ଶିଳ୍ପ ପାଇଁ ୪ ବିଧାୟକଙ୍କ ଡିଲ୍ ମାମଲା: ତଦନ୍ତ ପାଇଁ ଭିଜିଲାନ୍ସ ଗଠନ କଲା ୫ ଟିମ୍‌

କଟକ: ଶିଳ୍ପ ପ୍ରତିଷ୍ଠା ପାଇଁ ବିଜେଡିର ୪ ବିଧାୟକଙ୍କ ଡିଲ୍‌ ଅଭିଯୋଗର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ଏଥିପାଇଁ ଗଠନ କରାଯାଇଛି ୫ଟି ଟିମ୍। ପ୍ରତ୍ୟେକ ଟିମ୍‌କୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଛି। ଏ ସଂପର୍କରେ ସୂଚନା ଦେଇ ଭିଜିଲାନ୍ସ ନିର୍ଦ୍ଦେଶକ ଆର୍‌.ପି ଶର୍ମା କହିଛନ୍ତି,“ଏ ଘଟଣାର ତଦନ୍ତ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌କୁ ଅଲଗା ଅଲଗା ଦାୟିତ୍ୱ ଦିଆଯାଇଛି। ତଦନ୍ତ ଆଗେଇବା ସହିତ ଆବଶ୍ୟକ […]

4 mla

4 mla

Rakesh Mallick
  • Published: Wednesday, 31 August 2016
  • Updated: 31 August 2016, 02:45 PM IST

Sports

Latest News

rp sharmaକଟକ: ଶିଳ୍ପ ପ୍ରତିଷ୍ଠା ପାଇଁ ବିଜେଡିର ୪ ବିଧାୟକଙ୍କ ଡିଲ୍‌ ଅଭିଯୋଗର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆଜି ଏଥିପାଇଁ ଗଠନ କରାଯାଇଛି ୫ଟି ଟିମ୍। ପ୍ରତ୍ୟେକ ଟିମ୍‌କୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଛି।

ଏ ସଂପର୍କରେ ସୂଚନା ଦେଇ ଭିଜିଲାନ୍ସ ନିର୍ଦ୍ଦେଶକ ଆର୍‌.ପି ଶର୍ମା କହିଛନ୍ତି,“ଏ ଘଟଣାର ତଦନ୍ତ କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୫ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌କୁ ଅଲଗା ଅଲଗା ଦାୟିତ୍ୱ ଦିଆଯାଇଛି। ତଦନ୍ତ ଆଗେଇବା ସହିତ ଆବଶ୍ୟକ ପଡ଼ିଲେ ତଦନ୍ତକାରୀ ଟିମ୍‌ଙ୍କ ସଂଖ୍ୟା ବଢ଼ାଯିବ ଅବା କମାଯିବ।”

ସେ କହିଛନ୍ତି,“ଆମର ଲକ୍ଷ୍ୟ ହେଉଛି ଘଟଣାର ସଂପୂର୍ଣ୍ଣ ସତ୍ୟ ପଦାକୁ ଆଣିବା। ଆମେ ସଂପୂର୍ଣ୍ଣ ଭାବେ ନିରପକ୍ଷ ହୋଇ ତଦନ୍ତ କରିବୁ।”

ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି,“ଟେଲିଭିଜନରେ ଯେଉଁ ଷ୍ଟିଙ୍ଗ୍ ଅପରେସନ୍ ପ୍ରସାରିତ ହୋଇଥିଲା ତା’ର ଉଭୟ ଅଡିଓ ଓ ଭିଡିଓର ଫୋରେନ୍‌ସିକ୍ ଯାଞ୍ଚ କରାଯିବ। ଏ ମାମଲା ସହିତ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ।”

ମୁଖ୍ୟମନ୍ତ୍ରୀଙ୍କ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ୪ ଜଣ ଯାକ ବିଧାୟକ ସ୍ୱାଗତ କରିଛନ୍ତି। ଭିଜିଲାନ୍ସ ତଦନ୍ତ ଦ୍ୱାରା ସତ ପଦାକୁ ଆସିବ ବୋଲି ଏକ ମିଳିତ ପ୍ରେସ୍‌ ବିଜ୍ଞପ୍ତିରେ ଏହି ବିଧାୟକମାନେ କହିଛନ୍ତି।

ସରକାର ଗତ ଫେବୃଆରୀରେ ମୁମ୍ବାଇରେ ‘ମେକ୍‌ ଇନ୍‌ ଇଣ୍ଡିଆ ୱିକ୍‌’ ଓ ଚଳିତମାସ ବେଙ୍ଗାଲୁରୁରେ ‘ଇନ୍‌ଭେଷ୍ଟର୍ସ ମିଟ୍‌’ କରି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଥିଲେ। କିଛି ମାତ୍ରାରେ ରାଜ୍ୟ ସରକାର ଏଥିରେ ସଫଳ ହୋଇଛନ୍ତି। ତେବେ ଶିଳ୍ପ ସ୍ଥାପନ ପାଇଁ ଶାସକ ଦଳର ୪ ବିଧାୟକ ଶିଳ୍ପପତିଙ୍କଠାରୁ କୋଟି କୋଟି ଟଙ୍କା ଲାଞ୍ଚ ଦାବି କରୁଥିବା ଏକ ଷ୍ଟିଙ୍ଗ୍ ଅପରେସନ୍‌ରେ ଜଣାପଡ଼ିବା ପରେ ରାଜ୍ୟ ସରକାର ଚିନ୍ତିତ ହୋଇପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story