ଜୀବନ ହାରିଲେ ଆଉ ତିନି ଚାଷୀ

ବ୍ରହ୍ମପୁର: ରାଜ୍ୟରେ ଥମୁନି ଚାଷୀ ଆତ୍ମହତ୍ୟା। ପୁଣି ଜୀବନ ହାରିଛନ୍ତି ୩ ଜଣ ଚାଷୀ। ଜଣେ ରାୟଗଡ଼ାର ହୋଇଥିବା ବେଳେ ଆଉ ଦୁଇ ଜଣ ଗଞ୍ଜାମର। ରାୟଗଡ଼ା ଜିଲ୍ଲାରେ ଜୀବନ ହାରିଥିବା ଚାଷୀଙ୍କ ନାଁ ରାମଦାସ କଲକା। ତାଙ୍କ ଘର ହଲୁଆ ପଞ୍ଚାୟତ କୋଡିଙ୍ଗିଗୁଡ଼ା ଗାଁରେ। ସେ ଜଣେ କପାଚାଷୀ ଫସଲ ନଷ୍ଟ କାରଣରୁ ଦୁଇ ଦିନ ତଳେ ସେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାୟଗଡ଼ା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। […]

rayagrah -6

rayagrah -6

Rakesh Mallick
  • Published: Saturday, 19 December 2015
  • Updated: 19 December 2015, 11:27 AM IST

Sports

Latest News

ବ୍ରହ୍ମପୁର: ରାଜ୍ୟରେ ଥମୁନି ଚାଷୀ ଆତ୍ମହତ୍ୟା। ପୁଣି ଜୀବନ ହାରିଛନ୍ତି ୩ ଜଣ ଚାଷୀ। ଜଣେ ରାୟଗଡ଼ାର ହୋଇଥିବା ବେଳେ ଆଉ ଦୁଇ ଜଣ ଗଞ୍ଜାମର।

ରାୟଗଡ଼ା ଜିଲ୍ଲାରେ ଜୀବନ ହାରିଥିବା ଚାଷୀଙ୍କ ନାଁ ରାମଦାସ କଲକା। ତାଙ୍କ ଘର ହଲୁଆ ପଞ୍ଚାୟତ କୋଡିଙ୍ଗିଗୁଡ଼ା ଗାଁରେ। ସେ ଜଣେ କପାଚାଷୀ ଫସଲ ନଷ୍ଟ କାରଣରୁ ଦୁଇ ଦିନ ତଳେ ସେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାୟଗଡ଼ା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ସେ ଗାଁ ସାହୁକାରଙ୍କଠାରୁ ପ୍ରାୟ ୫୦ ହଜାର ଟଙ୍କ। ଋଣ ଆଣି  ୪ ଏକର ଜମିରେ କପା ଚାଷ କରିଥିଲେ। ତେବେ ଫସଲହାନି କାରଣରୁ ଋଣ ଶୁଝିବା ଚିନ୍ତାରେ ଥିଲେ ବୋଲି ପରିବାର ଲୋକେ ଅଭିଯୋଗ କହିଛନ୍ତି।

ସେହିପରି ବ୍ରହ୍ମପୁର ବଡ଼ ମେଡିକାଲରେ ଆଜି ଆଉ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ଏ ଦୁହେଁ ଗଞ୍ଜାମ ଜିଲ୍ଲାର। ଜଣେ ହେଲେ ଆସିକା ଅଞ୍ଚଳର ପ୍ରସନ୍ନ ସାହୁ। ଅନ୍ୟ ଜଣେ ହେଲେ କୋଦଳା ଅଞ୍ଚଳର ଢ଼େୟାପଦର ଗାଁର ଘନଶ୍ୟାମ ଦୋରା। ପ୍ରସନ୍ନ ଗତ ୧୩ ତାରିଖରେ ବିଷ ପିଇ ଏମକେସିଜିରେ ଭର୍ତ୍ତି ହୋଇଥିଲେ। ସେ ୬୦ରୁ ୭୦ ହଜାର ଟଙ୍କା ଋଣ କରି ଚାଷ କରିଥିଲେ। ଫସଲ ନଷ୍ଟ ହେବା ପରେ ଋଣ ଶୁଝିବା ଚିନ୍ତାରେ ଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଘନଶ୍ୟାମ ମଧ୍ୟ ବିଷ ପିଇ ଦେଇଥିଲେ। ତାଙ୍କୁ ଗତ ୧୫ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଫସଲହାନି ଓ ଋଣବୋଝ ଯୋଗୁଁ ସେ ଜୀବନ ହାରି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story