ରାଜ୍ୟରେ ଖୋଲିବ ୩୦ଟି ନୂଆ କୋର୍ଟ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ୩୦ଟି ନୂଆ କୋର୍ଟ। ହାଇକୋର୍ଟଙ୍କ ସୁପାରିଶ କ୍ରମେ ବିଭିନ୍ନ ଜିଲ୍ଲାରେ ୩୦ଟି ସିଭିଲ ଜଜ୍ ଜୁନିଅର ଡିଭିଜନ୍ ଓ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଛି। ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ସେ କହିଛନ୍ତି-“ଏସବୁ କୋର୍ଟ ଲାଗି ବିଭିନ୍ନ ବର୍ଗରେ ୩୩୦ଟି ପଦବୀ ସୃଷ୍ଟି କରାଯାଇଛି। ଏହିସବୁ କୋର୍ଟ ଖୋଲିବା ଲାଗି ସରକାର ହାଇକୋର୍ଟଙ୍କୁ ଚିଠା ଅଧିସୂଚନା ପଠାଇଛନ୍ତି। ସେହିପରି ତାଳଚେର, ଚଣ୍ଡିଖୋଲ ଏବଂ […]

court-hammer-750x430

court-hammer-750x430

Rakesh Mallick
  • Published: Saturday, 05 August 2017
  • Updated: 05 August 2017, 08:22 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ୩୦ଟି ନୂଆ କୋର୍ଟ। ହାଇକୋର୍ଟଙ୍କ ସୁପାରିଶ କ୍ରମେ ବିଭିନ୍ନ ଜିଲ୍ଲାରେ ୩୦ଟି ସିଭିଲ ଜଜ୍ ଜୁନିଅର ଡିଭିଜନ୍ ଓ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଛି। ଆଜି ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା।

ସେ କହିଛନ୍ତି-“ଏସବୁ କୋର୍ଟ ଲାଗି ବିଭିନ୍ନ ବର୍ଗରେ ୩୩୦ଟି ପଦବୀ ସୃଷ୍ଟି କରାଯାଇଛି। ଏହିସବୁ କୋର୍ଟ ଖୋଲିବା ଲାଗି ସରକାର ହାଇକୋର୍ଟଙ୍କୁ ଚିଠା ଅଧିସୂଚନା ପଠାଇଛନ୍ତି। ସେହିପରି ତାଳଚେର, ଚଣ୍ଡିଖୋଲ ଏବଂ ସୋହେଲାରେ ୩ଟି ସିଭିଲ ଜଜ୍ ସିନିଅର ଡିଭିଜନ୍ କୋର୍ଟ ପାଇଁ ୩୩ଟି ଏବଂ ୬ଟି ଜିଲ୍ଲାରେ ୬ଟି ଗ୍ରାମ୍ୟ ନ୍ୟାୟାଳୟ ଲାଗି ୬୦ଟି ପଦବୀ ସୃଷ୍ଟି କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story