୪ ଦିନ ପୂର୍ବରୁ ଶେଷ ହେଲା ବିଧାନସଭା

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ୪ ଦିନ ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍‌ ଅଧିବେଶନକୁ ବନ୍ଦ କରି ଦିଆଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭା ଅଧିବେଶନ ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଥିବା ବେଳେ ବାଚସ୍ପତି ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରି ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟର ଏହି ବଜେଟ୍‌ ଅଧିବେଶନ ଆସନ୍ତା ୨୦ ତାରିଖରେ ଶେଷ ହେବାକୁ ଥିଲା। ଚିଟ୍‌ଫଣ୍ଡ ଦୁର୍ନୀତି, ସଞ୍ଜୟ ଦାସବର୍ମା ପ୍ରସଙ୍ଗ, ବିଜେଡି ଆକାଉଣ୍ଟରେ ଟଙ୍କା ଜମା ଓ ଓଆରଭି […]

ASSEMBLY-2-640x512

ASSEMBLY-2-640x512

Rakesh Mallick
  • Published: Monday, 16 May 2016
  • Updated: 17 May 2016, 03:54 AM IST

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟର ୪ ଦିନ ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍‌ ଅଧିବେଶନକୁ ବନ୍ଦ କରି ଦିଆଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭା ଅଧିବେଶନ ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଥିବା ବେଳେ ବାଚସ୍ପତି ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି କରି ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟର ଏହି ବଜେଟ୍‌ ଅଧିବେଶନ ଆସନ୍ତା ୨୦ ତାରିଖରେ ଶେଷ ହେବାକୁ ଥିଲା। ଚିଟ୍‌ଫଣ୍ଡ ଦୁର୍ନୀତି, ସଞ୍ଜୟ ଦାସବର୍ମା ପ୍ରସଙ୍ଗ, ବିଜେଡି ଆକାଉଣ୍ଟରେ ଟଙ୍କା ଜମା ଓ ଓଆରଭି ଆଇନ କାର୍ଯ୍ୟକାରୀ କରିବା ଦାବିରେ ଅନୁସୂଚିତ ଜାତି ଓ ଜନଜାତି ବିଧାୟକଙ୍କ ଧାରଣା ଯୋଗୁଁ ଗୃହ ଚାଲିପାରି ନ ଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ବଜେଟ୍‌ ଅଧିବେଶନ ରାଜ୍ୟ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧୀ ଦଳ ଗୃହକୁ ଅଚଳ କରିଦେଲେ। ମୁଁ ବ୍ୟକ୍ତିଗତ ଭାବେ ଗୃହକୁ ସୁରୁଖୁରରେ ଚଳାଇବାକୁ ଚେଷ୍ଟା କଲି, କିନ୍ତୁ ବିରୋଧୀଙ୍କ ଟାଳଟୁଳ ନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଲା ନାହିଁ। ବିରୋଧୀ ଦଳ ଗୃହ ଚଳାଇବାରେ ଆମକୁ ସହଯୋଗ କଲେ ନାହିଁ।”

ନବୀନ କହିଛନ୍ତି, “ବିରୋଧୀ ଦଳ ଯେତେ ବାଧା ସୃଷ୍ଟି କଲେ ମଧ୍ୟ ଓଡ଼ିଶାର ମା, ମାଟି ଓ ଜନତାଙ୍କ ପାଇଁ ମୋ ସରକାର ସବୁବେଳେ କାମ କରି ଚାଲିଛି ଏବଂ ଆଗକୁ କରି ଚାଲିଥିବ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ସରକାରୀ ଦଳ ଯୋଜନାବଦ୍ଧ ଭାବେ ବିରୋଧୀ ଦଳର କଣ୍ଠରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାସହ ମତେ ବିଧାନସଭାରେ କୁହାଇ ଦେବେ ନାହିଁ ବୋଲି ମଧ୍ୟ ପଣ କରିଥିଲେ, ଯାହାକୁ କାର୍ଯ୍ୟକାର କଲେ। ଆଜି ମୁଁ ଏ ନେଇ ମାନ୍ୟବର ରାଜ୍ୟପାଳଙ୍କୁ ଚିଠି ଲେଖି ଜଣାଇଛି। ଏଥିରେ ମୁଁ ଉଲ୍ଲେଖ କରିଛି ଯେ, ବିରୋଧୀ ଦଳଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଆପଣଙ୍କୁ ଜଣାଇବା ସହ ବାଚସ୍ପତିଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଲୁ, ହେଲେ କିଛି ଲାଭ ହେଲା ନାହିଁ। ଏବେ ଆମେ କ’ଣ କରିବୁ ବୋଲି ମୁଁ ଚିଠିରେ ପଚାରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story