟା କରିଥିବା ଚାଷୀ ଦ୍ୱୟ ହେଲେ ବଳଦେବ ଗଣ୍ଡ ଓ ଚଇତୁରାମ ଗଣ୍ଡ। ବଳଦେବଙ୍କ ଘର ଜିଲ୍ଲାର ଉମରକୋଟ୍ ବ୍ଲକର ନାଙ୍ଗାଗୁଡ଼ା ଗାଁରେ ହୋଇଥିବା ବେଳେ ଚଇତୁରାମଙ୍କ ଘର ରାଇଘର ବ୍ଲକ୍ ଅନ୍ତର୍ଗତ ମୌରାଦେହି ଗାଁରେ। ଉଭୟ ଚାଷୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫସଲହାନି ଓ ଋଣବୋଝ ଯୋଗୁଁ ଉଭୟେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଚଇତୁରାମଙ୍କ ମୃତଦେହ ନିକଟରେ କଂଗ୍ରେସ କର୍ମୀମାନେ ଧାରଣା ଦେଇଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ନଦେଲେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ଛଡ଼ା ଯିବ ନାହିଁ ବୋଲି ସେମାନେ ଦାବି କରିଛନ୍ତି।

ବଳଦେବ ଗଣ୍ଡଙ୍କ ସାନ ଭାଇ କହିଛନ୍ତି ଯେ ତାଙ୍କ ଭାଇ କୌଣସି ବ୍ୟାଙ୍କରୁ ଋଣ କରି ନ ଥିଲେ। ତେବେ ଗାଁର କିଛି ଲୋକଙ୍କଠାରୁ ଋଣ କରି ଥିଲେ। ଫସଲହାନି ଯୋଗୁଁ ଋଣ ଟଙ୍କା ଶୁଝିବା ନେଇ ସେ ଚିନ୍ତିତ ରହୁଥିଲେ। ଫସଲହାନି ଓ ଋଣଶୁଝିବା ଚିନ୍ତାରେ ସେ ଆତ୍ମହତ୍ୟା କରିଛନ୍ତି। ଅନ୍ୟପକ୍ଷରେ ମୃତ ଚଇତୁରାମଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ବ୍ୟାଙ୍କ ସହିତ ହାତ ଉଧାରି ବି କରିଥିଲେ। ଆଉ ଋଣ ଚିନ୍ତାରେ ସେ ଜୀବନ ହାରିଛନ୍ତି। ଚଇତୁରାମ ୪ ଏକର ଜମିରେ ଧାନ ଓ ମାଣ୍ଡିଆ ଚାଷ କରିଥିଲେ।

ଢେଙ୍କ।ନାଳ ଜିଲ୍ଲାରୁ ଆତ୍ମହତ୍ୟା ଅଭିଯୋଗ ଆସିଥିବା ଚାଷୀ ଜଣଙ୍କ ହେଲେ ସଦର ଥାନା ନଡିଆଳି ପଞ୍ଚାୟତ ଉଆସଡିହ ଗାଁର ପ୍ରସନ୍ନ ଜେନା । ଫସଲହାନୀ ଓ ଋଣ ଭାର ଚିନ୍ତାରେ ପ୍ରସନ୍ନ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରସନ୍ନ ବିଷ ପିଇ ଦେଇଥିବା ଜଣାପରିବା ପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଆଠଗଡ଼ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ପୂର୍ବରୁ ଅକ୍ଟୋବର ୨୮ ତାରିଖରେ ନବରଙ୍ଗପୁର ଜିଲ୍ଲାରେ ଆଉ ଜଣେ ଚାଷୀ ଫସଲହାନି ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ଭଗ ପାଇବ। ତାଙ୍କ ଘର ପୁରୁଣାପାଣିଗୁଡ଼ାରେ। ମୃତ ଭଗ ଏସଏସଟିରୁ ୨୦ ହଜାର ଟଙ୍କା ଋଣ କରିଥିଲେ। ଏହାସହ ୪୦ରୁ ୫୦ ହଜାର ଟଙ୍କା ହାତ ଉଧାରି କରିଥିଲେ। ଫସଲ ଉଜୁଡି ଯିବାରୁ ଋଣ ଟଙ୍କା ଶୁଝିବା ନେଇ ଚିନ୍ତିତ ଥିଲେ ମୃତ ଭଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story