୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଟିକସ୍‌ ଛାଡ଼

ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଟ୍ୟାକ୍ସ ଛାଡ କରିଛନ୍ତି। ପୂର୍ବରୁ ବାର୍ଷିକ ୨.୫ ଲକ୍ଷ ଟଙ୍କା ଆୟ ଉପରେ ଟ୍ୟାକ୍ସ ଦେବାକୁ ପଡୁଥିଲା। ଏହାକୁ ବଢାଇ ୩ ଲକ୍ଷ ଟଙ୍କା କରି ଦିଆଯାଇଛି। ବାର୍ଷିକ ୩ ଲକ୍ଷରୁ ୩.୫ ଲକ୍ଷ ଆୟ ଉପରେ ୨୫୦୦ ଟଙ୍କା ଟ୍ୟାକ୍ସ ଦେବାକୁ ପଡିବ। ବାର୍ଷିକ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ଆୟ ଉପରେ ଟ୍ୟାକ୍ସ ୫ […]

money

money

Rakesh Mallick
  • Published: Wednesday, 01 February 2017
  • Updated: 01 February 2017, 03:42 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଟ୍ୟାକ୍ସ ଛାଡ କରିଛନ୍ତି। ପୂର୍ବରୁ ବାର୍ଷିକ ୨.୫ ଲକ୍ଷ ଟଙ୍କା ଆୟ ଉପରେ ଟ୍ୟାକ୍ସ ଦେବାକୁ ପଡୁଥିଲା। ଏହାକୁ ବଢାଇ ୩ ଲକ୍ଷ ଟଙ୍କା କରି ଦିଆଯାଇଛି। ବାର୍ଷିକ ୩ ଲକ୍ଷରୁ ୩.୫ ଲକ୍ଷ ଆୟ ଉପରେ ୨୫୦୦ ଟଙ୍କା ଟ୍ୟାକ୍ସ ଦେବାକୁ ପଡିବ।

ବାର୍ଷିକ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ଆୟ ଉପରେ ଟ୍ୟାକ୍ସ ୫ ପ୍ରତିଶତକୁ କମାଇ ଦିଆଯାଇଛି। ପୂର୍ବରୁ ଏହା ୧୦ ପ୍ରତିଶତ ଥିଲା।

ବାର୍ଷିକ ୪.୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଯଦି ସେକ୍ସନ ୮୦(ସି) ଅନୁସାରେ ୧.୫ ଲକ୍ଷ ଟଙ୍କା ବିନିଯୋଗ କରିଥିବେ ତେବେ ତାଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ।

ସେହିପରି ୫୦ ଲକ୍ଷରୁ ୧ କୋଟି ଟଙ୍କା ବାର୍ଷିକ ଆୟ ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ରଖାଯାଇଛି। ୧ କୋଟିରୁ ଅଧିକ ବାର୍ଷିକ ଆୟ ଉପରେ ୧୫ ପ୍ରତିଶତ ଟ୍ୟାକ୍ସ ଧାର୍ଯ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story