ଚକଡ଼ା ପୋକ ଲାଗିଥିବା ଫସଲ ବୁଲି ଦେଖିଲେ ତିନି ଜଣିଆ ଟିମ୍‌

ବରଗଡ଼ (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଲାଗି ବରଗଡ଼ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି। ଯାହାଫଳରେ ଚାଷୀ ଉପାୟଶୂନ୍ୟ ହୋଇ ନିଜ ଚାଷ ଜମିରେ ନିଆଁ ଲଗାଇ ଦେଉଛନ୍ତି। ନିଆଁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବ୍ୟପୁଥିବା ଦେଖି ଜିଲ୍ଲା ପ୍ରଶାସନର ନିଦ ହଜି ଯାଇଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି କୃଷି ଉପନିର୍ଦ୍ଦେଶକ ମାନ-ନିୟନ୍ତ୍ରଣ ପ୍ରମୋଦ ମହାନ୍ତିଙ୍କ ନେତୃତ୍ୱରେ ତିନି ଜଣିଆ ବୈଷୟିକ ଟିମ୍‌ ବରଗଡ଼ ଗସ୍ତରେ ଯାଇ […]

paddy-cop-destray

paddy-cop-destray

Rakesh Mallick
  • Published: Thursday, 02 November 2017
  • Updated: 02 November 2017, 04:31 PM IST

Sports

Latest News

ବରଗଡ଼ (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଲାଗି ବରଗଡ଼ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି। ଯାହାଫଳରେ ଚାଷୀ ଉପାୟଶୂନ୍ୟ ହୋଇ ନିଜ ଚାଷ ଜମିରେ ନିଆଁ ଲଗାଇ ଦେଉଛନ୍ତି। ନିଆଁ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବ୍ୟପୁଥିବା ଦେଖି ଜିଲ୍ଲା ପ୍ରଶାସନର ନିଦ ହଜି ଯାଇଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି କୃଷି ଉପନିର୍ଦ୍ଦେଶକ ମାନ-ନିୟନ୍ତ୍ରଣ ପ୍ରମୋଦ ମହାନ୍ତିଙ୍କ ନେତୃତ୍ୱରେ ତିନି ଜଣିଆ ବୈଷୟିକ ଟିମ୍‌ ବରଗଡ଼ ଗସ୍ତରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପରିକି ରୋଗପୋକ ଲାଗିଥିବା କ୍ଷେତ ପରିଦର୍ଶନ କରିଛି। ପରେ ସ୍ଥାନୀୟ ଅତିରିକ୍ତ କୃଷି ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛି ଏହି ଟିମ୍‌। ପ୍ରାଥମିକ ତଦନ୍ତରୁ କୀଟନାଶକ ମାନ ଉପରେ ସନ୍ଦେହ ବିଭିନ୍ନ ତିନି ଜଣିଆ ଟିମ୍‌ କୀଟନାଶକ ଦୋକାନରେ ଚଢ଼ାଉ କରିଥିଲା।

ବରଗଡ଼ ଜିଲ୍ଲାପାଳ ଖଗେଶ୍ୱର ପାଢ଼ୀ କହିଛନ୍ତି-“ଚକଡ଼ା ପୋକ ଲାଗିଥିବା ଚାଷ ଜମିରେ ସର୍ଭେ ଚାଲିଛି। କୃଷି ଓ ରାଜସ୍ୱ ବିଭାଗର ଟିମ୍‌ ମିଳିତ ଭାବେ ସର୍ଭେ କରୁଛନ୍ତି। ଯେଉଁ ଚାଷୀଙ୍କର ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି, ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି।”

ଜମିରେ ନିଆଁ ଲଗାଅ ନାହିଁ

ଚକଡ଼ା ପୋକ ଲାଗୁଥିବାରୁ ଚାଷୀ ମାନସିକ ଭାରସାମ୍ୟ ରାଇ ନିଜ କଷ୍ଟ ଉପାର୍ଜିତ ଚାଷ ଜମିରେ ନିଆଁ ଲଗାଇ ଦେଉଛନ୍ତି। ଏପରି ନକରିବା ପାଇଁ ପରାମର୍ଶ ଦେଇଛନ୍ତି ସମ୍ୱଲପୁର ଜିଲ୍ଲାପାଳ। ସେ କହିଛନ୍ତି-ଚାଷ ଜମିରେ ନିଆଁ ଲଗାଇଲେ କ୍ଷୟକ୍ଷତି ଆକଳନ କରିବା କଷ୍ଟକର।

ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଭେଟିଲା ପ୍ରଶାସନ

ଗତକାଲି ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରିବା ପାଇଁ ତହସିଲଦାର, କୃଷି ଅଧିକାରୀ ଓ ପୋଲିସ ବୃନ୍ଦାଙ୍କ ଘରେ ପହଞ୍ଚିଛନ୍ତି ପଚରାଉଚରା କରିଛନ୍ତି। ପରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମି ପରିଦର୍ଶନ କରିଥିଲେ। ଅନ୍ୟପକ୍ଷରେ ମୃତ ବୃନ୍ଦାଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି କରି ଚାଷୀମାନେ ଗତକାଲି ଏନ୍ଏଚ୍ ଅରରୋଧ କରିଥିଲେ। ଦେବଗଡ଼ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆଜି ଭୋଳ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story