ଆକାଶରୁ ଖସୁଛି ମୃତ୍ୟୁ: ଦୁଇ ଦିନରେ ବଜ୍ରପାତରେ ଗଲାଣି ୩୪ ଜୀବନ

ଭୁବନେଶ୍ୱର:ଆକାଶରୁ ମୃତ୍ୟୁର ବର୍ଷା। ବଜ୍ରପାତରେ ଥରହର ଓଡ଼ିଶା। ଦୁଇ ଦିନରେ ଝଡ଼ିଗଲାଣି ୩୪ ଜୀବନ।  ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଦୁଇ ଦିନରେ ୩୪ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିରେ ଅନେକ ଆହତ ମଧ୍ୟ ହେଲେଣି । ଗତକାଲି ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର ଅନୁଗୋଳ ଆଦିରେ ବଜ୍ରପାତ ଘଟି ଏହି ପ୍ରାଣହାନି ଘଟିଛି। ରାଜ୍ୟ ସରକାର ମୃତକଙ୍କ ପରିବାର ପିଛା ୪ […]

thunder

thunder

Rakesh Mallick
  • Published: Monday, 31 July 2017
  • Updated: 31 July 2017, 08:49 PM IST

Sports

Latest News

ଭୁବନେଶ୍ୱର:ଆକାଶରୁ ମୃତ୍ୟୁର ବର୍ଷା। ବଜ୍ରପାତରେ ଥରହର ଓଡ଼ିଶା। ଦୁଇ ଦିନରେ ଝଡ଼ିଗଲାଣି ୩୪ ଜୀବନ।  ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ଦୁଇ ଦିନରେ ୩୪ଜଣଙ୍କ ମୃତ୍ୟୁ ଘଟିଲାଣି। ଏଥିରେ ଅନେକ ଆହତ ମଧ୍ୟ ହେଲେଣି । ଗତକାଲି ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର ଅନୁଗୋଳ ଆଦିରେ ବଜ୍ରପାତ ଘଟି ଏହି ପ୍ରାଣହାନି ଘଟିଛି। ରାଜ୍ୟ ସରକାର ମୃତକଙ୍କ ପରିବାର ପିଛା ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos