ବିଜେବି ସମେତ ଏକାଧିକ କଲେଜରେ ନିର୍ବାଚନ ବାତିଲ

ଭୁବନେଶ୍ୱର: ପ୍ରାକ୍ ନିର୍ବାଚନୀ ହିଂସା ଯୋଗୁ ଭୁବନେଶ୍ୱର ବିଜେବି କଲେଜ ସମେତ ରାଜ୍ୟର ଏକାଧିକ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ବିଜେବି କଲେଜର ଅଧ୍ୟାପକ ପରିଷଦ ଆଜି ସନ୍ଧ୍ୟାରେ ନିର୍ବାଚନ ବାତିଲ ନେଇ ନିଷ୍ପତ୍ତି ନେବା ସହ କଲେଜକୁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି। ତୁରନ୍ତ ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ନିର୍ବାଚନ ବାତିଲ ପ୍ରତିବାଦରେ ଜଣେ ଛାତ୍ର ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। କଲେଜର ମୁଖ୍ୟ ଫାଟକ ନିକଟରେ ଛାତ୍ରମାନେ ଟାୟାର ଜାଳି ବିକ୍ଷୋଭ […]

bjb

bjb

Rakesh Mallick
  • Published: Wednesday, 28 September 2016
  • Updated: 28 September 2016, 10:27 PM IST

Sports

Latest News

[caption id="attachment_103933" align="alignleft" width="300"]bjb ନିର୍ବାଚନ ବାତିଲ ହେବା ପରେ ବିଜେବି କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଟାୟାର ଜାଳି ଛାତ୍ରଙ୍କ ପ୍ରତିବାଦ[/caption]

ଭୁବନେଶ୍ୱର: ପ୍ରାକ୍ ନିର୍ବାଚନୀ ହିଂସା ଯୋଗୁ ଭୁବନେଶ୍ୱର ବିଜେବି କଲେଜ ସମେତ ରାଜ୍ୟର ଏକାଧିକ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି।

ବିଜେବି କଲେଜର ଅଧ୍ୟାପକ ପରିଷଦ ଆଜି ସନ୍ଧ୍ୟାରେ ନିର୍ବାଚନ ବାତିଲ ନେଇ ନିଷ୍ପତ୍ତି ନେବା ସହ କଲେଜକୁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି। ତୁରନ୍ତ ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି। ନିର୍ବାଚନ ବାତିଲ ପ୍ରତିବାଦରେ ଜଣେ ଛାତ୍ର ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। କଲେଜର ମୁଖ୍ୟ ଫାଟକ ନିକଟରେ ଛାତ୍ରମାନେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କ୍ୟାମ୍ପସ୍ ପରିସରରେ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ବିଜେବି କଲେଜର ସାଇନ୍ସ ବ୍ଲକ୍‌ ପରିସରରେ ସୋମବାର ସୁତୁଲି ବୋମା ମାଡ଼ ହୋଇଥିବା ବେଳେ ଆଜି ମଧ୍ୟ ଅଣଛାତ୍ରଙ୍କ ପ୍ରବେଶ ନେଇ କଲେଜରେ ଉତ୍ତେଜନା ଲାଗି ରହିଥିଲା।

ଭୁବନେଶ୍ୱର ସ୍ଥିତ ଏକାମ୍ର, ବେସିକ୍ ସାଇନ୍ସ ଓ ସିଟି ଓମେନ୍ସ କଲେଜରେ ମଧ୍ୟ ନିର୍ବାଚନକୁ ବାତିଲ କରି ଦିଆଯାଇଛି।  କିଛିଦିନ ହେବ ଏକାମ୍ର କଲେଜରେ ନିର୍ବାଚନକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିଲା। ଏହାକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ କରିଥିବା କୁହାଯାଇଛି।  ସିଟି ଓମେନ୍ସ୍‌ କଲେଜରେ ଗତବର୍ଷ ମଧ୍ୟ ନିର୍ବାଚନ ବାତିଲ ହୋଇଥିଲା। ଅନ୍ୟପକ୍ଷରେ କ୍ୟାପିଟାଲ୍ ଲ’ କଲେଜରେ ନିର୍ବାଚନକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଆଜି ସନ୍ଧ୍ୟାରେ ଦୂର ହୋଇଯାଇଛି। ଏଠାରେ ଜାରି କରାଯାଇଥିବା ସାଇନ୍-ଏ-ଡାଏକୁ ଉଠାଇ ଦିଆଯାଇଛି। ନିୟମ ଅନୁଯାୟୀ ଏଠାରେ ନିର୍ବାଚନ ହେବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି।

ପ୍ରାକ୍ ନିର୍ବାଚନୀ ହିଂସା ଯୋଗୁ ବାଲେଶ୍ୱର ଜିଲ୍ଲା ସିମୁଳିଆ କଲେଜର ଛାତ୍ର ସଂସଦ ନିର୍ବାଚନକୁ ବି ବାତିଲ କରି ଦିଆଯାଇଛି। କଲେଜକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି।

ଯାଜପୁର ଜିଲ୍ଲାର ବଉଳାଙ୍ଗ ସ୍ଥିତ ସାଧୁ ଗୌଡ଼େଶ୍ୱର କଲେଜ ଓ ପୁରୀ ଜିଲ୍ଲାର ନିମାପଡ଼ା କଲେଜରେ ମଧ୍ୟ ନିର୍ବାଚନ ବାତିଲ କରି ଦିଆଯାଇଛି। ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି। ଏଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

ନିର୍ବାଚନ ହେବାକୁ ଥିବା କଲେଜଗୁଡ଼ିକରେ ଆସନ୍ତାକାଲି ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ। ଅକ୍ଟୋବର ୧ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୫ରେ ଭୋଟ୍ ଗ୍ରହଣ ହେବ ଓ ଫଳାଫଳ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story